Advertisment

Pranjna Parimita Behera

ଆଜି ଠାରୁ ରାଜ୍ୟର ୧୧ ଜିଲ୍ଲାରେ ଦୁଇ ଦିନିଆ ସଟଡାଉନ୍ : ସଂକ୍ରମଣ ରୋକିବାକୁ ସପ୍ତାହ ଶେଷରେ ସରକାର ଲଗାଇଛନ୍ତି କଟକଣା, କେବଳ ଜରୁରୀକାଳୀନ ସେବାକୁ ଅନୁମତି ଜାରି post image

ଆଜି ଠାରୁ ରାଜ୍ୟର ୧୧ ଜିଲ୍ଲାରେ ଦୁଇ ଦିନିଆ ସଟଡାଉନ୍ : ସଂକ୍ରମଣ ରୋକିବାକୁ ସପ୍ତାହ ଶେଷରେ ସରକାର ଲଗାଇଛନ୍ତି କଟକଣା, କେବଳ ଜରୁରୀକାଳୀନ ସେବାକୁ ଅନୁମତି ଜାରି

ସଟହାଉନରେ ବିବାହ ପାଇଁ ଅନୁମତି ଜରୁରୀ । ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବା ଆବଶ୍ୟକ ବୋଲି ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସେପଟେ ସଟଡାଉନରେ ଖୋଲିବ ପେଟ୍ରୋଲ ପମ୍ପ post image

ସଟହାଉନରେ ବିବାହ ପାଇଁ ଅନୁମତି ଜରୁରୀ । ଜିଲ୍ଲା ପ୍ରଶାସନ ଠାରୁ ଅନୁମତି ନେବା ଆବଶ୍ୟକ ବୋଲି ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ । ସେପଟେ ସଟଡାଉନରେ ଖୋଲିବ ପେଟ୍ରୋଲ ପମ୍ପ

ଗର୍ଭିଣୀ ହାତୀର ହତ୍ୟାକାରୀ ଗିରଫ । ସୂଚନା ଦେଲେ କେରଳ ଜଙ୍ଗଲ ମନ୍ତ୍ରୀ । କହିଲେ, ଆଇନ୍ ଆଖିରୁ ବର୍ତ୍ତି ପାରିବେନି ଅନ୍ୟ ଅଭିଯୁକ୍ତ । post image

ଗର୍ଭିଣୀ ହାତୀର ହତ୍ୟାକାରୀ ଗିରଫ । ସୂଚନା ଦେଲେ କେରଳ ଜଙ୍ଗଲ ମନ୍ତ୍ରୀ । କହିଲେ, ଆଇନ୍ ଆଖିରୁ ବର୍ତ୍ତି ପାରିବେନି ଅନ୍ୟ ଅଭିଯୁକ୍ତ ।

ଭୂତାଣୁ ପାଇଁ ମା’ ବାସନ୍ଦ । ଜନ୍ମଦାତ୍ରୀଙ୍କୁ ଅଲୋଡ଼ା କରିଦେଲା କରୋନା ଭୟ । ମା’ଓ ପୁଅର ଅମୂଲ୍ୟ ସମ୍ପର୍କ ଆଗରେ ଶକ୍ତ ପାଚେରୀ ଭାବେ ଛିଡ଼ା ହେଲା ଅଦୃଶ୍ୟ ଭାଇରସ୍ । ବୁଢ଼ୀ ମା’କୁ ଘରେ ପୂରାଇବାକୁ ରାଜି ହେଲାନି କୁଳାଙ୍ଗାର ପୁଅ । post image

ଭୂତାଣୁ ପାଇଁ ମା’ ବାସନ୍ଦ । ଜନ୍ମଦାତ୍ରୀଙ୍କୁ ଅଲୋଡ଼ା କରିଦେଲା କରୋନା ଭୟ । ମା’ଓ ପୁଅର ଅମୂଲ୍ୟ ସମ୍ପର୍କ ଆଗରେ ଶକ୍ତ ପାଚେରୀ ଭାବେ ଛିଡ଼ା ହେଲା ଅଦୃଶ୍ୟ ଭାଇରସ୍ । ବୁଢ଼ୀ ମା’କୁ ଘରେ ପୂରାଇବାକୁ ରାଜି ହେଲାନି କୁଳାଙ୍ଗାର ପୁଅ ।

ଭକ୍ତଶୂନ୍ୟ ବଡ଼ଦାଣ୍ଡ । ବିନା ଭକ୍ତରେ ଚାଲିଛି ସ୍ନାନଯାତ୍ରା । ଶ୍ରୀମନ୍ଦିର ଚାରିପଟେ ଓ ବଡଦାଣ୍ଡରେ ୧୪୪ ଧାରା ବଳବତ୍ତର । ଭକ୍ତର ଭଗବାନ ଆଉ ଭକ୍ତ ଭିତରେ କରୋନା ଟାଣିଛି ଲକ୍ଷ୍ମଣରେଖା । post image

ଭକ୍ତଶୂନ୍ୟ ବଡ଼ଦାଣ୍ଡ । ବିନା ଭକ୍ତରେ ଚାଲିଛି ସ୍ନାନଯାତ୍ରା । ଶ୍ରୀମନ୍ଦିର ଚାରିପଟେ ଓ ବଡଦାଣ୍ଡରେ ୧୪୪ ଧାରା ବଳବତ୍ତର । ଭକ୍ତର ଭଗବାନ ଆଉ ଭକ୍ତ ଭିତରେ କରୋନା ଟାଣିଛି ଲକ୍ଷ୍ମଣରେଖା ।

ଅମ୍ଫାନ୍‌ ପ୍ରଭାବ । ଓଡ଼ିଶାରେ ଆଳୁ କିଲୋ ୩୦ ଛୁଇଁଲା । ପଶ୍ଚିମବଂଗରୁ ପର୍ଯ୍ୟାପ୍ତ ଆଳୁ ଆସୁନି । ଆହୁରି ବଢ଼ିପାରେ ଦର post image

ଅମ୍ଫାନ୍‌ ପ୍ରଭାବ । ଓଡ଼ିଶାରେ ଆଳୁ କିଲୋ ୩୦ ଛୁଇଁଲା । ପଶ୍ଚିମବଂଗରୁ ପର୍ଯ୍ୟାପ୍ତ ଆଳୁ ଆସୁନି । ଆହୁରି ବଢ଼ିପାରେ ଦର

ନୟାଗଡ ମୁଖ୍ୟ ଡାକ୍ତରଖାନାରେ ନର୍ସଙ୍କ ଦେହରେ କରୋନା ଭୂତାଣୁ : ସେପଟେ ଆଜି ରାଜ୍ୟରେ ୯୦ ନୂଆ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ ୨୫ଆକ୍ରାନ୍ତ ଚିହ୍ନଟ post image

ନୟାଗଡ ମୁଖ୍ୟ ଡାକ୍ତରଖାନାରେ ନର୍ସଙ୍କ ଦେହରେ କରୋନା ଭୂତାଣୁ : ସେପଟେ ଆଜି ରାଜ୍ୟରେ ୯୦ ନୂଆ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ ୨୫ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ ମାମଲା : ସାମାଜିକ ଦୂରତା ଉଲଂଘନ ଅଭିଯୋଗର କ୍ୟାପିଟାଲ ଥାନାରେ ଏତଲା,ସେପଟେ ନିଜ ଆଡୁ ଜରିମାନା ଭରିଲେ ଅପରାଜିତା post image

ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ନାଁରେ ମାମଲା : ସାମାଜିକ ଦୂରତା ଉଲଂଘନ ଅଭିଯୋଗର କ୍ୟାପିଟାଲ ଥାନାରେ ଏତଲା,ସେପଟେ ନିଜ ଆଡୁ ଜରିମାନା ଭରିଲେ ଅପରାଜିତା

ନଭେମ୍ବର ୨୬ରୁ ଡିସେମ୍ବର ୨୫ ମଧ୍ୟରେ ଦେଶକୁ କରୋନା ଆସିଥିବା ଆଶଙ୍କା । ବୈଜ୍ଞାନିକଙ୍କ ଅନୁମାନ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଜାନୁୟାରୀରେ ଚୀନ୍ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଦ୍ୱାରା ବ୍ୟାପିଥାଇପାରେ ଭୂତାଣୁ post image

ନଭେମ୍ବର ୨୬ରୁ ଡିସେମ୍ବର ୨୫ ମଧ୍ୟରେ ଦେଶକୁ କରୋନା ଆସିଥିବା ଆଶଙ୍କା । ବୈଜ୍ଞାନିକଙ୍କ ଅନୁମାନ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଜାନୁୟାରୀରେ ଚୀନ୍ ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଦ୍ୱାରା ବ୍ୟାପିଥାଇପାରେ ଭୂତାଣୁ

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୬ ହଜାର । ଗତ ୨୪ ଘଂଟାରେ ୨୬୦ ଜଣଙ୍କ ମୃତ୍ୟୁ, ୯ହଜାର ୩୦୪ ନୂଆ ମାମଲା ଚିହ୍ନଟ ।  କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଭାରତରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୬ ହଜାର ୭୩୭ । post image

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଟପିଲା ୬ ହଜାର । ଗତ ୨୪ ଘଂଟାରେ ୨୬୦ ଜଣଙ୍କ ମୃତ୍ୟୁ, ୯ହଜାର ୩୦୪ ନୂଆ ମାମଲା ଚିହ୍ନଟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟର ସୂଚନା ଭାରତରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୧ଲକ୍ଷ ୬ ହଜାର ୭୩୭ ।

ସବସ୍କ୍ରାଇବ କରନ୍ତୁ