Advertisment

Pranjna Parimita Behera

ମୋ ବାପାଙ୍କୁ ବଞ୍ଚାଇ ଦିଅ କହି ନେହୁରା ହେଉଥିଲା କୁନି ପୁଅ । ଆମ୍ବୁଲାନ୍ସ ଆସିଲା ହେଲେ ରୋଗୀକୁ ନେଲାନି । ଦାଣ୍ଡରେ ପଡି ଛଟପଟ ହୋଇ ଚାଲିଗଲା ବାପାଙ୍କ ଜୀବନ post image

ମୋ ବାପାଙ୍କୁ ବଞ୍ଚାଇ ଦିଅ କହି ନେହୁରା ହେଉଥିଲା କୁନି ପୁଅ । ଆମ୍ବୁଲାନ୍ସ ଆସିଲା ହେଲେ ରୋଗୀକୁ ନେଲାନି । ଦାଣ୍ଡରେ ପଡି ଛଟପଟ ହୋଇ ଚାଲିଗଲା ବାପାଙ୍କ ଜୀବନ

ଜୁଲାଇ ୨୯ରେ ମାଟ୍ରିକ ରେଜଲ୍ଟ । ଏସଏମଏସ୍ ଓ ୱେବସାଇଟ୍ ଜରିଆରେ ଫଳ ଜାଣିପାରିବେ ଛାତ୍ରଛାତ୍ରୀ । ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ । post image

ଜୁଲାଇ ୨୯ରେ ମାଟ୍ରିକ ରେଜଲ୍ଟ । ଏସଏମଏସ୍ ଓ ୱେବସାଇଟ୍ ଜରିଆରେ ଫଳ ଜାଣିପାରିବେ ଛାତ୍ରଛାତ୍ରୀ । ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ସାଢେ ୪ ମାସ ବି ଗଲାନି ସାଢେ ୪ କୋଟିର କାମ । କୋଣାର୍କର ଖାଲକଟା ପାଟଣାରେ ଭୁଶୁଡିଲା ଗାଡୱାଲ । ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କାରେ ପାଟଣା ଗାଁ post image

ସାଢେ ୪ ମାସ ବି ଗଲାନି ସାଢେ ୪ କୋଟିର କାମ । କୋଣାର୍କର ଖାଲକଟା ପାଟଣାରେ ଭୁଶୁଡିଲା ଗାଡୱାଲ । ସମୁଦ୍ର ଗର୍ଭରେ ଲୀନ ହେବାର ଆଶଙ୍କାରେ ପାଟଣା ଗାଁ

ତାଲାବନ୍ଦ ଦୋହଲାଇ ଦେଇଛି ଲୋକଙ୍କ ଆର୍ଥିକ ସ୍ଥିତି । ଓଡିଶାର ୩୬ ପ୍ରତିଶତ ଲୋକଙ୍କ ଜୀବିକା ଉପରେ ପଡିପାରେ ପ୍ରଭାବ । ଚାକିରୀ, ନିଯୁକ୍ତି ଅନୁଧ୍ୟାନ କରି ଜାତୀୟ  ଜାତୀୟ ଗଣମାଧ୍ୟମରେ ଆସିଲା ସର୍ଭେ ରିପୋର୍ଟ  post image

ତାଲାବନ୍ଦ ଦୋହଲାଇ ଦେଇଛି ଲୋକଙ୍କ ଆର୍ଥିକ ସ୍ଥିତି । ଓଡିଶାର ୩୬ ପ୍ରତିଶତ ଲୋକଙ୍କ ଜୀବିକା ଉପରେ ପଡିପାରେ ପ୍ରଭାବ । ଚାକିରୀ, ନିଯୁକ୍ତି ଅନୁଧ୍ୟାନ କରି ଜାତୀୟ ଜାତୀୟ ଗଣମାଧ୍ୟମରେ ଆସିଲା ସର୍ଭେ ରିପୋର୍ଟ 

କରୋନା ନେଲା ଆଉ ୬ଜଣଙ୍କ ଜୀବନ । ମୋଟ ମୃତ୍ୟୁସଂଖ୍ୟା ୧୧୪ ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା । post image

କରୋନା ନେଲା ଆଉ ୬ଜଣଙ୍କ ଜୀବନ । ମୋଟ ମୃତ୍ୟୁସଂଖ୍ୟା ୧୧୪ ରେ ପହଞ୍ଚିଲା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ।

୬ ବର୍ଷ ହେଲା ସରୁନି ପୋଲ ନିର୍ମାଣ କାମ । ଦୟାନଦୀକୁ ଡଙ୍ଗା ଭରସା । ବର୍ଷା ଆସିଲେ ମାଡ଼ି ଆସୁଛି ବିପଦ post image

୬ ବର୍ଷ ହେଲା ସରୁନି ପୋଲ ନିର୍ମାଣ କାମ । ଦୟାନଦୀକୁ ଡଙ୍ଗା ଭରସା । ବର୍ଷା ଆସିଲେ ମାଡ଼ି ଆସୁଛି ବିପଦ

ସତ ହେଲା କଏଦୀଙ୍କ କଥା । ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୨ କରୋନା ଆକ୍ରାନ୍ତ ଚିହ୍ନଟ । ୩୩ ଜଣ ବିଚାରଧିନ କଏଦୀଙ୍କ ସମେତ ୯ ଜଣ ଜେଲ କର୍ମଚାରୀ କରୋନା ପଜିଟିଭ ।  ଗତକାଲି କନକ ନ୍ୟୁଜକୁ ଫୋନ ଯୋଗେ ସୂଚନା ଦେଇଥିଲେ କଏଦୀ post image

ସତ ହେଲା କଏଦୀଙ୍କ କଥା । ବ୍ରହ୍ମପୁର ମଣ୍ଡଳ କାରାଗାରରେ ୪୨ କରୋନା ଆକ୍ରାନ୍ତ ଚିହ୍ନଟ । ୩୩ ଜଣ ବିଚାରଧିନ କଏଦୀଙ୍କ ସମେତ ୯ ଜଣ ଜେଲ କର୍ମଚାରୀ କରୋନା ପଜିଟିଭ ।  ଗତକାଲି କନକ ନ୍ୟୁଜକୁ ଫୋନ ଯୋଗେ ସୂଚନା ଦେଇଥିଲେ କଏଦୀ

ଅବସରପ୍ରାପ୍ତ IAS ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । କର୍କଟ ରୋଗରେ ପୀଡିତ ଥିଲେ ପ୍ରିୟବ୍ରତ । post image

ଅବସରପ୍ରାପ୍ତ IAS ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ । ମୁମ୍ବାଇରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ । କର୍କଟ ରୋଗରେ ପୀଡିତ ଥିଲେ ପ୍ରିୟବ୍ରତ ।

ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡିସିନ୍ ସେବା । ୪୧ଟି ସ୍ଥାନରେ ଉପଲବ୍ଧ । ଫୋନ୍ ଜରିଆରେ ଡାକ୍ତରଙ୍କ ସହିତ ସିଧାସଳଖ ଯୋଗାଯୋଗ କରି ରୋଗର ଉପଚାର କରିପାରିବେ ରୋଗୀ post image

ରାଜ୍ୟରେ ଆରମ୍ଭ ହେଲା ଟେଲି ମେଡିସିନ୍ ସେବା । ୪୧ଟି ସ୍ଥାନରେ ଉପଲବ୍ଧ । ଫୋନ୍ ଜରିଆରେ ଡାକ୍ତରଙ୍କ ସହିତ ସିଧାସଳଖ ଯୋଗାଯୋଗ କରି ରୋଗର ଉପଚାର କରିପାରିବେ ରୋଗୀ

ଅନିଶ୍ଚିତତାରେ ୟୁଜି, ପିଜି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ବିଳମ୍ବ ହେଲେ ଜରିମାନା ଦେଉଛନ୍ତି ଛାତ୍ରଛାତ୍ରୀ post image

ଅନିଶ୍ଚିତତାରେ ୟୁଜି, ପିଜି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ । ବିଳମ୍ବ ହେଲେ ଜରିମାନା ଦେଉଛନ୍ତି ଛାତ୍ରଛାତ୍ରୀ

ସବସ୍କ୍ରାଇବ କରନ୍ତୁ