Advertisment

Pranjna Parimita Behera

ସଂକ୍ରମଣ ବଢ଼ୁଛି, ଭୟ ଖେଳାଉଛି । ୨୮ଟି ଜିଲ୍ଲାରୁ ୧୨୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୭୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୪୫ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦, ୩୭୮ରେ ପହଞ୍ଚିଲା । post image

ସଂକ୍ରମଣ ବଢ଼ୁଛି, ଭୟ ଖେଳାଉଛି । ୨୮ଟି ଜିଲ୍ଲାରୁ ୧୨୦୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୭୫୮ ଓ ସ୍ଥାନୀୟ ଅଞ୍ଚଳରୁ ୪୪୫ । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୦, ୩୭୮ରେ ପହଞ୍ଚିଲା ।

ଚିକିତ୍ସା ବିଳମ୍ବରୁ ମହିଳାଙ୍କ ମୃତ୍ୟୁ । ବଢୁଛି ଅଣକୋଭିଡ୍‌ ରୋଗୀଙ୍କ  ଦୁର୍ଦ୍ଦଶା । ୨ ମାସ ପୂର୍ବରୁ ଅଂଶୁଘାତରେ ଆଖି ବୁଜିଥିଲେ ସ୍ୱାମୀ । ଅନାଥ ହୋଇଗଲେ ୪ ନାବାଳକ ପୁଅଝିଅ post image

ବ୍ରହ୍ମପୁର ଟାଟା କୋଭିଡ କେୟାର ହସ୍ପିଟାଲରେ ନାଁରେ ବଡ଼ ଅଭିଯୋଗ । ରୋଗୀ ମୃତ୍ୟୁର ୪ଦିନ ପରେ ପରିବାର ଲୋକଙ୍କୁ ଦିଆଗଲା ଖବର । ଥାନାକୁ ଗଲା ମାମଲା । ହସ୍ପିଟାଲ ବିରୋଧରେ ଅଭିଯୋଗ କଲେ ବ୍ରହ୍ମପୁର ବାସିନ୍ଦା 

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷର ପାସ ହାର ୭୮.୭୬% । ଝିଅଙ୍କ ପାସ ହାର – ୮୧, ୯୮% , ପୁଅଙ୍କ ପାସ ହାର – ୭୭.୮ % । post image

ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ ରେଜଲ୍ଟ । ଚଳିତ ବର୍ଷର ପାସ ହାର ୭୮.୭୬% । ଝିଅଙ୍କ ପାସ ହାର – ୮୧, ୯୮% , ପୁଅଙ୍କ ପାସ ହାର – ୭୭.୮ % ।

ରାଜ୍ୟର ୨୮ ଜିଲ୍ଲାରୁ ଆଉ ୧୦୬୮ ନୂଆ ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟିନ୍ ୬୬୨ ଓ ସ୍ଥାନୀୟ ଅଞ୍ଚଳରୁ ୪୦୬ ସଂକ୍ରମିତ । ମୋଟ ଆକ୍ରାନ୍ତ ସଂଖ୍ୟା ୨୯ ହଜାର  ହଜାର ୧୭୫କୁ ବୃଦ୍ଧି । ଗଞ୍ଜାମରୁ ସର୍ବାଧିକ ୨୪୫ ଆକ୍ରାନ୍ତ ଚିହ୍ନଟ post image

ରାଜ୍ୟର ୨୮ ଜିଲ୍ଲାରୁ ଆଉ ୧୦୬୮ ନୂଆ ଆକ୍ରାନ୍ତ ଚିହ୍ନଟ । କ୍ୱାରେଣ୍ଟିନ୍ ୬୬୨ ଓ ସ୍ଥାନୀୟ ଅଞ୍ଚଳରୁ ୪୦୬ ସଂକ୍ରମିତ । ମୋଟ ଆକ୍ରାନ୍ତ ସଂଖ୍ୟା ୨୯ ହଜାର ହଜାର ୧୭୫କୁ ବୃଦ୍ଧି । ଗଞ୍ଜାମରୁ ସର୍ବାଧିକ ୨୪୫ ଆକ୍ରାନ୍ତ ଚିହ୍ନଟ

ଚିକିତ୍ସା ବିଳମ୍ବରୁ ମହିଳାଙ୍କ ମୃତ୍ୟୁ । ବଢୁଛି ଅଣକୋଭିଡ୍‌ ରୋଗୀଙ୍କ  ଦୁର୍ଦ୍ଦଶା । ୨ ମାସ ପୂର୍ବରୁ ଅଂଶୁଘାତରେ ଆଖି ବୁଜିଥିଲେ ସ୍ୱାମୀ । ଅନାଥ ହୋଇଗଲେ ୪ ନାବାଳକ ପୁଅଝିଅ post image

ଚିକିତ୍ସା ବିଳମ୍ବରୁ ମହିଳାଙ୍କ ମୃତ୍ୟୁ । ବଢୁଛି ଅଣକୋଭିଡ୍‌ ରୋଗୀଙ୍କ ଦୁର୍ଦ୍ଦଶା । ୨ ମାସ ପୂର୍ବରୁ ଅଂଶୁଘାତରେ ଆଖି ବୁଜିଥିଲେ ସ୍ୱାମୀ । ଅନାଥ ହୋଇଗଲେ ୪ ନାବାଳକ ପୁଅଝିଅ

ରୂପା ଫରୁଆରେ ଭଣଜା ଭେଟି । ଭଗବାନଙ୍କ ପାଇଁ ଭକ୍ତର ବ୍ୟାକୁଳତା । ରାମ ମନ୍ଦିର ଭୂମି ପୂଜନରେ ଲାଗିବ ମାମୁଁଘର ମାଟି । ଫରୁଆରେ ମାଟି ଧରି ଛତିଶଗଡ଼ରୁ ଅଯୋଧ୍ୟା ୮୦୦ କିମି ଚାଲି ଚାଲି ଯାଉଛନ୍ତି ମହମ୍ମଦ ଫୈଜଲ୍ ଖାନ୍ post image

ରୂପା ଫରୁଆରେ ଭଣଜା ଭେଟି । ଭଗବାନଙ୍କ ପାଇଁ ଭକ୍ତର ବ୍ୟାକୁଳତା । ରାମ ମନ୍ଦିର ଭୂମି ପୂଜନରେ ଲାଗିବ ମାମୁଁଘର ମାଟି । ଫରୁଆରେ ମାଟି ଧରି ଛତିଶଗଡ଼ରୁ ଅଯୋଧ୍ୟା ୮୦୦ କିମି ଚାଲି ଚାଲି ଯାଉଛନ୍ତି ମହମ୍ମଦ ଫୈଜଲ୍ ଖାନ୍

୧୭ ବର୍ଷ ପରିଶ୍ରମରେ ସବୁଜିମା ଲେଉଟିଲା । ପୁନାସିଆ ଗାଁ ଲୋକଙ୍କ ସବୁଜ ମିସନ ସଫଳ ହେଲା । ରାତାରାତି ଲଣ୍ଡା କରିଦେଇଥିଲେ କାଠମାଫିଆ post image

୧୭ ବର୍ଷ ପରିଶ୍ରମରେ ସବୁଜିମା ଲେଉଟିଲା । ପୁନାସିଆ ଗାଁ ଲୋକଙ୍କ ସବୁଜ ମିସନ ସଫଳ ହେଲା । ରାତାରାତି ଲଣ୍ଡା କରିଦେଇଥିଲେ କାଠମାଫିଆ

ଶେଷ ପର୍ଯ୍ୟାୟରେ ଅକ୍ସଫୋର୍ଡର କରୋନା ଟିକା ପରୀକ୍ଷା । ଭାରତର ୫ଟି ସ୍ଥାନରେ ହେବ କରୋନା ଟିକାର ତୃତୀୟ ପର୍ଯ୍ୟାୟର ମାନବ ପରୀକ୍ଷଣ । ପ୍ରସ୍ତୁତି ନେଇ ବାଓ ଟେକନୋଲୋଜି ବିଭାଗର ସଚିବ ଦେଲେ ସୂଚନା post image

ଶେଷ ପର୍ଯ୍ୟାୟରେ ଅକ୍ସଫୋର୍ଡର କରୋନା ଟିକା ପରୀକ୍ଷା । ଭାରତର ୫ଟି ସ୍ଥାନରେ ହେବ କରୋନା ଟିକାର ତୃତୀୟ ପର୍ଯ୍ୟାୟର ମାନବ ପରୀକ୍ଷଣ । ପ୍ରସ୍ତୁତି ନେଇ ବାଓ ଟେକନୋଲୋଜି ବିଭାଗର ସଚିବ ଦେଲେ ସୂଚନା

ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି । ୨୪ ଘଣ୍ଟାରେ ୧୨୧୫ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୭୫୩, ସ୍ଥାନୀୟ ଅଞ୍ଚଳୁ ୪୬୨ ଆକ୍ରାନ୍ତ post image

ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି । ୨୪ ଘଣ୍ଟାରେ ୧୨୧୫ ପଜିଟିଭ୍ ଚିହ୍ନଟ । କ୍ୱାରେଣ୍ଟାଇନ ସେଣ୍ଟରରୁ ୭୫୩, ସ୍ଥାନୀୟ ଅଞ୍ଚଳୁ ୪୬୨ ଆକ୍ରାନ୍ତ

ପବଜି ଲଭରଙ୍କୁ ଝଟକା । ଖୁବ ଶୀଘ୍ର ପବଜି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବେ ମୋଦି ସରକାର । ଭାରତରେ ସାର୍ବଭୌମତ୍ୟ ଓ ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରୁଥିବା ଆଶଙ୍କା । ସାଇବର ସିକ୍ୟୁରିଟି ଓ ୟୁଜର ପ୍ରାଇଭେସି ପାଇଁ ସରକାରଙ୍କ କଡ଼ା ନିଷ୍ପତ୍ତି post image

ପବଜି ଲଭରଙ୍କୁ ଝଟକା । ଖୁବ ଶୀଘ୍ର ପବଜି ଆପ୍ ଉପରେ ପ୍ରତିବନ୍ଧକ ଲଗାଇବେ ମୋଦି ସରକାର । ଭାରତରେ ସାର୍ବଭୌମତ୍ୟ ଓ ଅଖଣ୍ଡତା ଉପରେ ବିପଦ ସୃଷ୍ଟି କରୁଥିବା ଆଶଙ୍କା । ସାଇବର ସିକ୍ୟୁରିଟି ଓ ୟୁଜର ପ୍ରାଇଭେସି ପାଇଁ ସରକାରଙ୍କ କଡ଼ା ନିଷ୍ପତ୍ତି

ସବସ୍କ୍ରାଇବ କରନ୍ତୁ