Advertisment

Pranjna Parimita Behera

ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ବାଟ ଖୋଲୁଛି । ସ୍ୱାବ୍ ସଂଗ୍ରହ ପରେ ବି ସଙ୍ଗରୋଧରେ ରହୁନାହାନ୍ତି ।  ଲକ୍ଷଣବିହୀନ ଲୋକ ସୁପରସ୍ପ୍ରେଡର ସାଜୁଛନ୍ତି post image

ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ବାଟ ଖୋଲୁଛି । ସ୍ୱାବ୍ ସଂଗ୍ରହ ପରେ ବି ସଙ୍ଗରୋଧରେ ରହୁନାହାନ୍ତି । ଲକ୍ଷଣବିହୀନ ଲୋକ ସୁପରସ୍ପ୍ରେଡର ସାଜୁଛନ୍ତି

ଢ଼େଙ୍କାନାଳରେ ୫ଟି ଘରୋଇ ନର୍ସିଂହୋମ ଏବଂ ୩ଟି ପାଥୋଲ୍ୟାବକୁ ସିଲ୍ କଲା ପ୍ରଶାସନ । କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟି ଜିଲ୍ଲା ପ୍ରଶାସନର ନିଷ୍ପତ୍ତ । ଏକାଧିକ ନର୍ସିଂହୋମ ଓ ପାଥୋଲ୍ୟାବ୍କୁ ଯାଇଥିଲେ ଜଣେ ପ୍ରସୂତୀ ମହିଳା । ପରେ ତାଙ୍କ ରିପୋର୍ଟ ଆସିଲା ପଜିଟିଭ post image

ଢ଼େଙ୍କାନାଳରେ ୫ଟି ଘରୋଇ ନର୍ସିଂହୋମ ଏବଂ ୩ଟି ପାଥୋଲ୍ୟାବକୁ ସିଲ୍ କଲା ପ୍ରଶାସନ । କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟି ଜିଲ୍ଲା ପ୍ରଶାସନର ନିଷ୍ପତ୍ତ । ଏକାଧିକ ନର୍ସିଂହୋମ ଓ ପାଥୋଲ୍ୟାବ୍କୁ ଯାଇଥିଲେ ଜଣେ ପ୍ରସୂତୀ ମହିଳା । ପରେ ତାଙ୍କ ରିପୋର୍ଟ ଆସିଲା ପଜିଟିଭ

ଲଦାଖ ସୀମାରେ ରାଫେଲ୍‌ ଫାଇଟର ଜେଟ ମୁତୟନ କରିବ ଭାରତୀୟ ବାୟୁସେନା । ସାମରିକ ଶକ୍ତିକୁ ମଜବୁତ କରିବା ପାଇଁ ପଦକ୍ଷେପ । ଜୁଲାଇ ୨୭ରେ ଅମ୍ବାଲା ଏୟାରବେସରେ ପହଂଚିବ ୬ଟି ରାଫେଲ୍‌ ଜେଟ post image

ଲଦାଖ ସୀମାରେ ରାଫେଲ୍‌ ଫାଇଟର ଜେଟ ମୁତୟନ କରିବ ଭାରତୀୟ ବାୟୁସେନା । ସାମରିକ ଶକ୍ତିକୁ ମଜବୁତ କରିବା ପାଇଁ ପଦକ୍ଷେପ । ଜୁଲାଇ ୨୭ରେ ଅମ୍ବାଲା ଏୟାରବେସରେ ପହଂଚିବ ୬ଟି ରାଫେଲ୍‌ ଜେଟ

ପେଟ ଚିନ୍ତାରେ ପ୍ରବାସୀ ଶ୍ରମିକ, ଏବେ ଗଞ୍ଜାମ ଛାଡି ଗୁଜରାଟ ମୁହାଁ । ଗୁଜରାଟ କମ୍ପାନୀ ମାଲିକ ଆସି ନେଉଛନ୍ତି ଶ୍ରମିକ । ଆର୍ଥିକ ସାହାଯ୍ୟ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି । ପ୍ରବାସୀଙ୍କ ଅଭିଯୋଗ, ରାଜ୍ୟ ସରକାର କାମ ଦେଲେନି ।  ବାଧ୍ୟ ହୋଇ ପୁଣି ଯାଉଛୁ ଗୁଜରାଟ post image

ପେଟ ଚିନ୍ତାରେ ପ୍ରବାସୀ ଶ୍ରମିକ, ଏବେ ଗଞ୍ଜାମ ଛାଡି ଗୁଜରାଟ ମୁହାଁ । ଗୁଜରାଟ କମ୍ପାନୀ ମାଲିକ ଆସି ନେଉଛନ୍ତି ଶ୍ରମିକ । ଆର୍ଥିକ ସାହାଯ୍ୟ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି । ପ୍ରବାସୀଙ୍କ ଅଭିଯୋଗ, ରାଜ୍ୟ ସରକାର କାମ ଦେଲେନି ।  ବାଧ୍ୟ ହୋଇ ପୁଣି ଯାଉଛୁ ଗୁଜରାଟ

ବନ୍ୟା ସ୍ଥିତି ଗମ୍ଭୀର କରୁଛି ବର୍ଷା ପାଣି । ଏବେବି ଅନେକ ପଂଚାୟତ ଜଳମଗ୍ନ, ଜମିରେ ଜମିଛି ଆଣଣ୍ଠୁଏ ଉଚ୍ଚର ପାଣି post image

ଚାରି ଆଡେ ପାଣି ହିଁ ପାଣି । ବିହାରରେ ବିପଦରେ ଜୀବନ । ଗୋଟେପଟେ କରୋନା ବିସ୍ଫୋରଣ ଅନ୍ୟପଟେ ବନ୍ୟା ବିତ୍ପାତ ରାଜ୍ୟବାସୀଙ୍କ ପାଇଁ କାଳ ସାଜିଛି

କରୋନା ମାରୁଛି ମାନବିକତା । ଘଣ୍ଟାକ ଭିତରେ ମା’ପୁଅ ଆଖି ବୁଜିଲେ । କରୋନା ଭୟରେ କାନ୍ଧ ଦେବାକୁ କେହି ଆସିଲେନି । ଗାଡ଼ିରେ ଶବ ନେଇ ପୋତିଦେଲା ପ୍ରଶାସନ post image

କରୋନା ମାରୁଛି ମାନବିକତା । ଘଣ୍ଟାକ ଭିତରେ ମା’ପୁଅ ଆଖି ବୁଜିଲେ । କରୋନା ଭୟରେ କାନ୍ଧ ଦେବାକୁ କେହି ଆସିଲେନି । ଗାଡ଼ିରେ ଶବ ନେଇ ପୋତିଦେଲା ପ୍ରଶାସନ

ମୁଣ୍ଡିଆପଡ଼ା ଜଙ୍ଗଲରେ ମହାବାଳ ଆତଙ୍କ । ବାଘ ଆକ୍ରମଣରେ ଦୁଇ ଗୋରୁ ଗୁରୁତର post image

ମୁଣ୍ଡିଆପଡ଼ା ଜଙ୍ଗଲରେ ମହାବାଳ ଆତଙ୍କ । ବାଘ ଆକ୍ରମଣରେ ଦୁଇ ଗୋରୁ ଗୁରୁତର

ମୌସୁମୀ ପରେ ଭାଇରସକୁ ସୁହାଇବ ଶୀତଋତୁ । କରୋନା ଭୀଷଣ ରୂପ ଧାରଣ କରିବା ଆଶଙ୍କା । ଆଇଆଇଟି-ଏମ୍‌ସ ଅଧ୍ୟୟନ ବଢ଼ାଇଲା ଚିନ୍ତା post image

ମୌସୁମୀ ପରେ ଭାଇରସକୁ ସୁହାଇବ ଶୀତଋତୁ । କରୋନା ଭୀଷଣ ରୂପ ଧାରଣ କରିବା ଆଶଙ୍କା । ଆଇଆଇଟି-ଏମ୍‌ସ ଅଧ୍ୟୟନ ବଢ଼ାଇଲା ଚିନ୍ତା

ରାଜ୍ୟରେ ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୩୯୪, ସ୍ଥାନୀୟ ଅଞ୍ଚଳରୁ ୧୯୭ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୧୨୧ ଆକ୍ରାନ୍ତ ଚିହ୍ନଟ post image

ରାଜ୍ୟରେ ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୩୯୪, ସ୍ଥାନୀୟ ଅଞ୍ଚଳରୁ ୧୯୭ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୧୨୧ ଆକ୍ରାନ୍ତ ଚିହ୍ନଟ

ଯୁକ୍ତ୨ ପରୀକ୍ଷା ଫଳ କେବେ ବାହାରିବ ?  ଖାତା ଦେଖିବାକୁ ଆସୁନାହାନ୍ତି ଅଧ୍ୟାପକ । ୩୫ କେନ୍ଦ୍ରରେ ମୂଲ୍ୟାୟନ ପ୍ରଭାବିତ ଆଶଙ୍କା post image

ଯୁକ୍ତ୨ ପରୀକ୍ଷା ଫଳ କେବେ ବାହାରିବ ? ଖାତା ଦେଖିବାକୁ ଆସୁନାହାନ୍ତି ଅଧ୍ୟାପକ । ୩୫ କେନ୍ଦ୍ରରେ ମୂଲ୍ୟାୟନ ପ୍ରଭାବିତ ଆଶଙ୍କା

ସବସ୍କ୍ରାଇବ କରନ୍ତୁ