0
Bookmarks
Profile
Log Out
ସବସ୍କ୍ରାଇବ କରନ୍ତୁ
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
ତାଜା ଖବର
ରାଜ୍ୟ
ରାଜନୀତି
ରାଜ୍ୟ ରାଜନୀତି
ଜାତୀୟ ରାଜନୀତି
ଦେଶ ବିଦେଶ
ଖେଳ
ଅପରାଧ
ମନୋରଞ୍ଜନ
ସ୍ବାସ୍ଥ୍ୟ
ଜୀବନଚର୍ଯ୍ୟା
ସ୍ପେଶାଲ୍ ରିପୋର୍ଟ
କନକ ଏକ୍ସକ୍ଲୁସିଭ୍
ଭିଡିଓ
ନ୍ୟୁଜ୍ ବୁଲେଟିନ୍
Authors
Powered by :
Advertisment
Pranjna Parimita Behera
ନ୍ୟୁଜ୍
ରାଜଧାନୀରେ ଗୋଷ୍ଠୀ ସଂକ୍ରମଣ ବାଟ ଖୋଲୁଛି । ସ୍ୱାବ୍ ସଂଗ୍ରହ ପରେ ବି ସଙ୍ଗରୋଧରେ ରହୁନାହାନ୍ତି । ଲକ୍ଷଣବିହୀନ ଲୋକ ସୁପରସ୍ପ୍ରେଡର ସାଜୁଛନ୍ତି
By
Pranjna Parimita Behera
Jul 21, 2020
07:45
IST
ନ୍ୟୁଜ୍
ଢ଼େଙ୍କାନାଳରେ ୫ଟି ଘରୋଇ ନର୍ସିଂହୋମ ଏବଂ ୩ଟି ପାଥୋଲ୍ୟାବକୁ ସିଲ୍ କଲା ପ୍ରଶାସନ । କରୋନା ସଂକ୍ରମଣ ଆଶଙ୍କାକୁ ଦୃଷ୍ଟି ଜିଲ୍ଲା ପ୍ରଶାସନର ନିଷ୍ପତ୍ତ । ଏକାଧିକ ନର୍ସିଂହୋମ ଓ ପାଥୋଲ୍ୟାବ୍କୁ ଯାଇଥିଲେ ଜଣେ ପ୍ରସୂତୀ ମହିଳା । ପରେ ତାଙ୍କ ରିପୋର୍ଟ ଆସିଲା ପଜିଟିଭ
By
Pranjna Parimita Behera
Jul 20, 2020
09:07
IST
ନ୍ୟୁଜ୍
ଲଦାଖ ସୀମାରେ ରାଫେଲ୍ ଫାଇଟର ଜେଟ ମୁତୟନ କରିବ ଭାରତୀୟ ବାୟୁସେନା । ସାମରିକ ଶକ୍ତିକୁ ମଜବୁତ କରିବା ପାଇଁ ପଦକ୍ଷେପ । ଜୁଲାଇ ୨୭ରେ ଅମ୍ବାଲା ଏୟାରବେସରେ ପହଂଚିବ ୬ଟି ରାଫେଲ୍ ଜେଟ
By
Pranjna Parimita Behera
Jul 20, 2020
07:59
IST
ନ୍ୟୁଜ୍
ପେଟ ଚିନ୍ତାରେ ପ୍ରବାସୀ ଶ୍ରମିକ, ଏବେ ଗଞ୍ଜାମ ଛାଡି ଗୁଜରାଟ ମୁହାଁ । ଗୁଜରାଟ କମ୍ପାନୀ ମାଲିକ ଆସି ନେଉଛନ୍ତି ଶ୍ରମିକ । ଆର୍ଥିକ ସାହାଯ୍ୟ କରିବାକୁ ଦେଉଛନ୍ତି ପ୍ରତିଶ୍ରୁତି । ପ୍ରବାସୀଙ୍କ ଅଭିଯୋଗ, ରାଜ୍ୟ ସରକାର କାମ ଦେଲେନି । ବାଧ୍ୟ ହୋଇ ପୁଣି ଯାଉଛୁ ଗୁଜରାଟ
By
Pranjna Parimita Behera
Jul 20, 2020
07:50
IST
ନ୍ୟୁଜ୍
ଚାରି ଆଡେ ପାଣି ହିଁ ପାଣି । ବିହାରରେ ବିପଦରେ ଜୀବନ । ଗୋଟେପଟେ କରୋନା ବିସ୍ଫୋରଣ ଅନ୍ୟପଟେ ବନ୍ୟା ବିତ୍ପାତ ରାଜ୍ୟବାସୀଙ୍କ ପାଇଁ କାଳ ସାଜିଛି
By
Pranjna Parimita Behera
Jul 20, 2020
07:43
IST
ନ୍ୟୁଜ୍
କରୋନା ମାରୁଛି ମାନବିକତା । ଘଣ୍ଟାକ ଭିତରେ ମା’ପୁଅ ଆଖି ବୁଜିଲେ । କରୋନା ଭୟରେ କାନ୍ଧ ଦେବାକୁ କେହି ଆସିଲେନି । ଗାଡ଼ିରେ ଶବ ନେଇ ପୋତିଦେଲା ପ୍ରଶାସନ
By
Pranjna Parimita Behera
Jul 20, 2020
07:35
IST
ନ୍ୟୁଜ୍
ମୁଣ୍ଡିଆପଡ଼ା ଜଙ୍ଗଲରେ ମହାବାଳ ଆତଙ୍କ । ବାଘ ଆକ୍ରମଣରେ ଦୁଇ ଗୋରୁ ଗୁରୁତର
By
Pranjna Parimita Behera
Jul 20, 2020
07:28
IST
ନ୍ୟୁଜ୍
ମୌସୁମୀ ପରେ ଭାଇରସକୁ ସୁହାଇବ ଶୀତଋତୁ । କରୋନା ଭୀଷଣ ରୂପ ଧାରଣ କରିବା ଆଶଙ୍କା । ଆଇଆଇଟି-ଏମ୍ସ ଅଧ୍ୟୟନ ବଢ଼ାଇଲା ଚିନ୍ତା
By
Pranjna Parimita Behera
Jul 20, 2020
07:23
IST
ନ୍ୟୁଜ୍
ରାଜ୍ୟରେ ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧ କେନ୍ଦ୍ରରୁ ୩୯୪, ସ୍ଥାନୀୟ ଅଞ୍ଚଳରୁ ୧୯୭ । ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୮୨ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୧୨୧ ଆକ୍ରାନ୍ତ ଚିହ୍ନଟ
By
Pranjna Parimita Behera
Jul 18, 2020
10:58
IST
ନ୍ୟୁଜ୍
ଯୁକ୍ତ୨ ପରୀକ୍ଷା ଫଳ କେବେ ବାହାରିବ ? ଖାତା ଦେଖିବାକୁ ଆସୁନାହାନ୍ତି ଅଧ୍ୟାପକ । ୩୫ କେନ୍ଦ୍ରରେ ମୂଲ୍ୟାୟନ ପ୍ରଭାବିତ ଆଶଙ୍କା
By
Pranjna Parimita Behera
Jul 18, 2020
07:28
IST
Prev
1
...
13
14
15
Next
ସବସ୍କ୍ରାଇବ କରନ୍ତୁ