ଆସାମ ସରକାରଙ୍କ ବଡ ନିଷ୍ପତ୍ତି, ଆସନ୍ତାବର୍ଷ ଠାରୁ ହେବନାହିଁ ଦଶମ ବୋର୍ଡ ପରୀକ୍ଷା

କନକ ବ୍ୟୁରୋ : ଆସନ୍ତା ବର୍ଷ ଅର୍ଥାତ ୨୦୨୪-୨୫ ଶିକ୍ଷାବର୍ଷରୁ ଆସାମ ସରକାର ୧୦ ଶ୍ରେଣୀ ବୋର୍ଡ ପରୀକ୍ଷା ବନ୍ଦ କରିବାକୁ ଯାଉଛନ୍ତି । ଅର୍ଥାତ ଏହି ଦଶମ ପରୀକ୍ଷା କେବଳ ସ୍କୁଲ ସ୍ତରରେ ଆୟୋଜିତ ହେବ । ରାଷ୍ଟ୍ରୀୟ ଶିକ୍ଷାନୀତି ୨୦୨୦ ମୁତାବକ ଏହି ବ୍ୟବସ୍ଥା ଲାଗୁ କରାଯିବ । ଏହି ନିଷ୍ପତ୍ତି…

ବରୋୱେଲ ଗାତକୁ ଖୋଲା ଛାଡିବା ପଡିଲା ମହଙ୍ଗା । ଗାତ ଭିତରକୁ ଖସିପଡିଲା କୁନିଝିଅ, ଉଦ୍ଧାରକାର୍ଯ୍ୟ ଜାରି

କନକ ବ୍ୟୁରୋ : ଗଭୀର ବରୋୱେଲ ଖୋଳି ଗାତକୁ ଖୁଲାରେ ଛାଡିବା ଏବେ ମହଙ୍ଗା ପଡିଛି । ଏହି ବରୋୱେଲ ଗାତରେ ପଡି ଏବେ ଏକ କୁନିଝିଅ ଜୀବନ ସହ ସଂଘର୍ଷ କରୁଛି । ମଧ୍ୟପ୍ରଦେଶ ସେହୋର ଜିଲ୍ଲାରୁ ଆସିଛି ଏଭଳି ଘଟଣାର ସୂଚନା । ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନଙ୍କ ଗୃହ ଜିଲ୍ଲା ସେହୋରର ମୁଙ୍ଗାବାଲୀ…

ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ମିଳିଲା ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ, ପ୍ରଧାନମନ୍ତ୍ରୀ ମୋଦୀ ଜଣାଇଲେ…

କନକ ବ୍ୟୁରୋ : ଭାରତର ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ସୁରିନାମ ତରଫରୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରାଯାଇଛି । ସୁରିନାମର ରାଷ୍ଟ୍ରପତି ଚନ୍ଦ୍ରିକାପ୍ରସାଦ ସଂନ୍ତୋଖେଙ୍କ ତରଫରୁ ଭାରତର ରାଷ୍ଟ୍ରପତିଙ୍କୁ ଏହି ସମ୍ମାନରେ ସମ୍ମାନୀତ କରାଯାଇଛି । ଗୃହମନ୍ତ୍ରଣାଳୟ…

ବାହାନଗା ରେଳ ଦୁର୍ଘଟଣାକୁ ନେଇ ସାରା ଦେଶରେ ଶୋକ । ଜାଣନ୍ତୁ ଦେଶରେ କେବେ ହୋଇଥିଲା ପ୍ରଥମ ରେଳ ଦୁର୍ଘଟଣା ?

କନକ ବ୍ୟୁରୋ : ରେଳଯାତ୍ରାକୁ ଆଜି ବି ଦେଶର ସମସ୍ତ ନାଗରିକ ସୁରକ୍ଷିତ ଯାତ୍ରା ବୋଲି ଭାବିଥାନ୍ତି । ମାତ୍ର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଯେଭଳି ଭାବେ ଦୁର୍ଘଟଣାରେ ଶିକାର ହେଲା ତାହା ପୁଣିଥରେ ଲୋକଙ୍କୁ ରେଳଯାତ୍ରା ନେଇ ଭାବିବାକୁ ବାଧ୍ୟ କରିଛି । ଏହି…

ଦେଶର ଟପ୍-୧୦ ବିଶ୍ୱବିଦ୍ୟାଳୟ ମଧ୍ୟରେ ନାହିଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ, ଜାଣନ୍ତୁ କାହାକୁ ମିଳିଲା ପ୍ରଥମ ସ୍ଥାନ ?

କନକ ବ୍ୟୁରୋ : ଏନଆଇଆରଏଫ୍ ତରଫରୁ ୨୦୨୩ ରାଙ୍କିଙ୍ଗ ଜାରି କରାଯାଇଛି । କହିରଖୁ କି ଏହା କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରଣାଳୟ ତରଫରୁ ଦେଶରେ ଥିବା ଶିକ୍ଷଣୀୟ ସଂସ୍ଥାନମାନଙ୍କର ରାଙ୍କିଙ୍ଗ୍ ସ୍ଥିର କରିଥାଏ । ଏହା ମୋଟ କାଟାଗୋରୀ ସହ ଭିନ୍ନ ଭିନ୍ନ କାଟାଗୋରୀରେ ବିଶ୍ୱବିଦ୍ୟାଳୟ ଓ…

କୁସ୍ତିଯୋଦ୍ଧାଙ୍କ ଅଭିଯୋଗକୁ ନେଇ ଆକ୍ସନମୋଡରେ ଦିଲ୍ଲୀ ପୋଲିସ, ଗୋଣ୍ଡା ଓ ଲକ୍ଷ୍ନୌ ସ୍ଥିତ ବ୍ରିଜଭୂଷଣଙ୍କ ଘରେ ପହଂଚି…

କନକ ବ୍ୟୁରୋ : ଭାରତୀୟ କୁସ୍ତି ସଂଘର ସଭାପତି ତଥା ବିଜେପି ନେତା ବ୍ରିଜଭୂଷଣଙ୍କ ବିରୋଧରେ ଆସିଥିବା ଯୌନ ଉତ୍ପୀଡନ ମାମଲାକୁ ନେଇ ଦିଲ୍ଲୀ ପୋଲିସ ଆକ୍ସନ ମୋଡକୁ ଆସିଛି । ଦିଲ୍ଲୀ ପୋଲିସର ଏକ ୧୨ ଜଣିଆ ଟିମ୍ ସୋମବାର ରାତିରେ ବ୍ରିଜଭୂଷଣଙ୍କ ଲକ୍ଷ୍ନୌ ଓ ଗୋଣ୍ଡା ସ୍ଥିତ ବାସଭବନରେ ପହଂଚି ୧୨…