Advertisment

Mukesh Sahu

ଟୋକିଓରେ ଇତିହାସ ରଚି ଓଡ଼ିଶା ଫେରିଲେ ଓଡ଼ିଆ ହକି ଖେଳାଳୀ । ବିମାନବନ୍ଦରରେ କରାଗଲା ଭବ୍ୟ ସ୍ୱାଗତ ।

ଅଲିମ୍ପିକ୍ସରେ ଭାରତର ସଫଳ ଅଭିଯାନ ପରେ ପ୍ରତିକ୍ରିୟା ରଖିଲେ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ଅଧ୍ୟକ୍ଷ ନରିନ୍ଦର ବାତ୍ରା । କହିଲେ, ହକିରେ ଭାରତ ପଦକ ଜିତିବା ଥିଲା ସବୁଠୁ ଖୁସିର ମୁହୂର୍ତ୍ତ ।

ଓଡ଼ିଶା ପର୍ଯ୍ୟଟନକୁ କୋଭିଡ୍ ଝଟକା । କରୋନା ଯୋଗୁଁ ରାଜ୍ୟକୁ ଆସୁନାହାନ୍ତି ପର୍ଯ୍ୟଟକ, ଚିନ୍ତାରେ ବ୍ୟବସାୟୀ ।

ସାମୁଦ୍ରିକ ସୁରକ୍ଷା ଉପରେ ଜାତିସଂଘ ବିତର୍କରେ ମତ ରଖିଲେ ପ୍ରଧାନମନ୍ତ୍ରୀ । କହିଲେ ସାମୁଦ୍ରିକ ପଥ ଅନ୍ତର୍ଜାତୀୟ ବାଣିଜ୍ୟର ପ୍ରମୁଖ ମାଧ୍ୟମ, ସୁରକ୍ଷା ନେଇ ଦେଲେ ୫ ମନ୍ତ୍ର ।

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ସମସ୍ତଙ୍କ ପାଇଁ ରୋଲ ମଡେଲ ପାଲଟିଲେ ନୀରଜ ଚୋପ୍ରା । ଚାରିଆଡୁ ହେଉଛି ସୁନାପୁଅଙ୍କ ଉପରେ ଧନବର୍ଷା ।

ସୁନାପୁଅଙ୍କୁ କାହାଣୀକୁ ନେଇ ପ୍ରସ୍ତୁତ ହେବ କି ସିନେମା ? ନୀରଜ ଚୋପ୍ରାଙ୍କ ସଂଘର୍ଷର କାହାଣୀକୁ ପରଦାରେ ଦେଖିବାକୁ ପ୍ରଂଶସକଙ୍କ ଇଚ୍ଛା ।

ଚୀନକୁ ବଡ଼ ସନ୍ଦେଶ ଦେଲା ଭାରତ । ଲଦାଖ ସୀମାରେ ସେନାର ଶକ୍ତି ପ୍ରଦର୍ଶନ, ବାୟୁସେନା ଓ ସ୍ଥଳସେନାର ମିଳିତ ଯୁଦ୍ଧାଭ୍ୟାସରେ ସାମିଲ ହେଲା ଆପାଚେ ହେଲିକପ୍ଟର ସହ ଭୀଷ୍ମ ଟ୍ୟାଙ୍କ ।

ଆତଙ୍କବାଦୀ ସଂଗଠନକୁ କେଉଁଠୁ ଆସୁଛି ଏତେ ଟଙ୍କା ? ଜମ୍ମୁକାଶ୍ମୀରରେ ଏନଆଇଏର ବଡ ଅପରେସନ୍, ଦୁଇ ଦିନରେ ୫୦ଟି ସ୍ଥାନରେ ଚଢାଉ ।

କୋଟିଆକୁ ଦୁଇ ଭାଗ କରିବାକୁ ଆନ୍ଧ୍ର ଖେଳିବ ଭାଷା କାର୍ଡ । ତାତିଲେ ସ୍ଥାନୀୟ ନେତା, କହିଲେ କୋଟିଆ ଆସିଲେ ମାଡ଼ ଖାଇବେ ଆନ୍ଧ୍ର ନେତା ଓ ଅଧିକାରୀ । ସୁପ୍ରିମକୋର୍ଟରେ ମାମଲା ଥିବା କହି ଏଡ଼ାଇଗଲେ ରାଜସ୍ୱ ମନ୍ତ୍ରୀ ।

ବର୍ଷା ଖେଳୁଛି ଲୁଚକାଳି...ଶ୍ରାବଣରେ ଗାଏବ ହୋଇଗଲା ବର୍ଷା । ରାଜ୍ୟକୁ ଘାରିଲାଣି ମରୁଡି ଭୟ, ପାଣିପାଗ ବିଭାଗର ଆକଳନ, ଅଗଷ୍ଟ ୧୫ ଯାଏଁ ବିଶେଷ ବର୍ଷା ସମ୍ଭାବନା ନାହିଁ ।

ଦିଲ୍ଲୀରେ ପହଞ୍ଚିଲେ ଅଲିମ୍ପିକ୍ସ ଖେଳାଳୀ । ସନ୍ଧ୍ୟା ୬ଟା ୩୦ରେ ପଦକ ବିଜେତାଙ୍କ ସମ୍ମାନ ସମାରୋହ ।

ଦିଲ୍ଲୀରେ ପହଞ୍ଚିଲେ ଅଲିମ୍ପିକ୍ସ ଖେଳାଳୀ । ସନ୍ଧ୍ୟା ୬ଟା ୩୦ରେ ପଦକ ବିଜେତାଙ୍କ ସମ୍ମାନ ସମାରୋହ ।

Advertisment
ସବସ୍କ୍ରାଇବ କରନ୍ତୁ