Advertisment
Manini Pattanayak profile image

Manini Pattanayak

mahakumbha 22

ସଙ୍ଗମସ୍ଥଳରେ କିନ୍ନରଙ୍କ ଅଦ୍ଭୁତ ସଂସାର । ମେକଅପରେ ଯାଉଛି ୩ ଘଣ୍ଟା ।

ଭାରତରେ  HMPV  ଭାଇରସ ।

ଭାରତରେ  HMPV ଭାଇରସ । ବେଙ୍ଗାଲୁରୁର ୮ ମାସର ପିଲା ଠରେ ମିଳିଲା ଭାଇରସ୍‌ ।

ବୋନ ମାରୋ  ପ୍ରତିରୋପଣ

ଉତ୍କଳ ହସ୍ପିଟାଲରେ ଦ୍ଵିତୀୟ ବୋନ ମାରୋ ପ୍ରତିରୋପଣ ସଫଳତାର ସହ ସମ୍ପନ୍ନ ।  15 ଦିନ ପରେ ହସ୍ପିଟାଲରୁ ଡିସ୍‌ଚାର୍ଜ  ହେଲେ ମହିଳା ।

ମାଧୋ ସିଂ ହାତଖର୍ଚ୍ଚ  ଯୋଜନାର  ଲୋକାର୍ପଣ

ମାଧୋ ସିଂ ହାତଖର୍ଚ୍ଚ ଯୋଜନାର ଲୋକାର୍ପଣ । ଛାତ୍ରଛାତ୍ରୀଙ୍କ ଆକାଉଣ୍ଟକୁ ଯିବ ୫ ହଜାର ଟଙ୍କା ।

ମୋହନଙ୍କ ଟାର୍ଗେଟରେ ନବୀନ

ପୁଣି ବିଜେଡି ସରକାରଙ୍କୁ ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ ।  କହିଲେ, ୨୪ ବର୍ଷରେ ହୋଇନାହିଁ ଜଳସେଚନ ।

ଘରେ ପଶି ମହିଳାଙ୍କୁ ଆକ୍ରମଣ

ରାଜ୍ୟରେ ବିଗିଡ଼ି ଯାଇଛି ଆଇନଶୃଙ୍ଖଳା ବ୍ୟବସ୍ଥା । ଘରେ ପଶି ମା’ ଶିଶୁଙ୍କୁ ମରଣାନ୍ତକ ଆକ୍ରମଣ ।

ଘରୋଇ କ୍ରିକେଟ୍ ଖେଳିବେ ରୋହିତ-ବିରାଟ?

ଦୁଇ ସିନିୟର ଖେଳିବେ କି ଘରୋଇ କ୍ରିକେଟ ?  କୋଚ ଗମ୍ଭୀରଙ୍କ ବୟାନ ବଢ଼ାଇଲା ଚର୍ଚ୍ଚା ..

କଟକଣା ଲଗାଇଲା ଓୟୋ କମ୍ପାନୀ  ।

ଅବିବାହିତ ଦମ୍ପତିଙ୍କୁ ଓୟୋ ହୋଟେଲ ଯିବା ମନା । କଟକଣା ଲଗାଇଲା ଓୟୋ କମ୍ପାନୀ  ।

ଆତଙ୍କ ଖେଳାଇଛି ଏଚଏମପିଭି

ଚୀନରେ ଆତଙ୍କ ଖେଳାଇଛି ଏଚଏମପିଭି ଭାଇରସ୍ ।  ବଢିବାରେ ଲାଗିଛି ଶ୍ବାସକ୍ରିୟା ଜନିତ ଅସୁସ୍ଥତା ।

ତାଲିକା ଜାରି, ବଢ଼ିଲା ବୟାନବାଜି

ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ସରଗରମ ରାଜନୀତି । ପ୍ରାର୍ଥି ତାଲିକା ଜାରି ପରେ ବଢ଼ିଲା ବୟାନବାଜି ।

ସବସ୍କ୍ରାଇବ କରନ୍ତୁ