କନକ ନ୍ୟୁଜ:  ଭୁବେଶ୍ବରର ନିଳାଦ୍ରୀବିହାରଠାରେ ଅବସ୍ଥିତ ରାଜ୍ୟର ପ୍ରମୁଖ ସୁପର ମଲ୍ଟି ସ୍ପେଶିଆଲ୍ଟୀ ଉତ୍କଳ ହସ୍ପିଟାଲରେ  ଦ୍ଵିତୀୟ Bone marrow(Multiple Myeloma) ପ୍ରତୀରୋପଣ  ସଫଳତାର ସମ୍ପନ୍ନ  ହୋଇଅଛି । ପୀଡ଼ିତl ଜଣେ ମହିଳା, ବୟସ 51 ବର୍ଷ ହେବ ରକ୍ତ  କର୍କଟ ରୋଗରେ ପୀଡିତ ଥିଲେ, ଚିକିତ୍ସା  ପାଇଁ ଉତ୍କଳ ହସ୍ପିଟାଲର oncology ବିଭାଗର ମୁକ୍ଷ, ଡ଼ାକ୍ତର ରଞ୍ଜନ କୁମାର ମହାପାତ୍ର,  Medical Oncologist ଙ୍କୁ ଦେଖାଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ Bone Marrow ପ୍ରତିରୋପଣ ପାଇଁ ମେଡିକାଲ୍ oncology ଏବଂ Heematology ଏକ ଡ଼ାକ୍ତରୀ ଟିମ୍ ପ୍ରସ୍ତୁତ କରାଯାଇଥିଲା । ଉତ୍କଳ ଉକ୍ତ ଟିମରେ  ଡ଼ା ସୁଶାନ୍ତ କୁମାର ପାଇକରାୟ, Senior Consultant Medical oncologist,ଡ଼l ଚିନ୍ମୟ ପାଣି, Senior Consultant Medical Oncologist,Dr.Biswajit Bhuyan,Hematologist ଏବଂ ସହଯୋଗୀ କର୍ମଚାରୀମାନଙ୍କ  ସହାୟତାରେ Bone marrow transplant ସଫଳତାର ସହ ସମ୍ପନ୍ନ ହୋଇଥିଲା  ।  

Advertisment

 ପୀଡିତା 15 ଦିନ ପରେ ହସ୍ପିଟାଲ୍ ରୁ ଡିସ୍‌ଚାର୍ଜ  ହୋଇ ତାଙ୍କ ଘରକୁ ଯାଇଛନ୍ତି  । Bone Marrow,stem cell,(ଅସ୍ଥିମଜ୍ଜl) ହେଉଛି ଏକ ନରମ ଟିସୁ ଯାହା ହାଡ଼ ଭିତରେ ଥାଏ । ଏହା ରକ୍ତ କଣିକା ଉତ୍ପାଦନରେ ସହାୟତା କରିଥାଏ । ଏହି ସଫଳତା ପାଇଁ ୟୁନାଇଟେଡ ଷ୍ଟେଟ ଅଫ ଆମେରିକାରେ ରହୁଥିବା ହ୍ହସ୍ପିଟାଲର ଚେୟାରମ୍ୟାନ Dr. Aditya Sama ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ଥିଲେ ।  ସେ ମଧ୍ୟ କହିଥିଲେ ଉତ୍କଳ ହସ୍ପିଟାଲରେ ପାଞ୍ଚ ଗୋଟି ଶଯ୍ୟା ବୋନ ମାରୋ transplant ପାଇଁ ରଖା ଯାଇଅଛି ପରିଚାଳନା ନିର୍ଦ୍ଦେଶକ ଡ଼ା ପ୍ରଜ୍ଞାନ ରଞ୍ଜନ ଘଡେ଼ଇ, ଡାଇରେକ୍ଟର ମେଡ଼ିକାଲ ସର୍ଭିସେସ ଡ ରଞ୍ଜନ କୁମାର ମହାପାତ୍ର, ଆଇସିୟୁ ମୁଖ୍ୟ ଡ଼ାକ୍ତର,Dr.Biswa Bikash Mohanty , C. O. O., Mr .Manav ଏବଂ ପ୍ରମୁଖ ପରିଚାଳନା ସଦସ୍ୟ ମାନେ  ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଥିଲେ ।