Advertisment
Manini Pattanayak profile image

Manini Pattanayak

ବିଜେପି ନେତାଙ୍କୁ ଆକ୍ରମଣ

ବିଜେପି ନେତାଙ୍କୁ ଆକ୍ରମଣ । ୨୦ରୁ ୩୦ ମହିଳା ଓ ପୁରୁଷ ସଂଘବଦ୍ଧ ହୋଇ କଲେ ଆକ୍ରମଣ ।

ଲୁଟ୍ ପରେ ଜାଳିଦେଲେ ଏଟିଏମ୍

ଏଟିଏମ୍‌ରୁ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ପ୍ରମାଣ ନଷ୍ଟ ପାଇଁ ପେଟ୍ରୋଲ ଢାଳି ଜାଳିଦେଲେ ମେସିନ୍ ।

ନିଆଁ ମୂହଁରେ  ଘର

ଜଙ୍ଗଲରେ ନିଆଁ : ନିଆଁ ମୁହଁରେ ଏକ ହଜାର ଘର । ୫ ଜଣଙ୍କ ଗଲାଣି ଜୀବନ ।

ମନ୍ତ୍ରୀ ଦେଲେ ଡେଡ୍ ଲାଇନ୍

ଖାଦ୍ୟ ଯୋଗାଣ ମନ୍ତ୍ରୀ ଦେଲେ ଡେଡ୍ ଲାଇନ୍ :  ଇ-କେୱାଇସି ପାଇଁ  ୩୧ ଶେଷ ତାରିଖ..

୩ ମାଓବାଦୀ ନିପାତ

ଛତିଶଗଡରେ ପୁଣି ଏନକାଉଣ୍ଟର ।  ୩ ମାଓବାଦୀ ସଫା ।

ମୁଖ୍ୟମନ୍ତ୍ରୀଙ୍କ ଅପିଲ୍

ପୁଞ୍ଜିନିବେଶ  ପାଇଁ ପ୍ରବାସୀ ଭାରତୀୟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅପିଲ୍ : କହିଲେ, ବ୍ୟବସାୟ ପାଇଁ ଓଡ଼ିଶା ହେଉଛି ଉପଯୁକ୍ତ ସ୍ଥାନ ।

ଆଦିବାସୀ ଦମ୍ପତିଙ୍କୁ ମାଡ଼

ବନବିଭାଗର ଦାଦାଗିରି । ଆଦିବାସୀ ଦମ୍ପତିଙ୍କୁ ନିର୍ଧୁମ ମାଡ଼ ଅଭିଯୋଗ ।

ଆଶାରାମ ବାପୁ

ଆଶାରାମ ବାପୁଙ୍କୁ ମିଳିଲା ଜାମିନ । ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁଁ  ଜାମିନ

ନାଗୁଣୀ ସମ୍ମୁଖରେ  ନାଗର ମୃତ୍ୟୁ।

ନାଗୁଣୀ ସମ୍ମୁଖରେ ନାଗର ମୃତ୍ୟୁ । ମୃତ ନାଗ ପାଖରେ ବସି ବିଳାପ କରୁଛି ନାଗୁଣୀ ।

ରେସରେ ଭାରତୀୟ ବଂଶୋଦ୍ଭବ

କାନାଡା ପ୍ରଧାନମନ୍ତ୍ରୀ ରେସରେ ଦୁଇ ଭାରତୀୟ ବଂଶୋଦ୍ଭବ । ସବୁଠୁ ଆଗରେ ଅନୀତା ଆନନ୍ଦ ଓ ଜର୍ଜ ଚହଲ ।

ସବସ୍କ୍ରାଇବ କରନ୍ତୁ