Advertisment
Manini Pattanayak profile image

Manini Pattanayak

ମାଡି ଆସୁଛି  ଉଲକାପିଣ୍ଡ

ପୃଥିବୀକୁ ମାଡି ଆସୁଛି ବଡ ବିପଦ ।  ଧ୍ବଂସ ହୋଇଯିବ କି ଭାରତ, ପାକିସ୍ତାନ, ବାଂଲାଦେଶ ?

ପୁଅ କଥା ଭାରି ମନେ ପଡୁଛି ।

ପୁଅକୁ ମନେପକାଇ ଭାବୁକ ହେଲେ ଶିଖର ଧାୱନ । କହିଲେ ପୁଅ କଥା ଭାରି ମନେ ପଡୁଛି ।

୧୨ଶହ କୋଟିର ଠକେଇ!

ସେୟାର ମାର୍କେଟ ନାଁରେ ବଡ଼ ଦୁର୍ନୀତି । ଲକ୍ଷେ ଟଙ୍କାରେ ୫ ପ୍ରତିଶତ ସୁଧ ଲୋଭ ଦେଖାଇ ହଜାର କୋଟିରୁ ଅଧିକ ଟଙ୍କା ଠକେଇ ।

ଥରିଲା ଦିଲ୍ଲୀ-ଏନସିଆର

ଦିଲ୍ଲୀ-ଏନସିଆରରେ ଭୁକମ୍ପ ଝଟକା । ରିକ୍ଟର ସ୍କେଲରେ ତୀବ୍ରତା ୩.୦ରେକର୍ଡ ।

କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ?

କିଏ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ? କାହା ନାଁରେ ମୋହର ମାରିବେ ଶୀର୍ଷ ନେତୃତ୍ବ ।

୧୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା

ବିଜେପିର ୧୩ ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା । ସମ୍ବଲପୁର ପାଇଁ ହୋଇପାରିଲାନି ସହମତି ।

ଆଜି ରାଜ୍ୟ ବଜେଟ୍

ଆଜି ଆସିବ ରାଜ୍ୟ ବଜେଟ୍ । ସଂଧ୍ୟାରେ ବିଧାନସଭାରେ ବିଲ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ଆପାର୍ଟମେଣ୍ଟ ଲୁଟେରାକୁ ଏନକାଉଣ୍ଟର

ସକାଳୁ ସକାଳୁ ରାଜଧାନୀରେ ଏନକାଉଣ୍ଟର । ଗୋଡ଼ରେ ବାଜିଛି ଗୁଳି ।

ବିକାଶ ଅପେକ୍ଷାରେ 'ଖମଖୁଟ ବନ୍ଧ'

ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି ନୀଳଗିରିର ଖମଖୁଟ ବନ୍ଧ । ପୁନରୁଦ୍ଧାର ପାଇଁ ଅର୍ଥ ଆସୁଛି ଖର୍ଚ୍ଚ ନହୋଇ ଫେରି ଯାଉଥିବା ଅଭିଯୋଗ ।

ଶଗଡ଼ରେ ଆସିଲେ ଖେଳାଳି

ନିଆରା ଢଙ୍ଗରେ କ୍ରିକେଟ୍ ଟୁର୍ଣ୍ଣାମେଟ । ଖେଳ ପଡ଼ିଆକୁ ଶଗଡ଼ରେ ଆସିଲେ ଖେଳାଳି ।

ସବସ୍କ୍ରାଇବ କରନ୍ତୁ