Advertisment
Manini Pattanayak profile image

Manini Pattanayak

କଲେଜ ପିଲାଙ୍କ ସକାଳୁଆ କ୍ଳାସ

ହିଟୱେଭ ପାଇଁ ସବୁ କଲେଜ ଓ ବିଶ୍ବବିଦ୍ୟାଳୟ ଅନୁଷ୍ଠାନକୁ ସତର୍କ କଲା ଉଚ୍ଚଶିକ୍ଷା ବିଭାଗ । ସକାଳୁଆ କ୍ଲାସ କରିବାକୁ ନିର୍ଦ୍ଦେଶ ।

୨ଲକ୍ଷ ୯୦ ହଜାର କୋଟିର ବଜେଟ୍

ସବୁ ବର୍ଗକୁ ଗୁରୁତ୍ବ ଦେଇ ବଜେଟର ପରିମାଣ ବଢ଼ାଇଲେ ମୋହନ ସରକାର । ଛୁଇଁଲା ୨ଲକ୍ଷ ୯୦ ହଜାର କୋଟି ।

ଆଜି କଂଗ୍ରେସର ବିଶାଳ ପଦଯାତ୍ରା

ଆଜି କଂଗ୍ରେସର ବିଶାଳ ପଦଯାତ୍ରା । ପୁରୀ ଅଭିମୁଖେ ୩ ଦିନିଆ ପଦଯାତ୍ରା କରିବ ଦଳ ।

ଜ୍ଞାନେଶ କୁମାର ନୂଆ ଇସିଆଇ

ଜ୍ଞାନେଶ କୁମାର ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର । ରାଜୀବ କୁମାରଙ୍କ ନେବେ ସ୍ଥାନ ।

 ଯୁକ୍ତ ଦୁଇ ପରୀକ୍ଷା

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ।

ବାପା ଫେରାଇଲେ ଗାଡ଼ି

ମିଳିଗଲା ହଜିଲା ଗାଡ଼ି । ଥାନାରେ ଗାଡି ରଖି ଛାଡିଗଲେ ଚିଠି ।

ଛାତ୍ରୀ ମୃତ୍ୟୁ, କିଟ୍‌ର ସଫେଇ

କିଟ୍‌ ରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା । ସଫେଇ ରଖିଲେ କିଟ୍ କୂଳ ସଚିବ ।

ସ୍ତ୍ରୀଙ୍କ ମଧ୍ୟରେ ଭାଗ ହେଲା ସ୍ବାମୀ

ଦୁଇ ସ୍ତ୍ରୀଙ୍କ ମଧ୍ୟରେ ଭାଗ ହେଲା ସ୍ବାମୀ : ପ୍ରଥମ ସ୍ତ୍ରୀ ପାଖରେ ୩ ଦିନ, ଦ୍ବିତୀୟ ସ୍ତ୍ରୀ ପାଖରେ ୩ ଦିନ ରହିବାକୁ ନିର୍ଦ୍ଦେଶ ।

ବିଦ୍ୟୁତ ଆଘାତରେ ଭାଲୁ ମୃତ

ବିଦ୍ୟୁତ ଆଘାତରେ ଗଲା ଭାଲୁ ଜୀବନ । ଟ୍ରାନ୍ସଫର୍ମରରେ ଲାଗି ଭାଲୁର ମୃତ୍ୟୁ ।

ନେପାଳୀ ଛାତ୍ରୀଙ୍କ ମୃତ୍ୟୁ

ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଛାତ୍ରୀ ମୃତ୍ୟୁକୁ ନେଇ ଉତ୍ତେଜନା । କ୍ୟାମ୍ପସ ଭିତରେ ଭଙ୍ଗାରୁଜା କରିବା ସହ ବିକ୍ଷୋଭ ପ୍ରଦର୍ଶନ ।

ସବସ୍କ୍ରାଇବ କରନ୍ତୁ