ଆମେରିକାର ହସ୍ପିଟାଲରେ ଗୁଳିକାଣ୍ଡ । ସୁଟର୍ ସମେତ ୫ ମୃତ, ଅନେକ ଅହତ

କନକ ବ୍ୟୁରୋ: ଆମେରିକାର ସ୍କୁଲରେ ଭୟାବହ ଗୁଳିକାଣ୍ଡର ସପ୍ତାହେ ପୁରୁଣୁ ଆଉ ଏକ ଗୁଳିକାଣ୍ଡ ଘଟିଛି । ଓକଲାହୋମାର ଟୁଲସା ଇଲାକାରେ ଥିବା ଏକ ହସ୍ପିଟାଲରେ ଜଣେ ଦୁର୍ବୁତ୍ତ ଆଖିବୁଜା ଗୁଳିମାଡ କରିବାରୁ ୪ଜଣଙ୍କ ମୃତ୍ୟୁ ହୋଇଛି । ଗୁଲିମାଡ କରିବା ପରେ ସୁଟର ନିଜକୁ ନିଜେ ଗୁଳି କରି ହତ୍ୟା…

‘ସମସ୍ତେ ମରିବେ’ ; କାଶ୍ମୀରରେ ହିନ୍ଦୁ ମହିଳା ଶିକ୍ଷୟିତ୍ରୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ଏପରି କହିଲେ…

କନକ ବ୍ୟୁରୋ: କାଶ୍ମୀର କୁଲଗାମରେ ଜଣେ ଶିକ୍ଷୟିତ୍ରୀଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ସେପଟେ ଏହି ଘଟଣାକୁ ନେଇ ପୁଣି ଥରେ ବିବାଦୀୟ ବୟାନ ଦେଇ ଅଡୁଆରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା । ତେବେ ତାଙ୍କୁ ହିନ୍ଦୁ ଶିକ୍ଷୟିତ୍ରୀଙ୍କୁ ହତ୍ୟା ବିଷୟରେ ପଚରାଯିବା ପରେ ଫାରୁକ୍…

ବଢିଲା ମିକା ସିଂଙ୍କ ସୁରକ୍ଷା । ଚାରିପଟେ ବନ୍ଧୁକଧାରୀ , ଉପରେ ଡ୍ରୋନର ନଜର

କନକ ବ୍ୟୁରୋ: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା ପରେ ବଲିଉଡ ସିଙ୍ଗର ମିକାଙ୍କ ଉପରେ ବିପଦ ଆଶଙ୍କା ବଢିଛି । ତେଣୁ ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗତ ୧୫ ଦିନ ହେବ ମିକା ସିଂ ଯୋଧପୁରରେ ଏକ ରିଆଲିଟି ସୋ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ସୁରକ୍ଷାକୁ…

ଶେଷ ଯାଏଁ ସାଥ୍ ଦେବାକୁ କହିଥିଲେ ହେଲେ ଅଧାରୁ ବାଟକାଟି ଚାଲିଗଲେ । ନିଆରା କେକେଙ୍କ ଲଭଷ୍ଟୋରୀ

କନକ ବ୍ୟୁରୋ: ଶେଷ ଯାଏଁ ସାଥ୍ ଦେବାକୁ କହିଥିଲେ ହେଲେ ଅଧାରୁ ବାଟକାଟି ଚାଲିଗଲେ । ବାକି ରହିଗଲା ଅନେକ କଥା । ଅସମୟରେ ଚାଲିଗଲା କେକେଙ୍କ ଜୀବନ । କୃଷ୍ଣ କୁମାର କୁନ୍ନଥ୍ ଓରଫ୍ କେକେ ବଲିଉଡ୍ ଇଣ୍ଡଷ୍ଟ୍ରିର ଆଗଧାଡିର ସିଙ୍ଗର । ନିଜ କ୍ୟାରିଅରରେ ୭୦୦ରୁ ଅଧିକ ଗୀତ ଗାଇ ସମସ୍ତଙ୍କ ମନ ମୋହି…

କେକେଙ୍କ ମୁହଁ , ମୁଣ୍ଡରେ ଆଘାତ ଚିହ୍ନ । ଅସାମାନ୍ୟ ମୃତ୍ୟୁ ନେଇ ପୋଲିସ ଦାଏର କଲା ମାମଲା

କନକ ବ୍ୟୁରୋ: ଦେଶର ସବୁଠୁ ଲୋକପ୍ରିୟ ସିଙ୍ଗର କୃଷ୍ଣ କୁମାର ଓରଫ୍ କେକେଙ୍କ ଦେହାନ୍ତରେ ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି । ମଙ୍ଗଳବାର ଏକ ମହାବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମରେ ଲାଇଭ ଶୋ’ କରୁଥିବାବେଳେ ହଠାତ୍ ତାଙ୍କ ସ୍ୱାସ୍ୟ୍ଥାବସ୍ଥା ଖରାପ ହୋଇପଡିଥିଲା । ତାଙ୍କୁ ସେଠାରୁ ତୁରନ୍ତ…

ପ୍ରେମ ପାଇଁ ସମୁଦ୍ର ପହଁରିଲେ ପ୍ରେମିକା । ବାଂଲାଦେଶରୁ ଆସି ଭାରତରେ ପହଞ୍ଚିଲେ ।

କନକ ବ୍ୟୁରୋ: ପ୍ରେମ ପାଇଁ ବାଂଲାଦେଶରୁ ପହଁରି ପହଁରି ଭାରତ ଆସିଲେ ପ୍ରେମିକା । ବାଂଲାଦେଶର କ୍ରିଷ୍ଣା ମଣ୍ଡଳ ଓ ଭାରତର ଅବିକ ମଣ୍ଡଳଙ୍କ ମଧ୍ୟରେ ଫେସବୁକରୁ ପ୍ରେମ ସମ୍ପର୍କ ସୃଷ୍ଟି ହୋଇଥିଲା । ହେଲେ ଭାରତ ଆସିବା ପାଇଁ କ୍ରିଷ୍ଣାଙ୍କ ପାଖରେ ପାସପୋର୍ଟ ନଥିଲା । ତେଣୁ ବେଆଇନ ଭାବେ ସେ…