ତୁର୍କୀ ଫେରାଇଥିଲା  । ଏବେ ଭାରତୀୟ ଗହମକୁ ନେବାକୁ ମନା କରିଦେଲା ଇଜିପ୍ଟ

କନକ ବ୍ୟୁରୋ: ତୁର୍କୀ ଫେରାଇଦେଇଥିବା ଗହମକୁ ନେବାକୁ ମନା କରିଦେଇଛି ଇଜିପ୍ଟ । ଏ ସମ୍ପର୍କରେ ଇଜିପ୍ଟର ଜଣେ ଅଧିକାରୀ ଅହମ୍ମଦ ଏଲ ଅଟର କହିଛନ୍ତି । ତେବେ ବିଶ୍ୱର ବୃହତ୍ତମ ଗହମ ଆମଦାନିକାରୀ ଇଜିପ୍ଟର ଏକ କମ୍ପାନୀ ପକ୍ଷରୁ ସିଧାଳସଳଖ କରାଯାଇଥିବା ଗହମ ଶନିବାର କାଇରୋ ପହଞ୍ଚିବ ।…

ସଂଘର୍ଷ ଭିତରେ ସଫଳତାର ନାଁ ସତେନ୍ଦ୍ର ସିଂ । ପିଲାବେଳୁ ଆଖି ହରାଇଥିଲେ, ବିଲରେ ଖଟୁଥିଲେ ,ଏବେ ଆଇଏଏସ୍

କନକ ବ୍ୟୁରୋ: ସଂଘର୍ଷ ଭିତରେ ସଫଳତା ପାଇବାର ଅନେକ କାହାଣୀ ଆପଣ ଜାଣିଥିବେ । ହେଲେ ଆଜି ଏପରି ଜଣେ ବ୍ୟକ୍ତିତ୍ୱଙ୍କ ଖବର ସାମଜିକ ଗଣମାଧ୍ୟମରେ ପ୍ରସାର ହେଉଛି ଯାହାଙ୍କ ସଫଳତା ପଛର କାହାଣୀ ଶୁଣି ଆଖି ଜକେଇ ଆସିବ । ଆମେ କହୁଛୁ ଚଳିତ ୨୦୨୨ ସିଭିଲ ସର୍ଭିସ୍ ପରୀକ୍ଷାରେ ସଫଳତା ପାଇଥିବା…

କାନପୁରରେ ହିଂସାର ଉଗ୍ର ରୂପ । ବିଜେପି ପତାକା ଚିରିଲେ, ପଥର ମାଡ କଲେ, ଦୋକାନ ଲୁଟିଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ଉତ୍ତରପ୍ରଦେଶର କାନପୁରର ବେକନଗଂଜରେ ଶୁକ୍ରବାର ହୋଇଥିବା ହିଂସା ମାମଲାରେ ୩ଟି ମାମଲା ରୁଜୁ ହୋଇଛି । ଏହି ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି ଯୋଗୀ ସରକାର । ପୋଲିସ ତରଫରୁ ୩ଟି ମାମଲା ରୁଜୁ ହୋଇଥିବାବେଳେ ୩୬ ଜଣଙ୍କୁ ଗିରଫ କରାଯାଇଛି । । ହିଂସାର ଶିକାର ହୋଇଥିବା…

ୟୁପିଏସସି ପରୀକ୍ଷାରେ ପାସ୍ କରି ବିଭିନ୍ନ ସ୍ଥାନରୁ ସମ୍ମାନୀତା ହେଲେ । ପରେ ଜଣାପଡିଲା ଇଏ ସେ ଝିଅ ନୁହଁନ୍ତି

କନକ ବ୍ୟୁରୋ: ଝିଅ ପ୍ରଥମ ଉଦ୍ୟମରେ ହିଁ ସିଭିଲ ସର୍ଭିସ୍ ପରୀକ୍ଷାରେ ପାସ୍ କରିଛି ବୋଲି ଘୋଷଣା କରିଥିବା ୨୪ ବର୍ଷୀୟା ଦିବ୍ୟା ପାଣ୍ଡେ ଓ ତାଙ୍କ ପରିବାର ଲୋକେ ଗଣମାଧ୍ୟମ ଜରିଆରେ କ୍ଷମା ପ୍ରାର୍ଥନା କରିଛନ୍ତି । ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ଝିଅ ସେ ଝିଅ ନୁହେଁ ଯିଏ ସିଭିଲ ସର୍ଭିସରେ…

ବଦଳିଲା ତୁର୍କୀର ନାଁ । ମିଳିଲା ଜାତିସଂଘର ଅନୁମୋଦନ

କନକ ବ୍ୟୁରୋ: ଜାତିସଂଘ ପରିବର୍ତ୍ତନ କରିବାକୁ ତୁର୍କୀର ଅନୁରୋଧକୁ ଗ୍ରହଣ କରିଛି । ବର୍ତ୍ତମାନ ତୁର୍କୀ(Turkey) ବଦଳରେ ତୁର୍କୀୟେ (Türkiye) ଭାବେ ପରିଚିତ ହେବ । ଜାତିସଂଘର ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି ଯେ ତୁର୍କୀ(Turkey) ବଦଳରେ ତୁର୍କୀୟେ ଏହାପୂର୍ବରୁ ମଙ୍ଗଳବାର ଦିନ…

ସିଙ୍ଗରୁର ଉପନିର୍ବାଚନ ନେଇ ପଞ୍ଜାବରେ ରାଜନୀତି ସରଗରମ । ସିଙ୍ଗର ମୁସେୱାଲାଙ୍କ ବାପାଙ୍କୁ ପ୍ରାର୍ଥୀ କରିପାରେ…

କନକ ବ୍ୟୁରୋ: ଚଣ୍ଡିଗଡର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପଞ୍ଜାବର ରାଜନୀତି ସରଗରମ ହେଉଥିବା ଜଣାପଡୁଛି । ଆସନ୍ତା ଜୁନ୍ ୨୩ ତାରିଖରେ ସିଙ୍ଗୁରର ଲୋକସଭା ଉପନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ କିଏ କେଉଁ ଦଳରୁ ନାମାଙ୍କନ ପତ୍ର ଦାଖଲ କରିବେ ତାକୁ ନେଇ ଅନେକ…