ସବୁଠୁ ଆଗରେ ୫୦୦ ଟଙ୍କିଆ,ଦ୍ୱିତୀୟରେ ୧୦ ଟଙ୍କିଆ । ହେଲେ କୁଆଡେ ଗଲା ୨୦୦୦ଟଙ୍କିଆ ନୋଟ୍?

କନକ ବ୍ୟୁରୋ: ୨୦୧୬ ନଭେମ୍ବର ୮ ତାରିଖରେ ମୋଦୀ ସରକାର ଦେଶରେ ନୋଟବନ୍ଦୀ ପ୍ରଚଳନ କରିବା ପରେ ଏଟିମରୁ ଖାଲି ୨୦୦୦ ଟଙ୍କିଆ ନୋଟ୍ ବାହାରୁଥିଲା । ହେଲେ ଏବେ ଏହାକୁ ଦେଖିବାକୁ ମିଳୁନି । ଏହା ପଛର କାରଣ କ’ଣ ? ୨୦୧୬ର ନଭେମ୍ବର ୮ ତାରିଖର ରାତିକୁ କେହି ଭୁଲିବେନି । ଯେତେବେଳେ କେନ୍ଦ୍ର…

ଭାଗ୍ୟରେ ଥିଲେ ଏପରି ହୁଏ ।କ୍ଷୀର କିଣିବାକୁ ଯାଇଥିଲେ କୋଟିପତି ହୋଇ ଫେରିଲେ ବ୍ୟକ୍ତି ।

କନକ ବ୍ୟୁରୋ: କାହା ଭାଗ୍ୟରେ କେତେବେଳେ କ’ଣ ଘଟିବ ସେ କଥା କିଏ ବା କହିବ । ଈଶ୍ୱର କାହାକୁ କେତେବେଳେ କେଉଁଠି କିପରି ଦେବେ ତାହାବି କାହାକୁ ଜଣାନାହିଁ । ହେଲେ ଉପରବାଲା ଯେତେବେଳ ଦବାକୁ ଚାହିଁବେ କେହି ରୋକିପାରିବେ ନାହିଁ । ଏପରି କିଛି ଘଟଣା ଆମେରିକା ନ୍ୟୁୟର୍କ ସହରରେ ଘଟିଥିବା…

ଓଲଟିଲା ଜମ୍ମୁରୁ ଡୋଡା ଆସୁଥିବା ବସ୍  । ୨୫ ଗୁରୁତର, ୬ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ ଶନିବାର ଏକ ବଡ ଦୁର୍ଘଟଣା ଘଟିଛି । ଜମ୍ମୁରୁ ଡୋଡା ଜିଲ୍ଲାକୁ ଯାଉଥିବା ଏକ ବସ୍ ଉଦ୍ଧମପୁର ବଟ୍ଟଲ ବଲିଆନ୍ ଇଲାକାରେ ଲେଉଟିପଡିବାରୁ ୨୫ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଅନ୍ୟ ୬ଜଣ ଯାତ୍ରୀଙ୍କ ଅ୍ରବସ୍ଥା ସଙ୍କଟାପନ୍ନ ଅବସ୍ଥାରେ ଥିବା ଜଣାପଡିଛି । ସମସ୍ତ…

ଅଜବ ବାହାଘର । ବରକୁ ୧୬ ବର୍ଷ, କନିଆଁକୁ ୩୨ । ୩ଥର ବିବାହ କଲେଣି ମହିଳା

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ସିଙ୍ଗରୌଲିରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ୧୬ବର୍ଷ ନାବାଳକକୁ ବିବାହ କରିଛନ୍ତି ୩୨ ବର୍ଷିୀୟା ମହିଳା । ଘଟଣା ଘଟିଛି ସିଙ୍ଗରୌଲିର ଖୁଟାରଚୌକି ଇଲାକାରେ । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ମହିଳା ଜଣକ ହେଉଛନ୍ତି ସ୍ୱାମୀ ପରିତ୍ୟକ୍ତା । ଏହା…

ପତଳା ହେବାକୁ ରାତି ଖାଇବା ବନ୍ଦ କରୁଛନ୍ତି କି? ହୋଇପାରେ ମାରାତ୍ମକ ସମସ୍ୟା

କନକ ବ୍ୟୁରୋ: ଅନେକ ଲୋକ ଓଜନ କମାଇବାକୁ ବିଭିନ୍ନ ପ୍ରକାର ଉପାୟ ଆପଣାଉଛନ୍ତି । ଏହା ସହ କିଛି ଲୋକ ଓଜନ କମାଇବାକୁ ରାତି ଖାଇବାକୁ ବନ୍ଦ କରିଦେଉଛନ୍ତି । ହେଲେ ଏହାଦ୍ୱାରା ଶରୀର ପାଇଁ କେତେ ସମସ୍ୟା ସୃଷ୍ଟିହୁଏ ତାହା ଜାଣିଲେ ବୋଧହୁଏ କେହି ଏପରି ଭୁଲ କରିବେ ନାହିଁ । ରାତି ଖାଇବା ଛାଡିବା…

ଦୁର୍ବିପାକରେ ଲୋକଙ୍କ ପାଇଁ ଦେବଦୂତ ସାଜିଲେ ଆଇଏଏସ୍ କିର୍ତ୍ତୀ ଜଲ୍ଲି । ବାହାବା କରୁଛି ସାରା ଦେଶ

କନକ ବ୍ୟୁରୋ: ଆଜିକା ଦିନରେ ଏପରି କର୍ତ୍ତବ୍ୟପରାୟଣ ଅଫିସର ଖୁବ୍ କମ୍ । ସେମାନଙ୍କ ଜୀବନ କେବଳ ଆଉ କେବଳ ମାଟିର ମଣିଷଙ୍କ ପାଇଁ ଯାହାକୁ ଅକ୍ଷରେ ଅକ୍ଷରେ ପ୍ରମାଣିତ କରିଛନ୍ତି ଆସାମ କାଚର ଜିଲ୍ଲାର ଡେପୁଟି କମିଶନର କିର୍ତ୍ତୀ ଜଲ୍ଲି । ଆଇଏଏସ୍ କିର୍ତ୍ତୀ ଜଲ୍ଲି । ଦେଖୁଦେଖୁ ତାଙ୍କ…