କାନପୁରରେ ହିଂସାର ଉଗ୍ର ରୂପ । ବିଜେପି ପତାକା ଚିରିଲେ, ପଥର ମାଡ କଲେ, ଦୋକାନ ଲୁଟିଲେ ଦୁର୍ବୃତ୍ତ

କନକ ବ୍ୟୁରୋ: ଉତ୍ତରପ୍ରଦେଶର କାନପୁରର ବେକନଗଂଜରେ ଶୁକ୍ରବାର ହୋଇଥିବା ହିଂସା ମାମଲାରେ ୩ଟି ମାମଲା ରୁଜୁ ହୋଇଛି । ଏହି ଘଟଣାରେ କଠୋର ପଦକ୍ଷେପ ନେଇଛନ୍ତି ଯୋଗୀ ସରକାର । ପୋଲିସ ତରଫରୁ ୩ଟି ମାମଲା ରୁଜୁ ହୋଇଥିବାବେଳେ ୩୬ ଜଣଙ୍କୁ ଗିରଫ କରାଯାଇଛି । । ହିଂସାର ଶିକାର ହୋଇଥିବା…

ୟୁପିଏସସି ପରୀକ୍ଷାରେ ପାସ୍ କରି ବିଭିନ୍ନ ସ୍ଥାନରୁ ସମ୍ମାନୀତା ହେଲେ । ପରେ ଜଣାପଡିଲା ଇଏ ସେ ଝିଅ ନୁହଁନ୍ତି

କନକ ବ୍ୟୁରୋ: ଝିଅ ପ୍ରଥମ ଉଦ୍ୟମରେ ହିଁ ସିଭିଲ ସର୍ଭିସ୍ ପରୀକ୍ଷାରେ ପାସ୍ କରିଛି ବୋଲି ଘୋଷଣା କରିଥିବା ୨୪ ବର୍ଷୀୟା ଦିବ୍ୟା ପାଣ୍ଡେ ଓ ତାଙ୍କ ପରିବାର ଲୋକେ ଗଣମାଧ୍ୟମ ଜରିଆରେ କ୍ଷମା ପ୍ରାର୍ଥନା କରିଛନ୍ତି । ସୂଚନା ଦେଇ କହିଛନ୍ତି ଯେ, ତାଙ୍କ ଝିଅ ସେ ଝିଅ ନୁହେଁ ଯିଏ ସିଭିଲ ସର୍ଭିସରେ…

ବଦଳିଲା ତୁର୍କୀର ନାଁ । ମିଳିଲା ଜାତିସଂଘର ଅନୁମୋଦନ

କନକ ବ୍ୟୁରୋ: ଜାତିସଂଘ ପରିବର୍ତ୍ତନ କରିବାକୁ ତୁର୍କୀର ଅନୁରୋଧକୁ ଗ୍ରହଣ କରିଛି । ବର୍ତ୍ତମାନ ତୁର୍କୀ(Turkey) ବଦଳରେ ତୁର୍କୀୟେ (Türkiye) ଭାବେ ପରିଚିତ ହେବ । ଜାତିସଂଘର ମୁଖପାତ୍ର ଷ୍ଟିଫେନ୍ ଦୁଜାରିକ୍ କହିଛନ୍ତି ଯେ ତୁର୍କୀ(Turkey) ବଦଳରେ ତୁର୍କୀୟେ ଏହାପୂର୍ବରୁ ମଙ୍ଗଳବାର ଦିନ…

ସିଙ୍ଗରୁର ଉପନିର୍ବାଚନ ନେଇ ପଞ୍ଜାବରେ ରାଜନୀତି ସରଗରମ । ସିଙ୍ଗର ମୁସେୱାଲାଙ୍କ ବାପାଙ୍କୁ ପ୍ରାର୍ଥୀ କରିପାରେ…

କନକ ବ୍ୟୁରୋ: ଚଣ୍ଡିଗଡର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ପରେ ପଞ୍ଜାବର ରାଜନୀତି ସରଗରମ ହେଉଥିବା ଜଣାପଡୁଛି । ଆସନ୍ତା ଜୁନ୍ ୨୩ ତାରିଖରେ ସିଙ୍ଗୁରର ଲୋକସଭା ଉପନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ କିଏ କେଉଁ ଦଳରୁ ନାମାଙ୍କନ ପତ୍ର ଦାଖଲ କରିବେ ତାକୁ ନେଇ ଅନେକ…

ପରିବାର ଲୋକଙ୍କ ଠାରୁ ମାଡଗାଳି ସହୁଥିଲେ । ଏବେ ସାରା ବିଶ୍ୱରେ ଚର୍ଚ୍ଚିତ ଚେହେରା

କନକ ବ୍ୟୁରୋ: ଘର ଠାରୁ ବାହାର ସବୁଠି ଲାଗୁଥିଲା ଡର । ଘର ଲୋକଙ୍କ ଠାରୁ ମିଳୁଥିଲା ମାଡ ଗାଳି । ଏସବୁ ସହିନପାରି ମାତ୍ର ୧୩ ବର୍ଷ ବୟସରେ ଘର ଛାଡିଦେଲେ । ବାହାରେ ବି ପରିସ୍ଥିତି କିଛି ଭଲ ନଥିଲା । ଲୋକଙ୍କ ଥଟାଟାପରା ବି ଅସହ୍ୟ ହେଉଥିଲା । ଡରି ଡରି କଟୁଥିଲା ଦିନ । ହେଲେ ଆଜି ସିଏ ଦେଶ…

ଭାରତକୁ ମିଳିଛି ଏମିତି ଅସ୍ତ୍ର । ପାକିସ୍ତାନ ଥରିଉଠିବ , ଡରାଉଥିବା ଚୀନ୍ ବି ଡରିବ

କନକ ବ୍ୟୁରୋ:  ଦିନକୁ ଦିନ ସଶକ୍ତ ହେଉଛି ଭାରତର ପ୍ରତିରକ୍ଷା ଶକ୍ତି । ଏବେ ଭାରତ ଏପରି ଏକ ଅସ୍ତ୍ର ପାଇଛି ଯାହା ନାଁ ଶୁଣିଲେ ଶତ୍ରୁପକ୍ଷ ଥରିଉଠିବେ । ଭାରତୀୟ ବାୟୁ ସେନା ହାତେଇଛି ଏପରି ସର୍ଟ ରେଞ୍ଜ ସରଫେସ୍ ଟୁ ଏୟାର ମିଶାଇଲ୍ ଯାହା ଶତ୍ରୁ ପକ୍ଷକୁ ମାତ୍ ଦେବାକୁ ଯଥେଷ୍ଟ ବୋଲି…