ୟୁକ୍ରେନ ରାଷ୍ଟ୍ରପତିଙ୍କ ନୂଆ ମନ୍ତବ୍ୟ । ‘ଋଷ ଯୋଗୁଁ ବିଶ୍ୱରେ ଦେଖାଦେବ ଅନାହାର । ଭୋକରେ ମରିବେ ଲକ୍ଷ ଲକ୍ଷ…

କନକ ବ୍ୟୁରୋ: ହାତରେ ନମାରି ସାରା ବିଶ୍ୱକୁ ଭାତରେ ମାରୁଛି ଋଷ । ଋଷ ନାକାବନ୍ଦୀ ଯୋଗୁଁ ଲକ୍ଷ ଲକ୍ଷ ଲୋକ ଭୋକରେ ମରି ପାରନ୍ତି । ଏହି କଥା କହିଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦୋମିର ଜେଲେନସ୍କି । ସେ କହିଛନ୍ତି ଯେ, ୟୁକ୍ରେନର ବ୍ଲାକ୍ ସି ପୋର୍ଟରେ ଋଷର ପ୍ରତିବନ୍ଧକ କାରଣରୁ ଲୋକଙ୍କ…

ମହୀଶୂରରେ ଅନର କିଲିଙ୍ଗ । ଦଳିତ ପୁଅକୁ ଝିଅ ବାହାହେଲା ବୋଲି ଦାଉ ସାଧିଲେ ଘର ଲୋକେ । ଅଡିଓ କହିଲା ସତ ।

କନକ ବ୍ୟୁରୋ: କର୍ଣ୍ଣାଟକ ମହୀଶୂର ଜିଲ୍ଲା ପେରିୟାପାଟଣାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଅନ୍ୟ ଜାତି ପୁଅକୁ ବିବାହ କରିଥିବାରୁ ଝିଅକୁ ମାରିଦେଲେ ବାପା । ତେବେ ଏହି ଅନର କିଳିଙ୍ଗ ବାବାଦରେ ଏପରି ଏକ ଅଡିଓ ପୋଲିସ ହାତରେ ଲାଗିଛି ଯାହା ପୁରା ଘଟଣାର ଗୁମର ଖୋଲିଛି । ଯୁବତୀଙ୍କୁ ହତ୍ୟା…

ଆମେରିକାରେ ପୁଣି ଗୁଳିକାଣ୍ଡ । ଉତ୍ତର ମ୍ୟାରୀଲ୍ୟାଣ୍ଡ ମାନ୍ୟୁଫ୍ୟାକଚରିଙ୍ଗ ୟୁନିଟରେ ଫାୟାରିଙ୍ଗ । ୩ ମୃତ

କନକ ବ୍ୟୁରୋ: ଆମେରିକାରେ ଗୁଳିକାଣ୍ଡ ଥମିବାର ନାଁ ନେଉନି । ଗୁରୁବାର ପୁଣିଥରେ ଗୁଳିକାଣ୍ଡ ଘଟି ୩ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ ଜଣେ ପୋଲିସ କର୍ମୀ ମଧ୍ୟ ଗୁରୁତର ଆହତ ହୋଇଥିବା ସୂଚନା ରହିଛି । ତେବେ ଏଯାଏଁ ଆକ୍ରମଣକାରୀର ପରିଚୟ ମିଳିପାରିନାହିଁ । ଗୁରୁବାର ଉତ୍ତର ମ୍ୟାରୀଲ୍ୟାଣ୍ଡ…

ଚକିତ କଲେ ଓୱେସୀ । ବିଜେପିକୁ ହରାଇବାକୁ ଶିବସେନା ନେତୃତ୍ୱାଧିନ ଏମଭିଏକୁ ଭୋଟ ଦେବାକୁ କଲେ ଘୋଷଣା

କନକ ବ୍ୟୁରୋ: ବର୍ତ୍ତମାନ ସମୟରେ ଧର୍ମକୁ ନେଇ ବିଜେପି ଓ ଏଆଇଏମଆଇଏମ୍ ମୁହାଁମୁହିଁ ହୋଇଛନ୍ତି । ଏପରି ସ୍ଥିତିରେ ବିଜେପିକୁ ବିଭିନ୍ନ ଉପାୟରେ ଟାର୍ଗେଟ କରୁଛନ୍ତି ଏହାର ମୁଖ୍ୟ ଅସଦୁଦ୍ଦିନ ଓୱେସୀ । ମହାରାଷ୍ଟ୍ରରେ ରାଜ୍ୟସଭା ଭୋଟ ହେବାକୁ ଥିବାବେଳେ ବିଜେପିକୁ କିପରି ପଛରେ ପକାଇବ…

ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଜାଳିଦେଲେ ଗ୍ରାମବାସୀ । ଜଣେ ମୃତ, ଅନ୍ୟଜଣେ ଗୁରୁତର

କନକ ବ୍ୟୁରୋ: ୨ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ବାନ୍ଧି ଜାଳିଦେଲେ ଗାଁ ଲୋକେ । ଏପରି ଘଟଣା ଘଟିଛି ଝାରଖଣ୍ଡ ଗୁମଲା ଜିଲ୍ଲାର ସଦର ଥାନା ଇଲାକାର ଏକ ଗାଁରେ । ଏଠିକାର ଗ୍ରମାବାସୀ ଦୁଷ୍କର୍ମ କରିଥିବା ୨ ଅଭିଯୁକ୍ତଙ୍କୁ ଗାଡି ସହ ବାନ୍ଧି ପୋଡିଦେବା ପରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଛି ।…

ହସ୍ପିଟାଲରେ ପଡିଛି ପୁଅର ଶବ । ପଇସା ଦେଲେ ଶବ ଉଠିବ । ଟଙ୍କା ଯୋଗାଡ କରିବାକୁ ଭିକ ମାଗିଲେ ବାପା,ମା’

କନକ ବ୍ୟୁରୋ: ଏଭଳି ଅଭାବନୀୟ ଘଟଣା ଘଟିଛି ବିହାର ସମସ୍ତିପୁରରେ । ଭେଣ୍ଡିଆ ପୁଅ ଅକାଳରେ ଚାଲିଗଲା । ହେଲେ ପୁଅର ଶବ ସଂସ୍କାର କରିପାରୁନାହାଁନ୍ତି ବାପା, ମା’ । କାରଣ ହସ୍ପିଟାଲର ପୋଷ୍ଟମର୍ଟମ୍ ରୁମରେ ପଡିଛି ପୁଅର ମୃତଦେହ । ଶବ ବ୍ୟବଚ୍ଛେଦ କର୍ମୀଙ୍କ ଦାବି, ୫୦,୦୦୦ ଟଙ୍କା ଆଣି ଦେଲେ ଶବ…