ବିମାନରେ ନିଆଁ । ପାଟଣା ବିମାନବନ୍ଦରରେ ସ୍ପାଇସ୍ ଜେଟ୍ ବିମାନର ଜରୁରୀ ଅବତରଣ ।

କନକ ବ୍ୟରୋ: ଅଳ୍ପକେ ବଞ୍ଚିଗଲା ୧୮୫ ଜଣଙ୍କ ଜୀବନ । ସ୍ପାଇସ୍ ଜେଟର ଏକ ବିମାନରେ ନିଆଁ ଲାଗିବା ପରେ ଏହାକୁ ଜରୁରୀକାଳୀନ ଅବତରଣ କରାଯାଇଛି । ବିହାର ରାଜଧାନୀ ପାଟଣା ସ୍ଥିତ ବିହତା ଏୟାରଫୋର୍ସ ଷ୍ଟେସନରେ ସ୍ୱାଇସ୍ ଜେଟର ବୋଇଙ୍ଗ ୭୨୭ ବିମାନକୁ ଏମରଜେନ୍ସି ଲ୍ୟାଣ୍ଡିଙ୍ଗ କରାଯାଇଛି । ତେବେ…

ରାସ୍ତାରେ ଯାଉଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ । ହାତ ଠାରି ଡାକିଲେ ପ୍ରତିବାଦକାରୀ । ତୁରନ୍ତ ଅଟକିଲେ ମାନ୍

କନକ ବ୍ୟୁରୋ: ରାସ୍ତାରେ ଯାଉଥିଲେ ମୁଖ୍ୟମନ୍ତ୍ରୀ । ହାତ ଠାରି ଡାକିଦେଲେ ପ୍ରତିବାଦକାରୀ ଯୁବକ । ଆଉ ତତକ୍ଷଣାତ ମୁଖ୍ୟମନ୍ତ୍ରୀ ନିଜ ଗାଡିକୁ ଅଟକାଇ ଯୁବକଙ୍କ ସହ କଥା ହୋଇଥିଲେ । ଏଭଳି ଚିତ୍ର ଆସିଛି ପଂଜାବ ଜିଲ୍ଲା ସାଙ୍ଗରୁର । ପଂଜାବ ମୁଖ୍ୟମନ୍ତ୍ରୀ କଡା ସୁରକ୍ଷା ମଝିରେ ସାଙ୍ଗରୁ…

ରାଜଧାନୀ ଦିଲ୍ଲୀକୁ ଜାମରୁ ମିଳିବ ମୁକ୍ତି । ପ୍ରଗତି ମୈଦାନ ଟନେଲ ସହ ୫ଟି ଅଣ୍ଡରପାସ୍ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ…

କନକ ବ୍ୟୁରୋ: ଆଜିଠାରୁ ଦିଲ୍ଲୀ ବାସୀଙ୍କୁ ମିଳିବ ଅଶ୍ୱସ୍ତି । ସହରରେ ଜାମ୍ ସମସ୍ୟାକୁ ଦୂରେଇବା ପାଇଁ ଆଜି ଉଦଘାଟନ ହୋଇଛି ପ୍ରଗତି ମୈଦାନ ଟନେଲ ସାଙ୍ଗକୁ ୫ଟି ଅଣ୍ଡରପାସ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଛନ୍ତି । ଏହାଦ୍ୱାରା ଦିଲ୍ଲୀ ଏନସିଆର ବାସିନ୍ଦାଙ୍କୁ ବିଶେଷ…

‘ନୁପୂର ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରିପାରେ ବିଜେପି’: ଓୱେସି

କନକ ବ୍ୟୁରୋ: ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ୍ ଓୱେସି ପୁଣିଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଦେଶରେ ନୁପୂର ଶର୍ମା ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ନିଆଁ ଥମିନଥିବାବେଳେ ଅଗ୍ନିପଥକୁ ନେଇ ମଧ୍ୟ ଦେଶ ଭିତରେ ପୁଣି ନିଆଁ ଲାଗିଛି । ଏହି ଦୁଇ ପ୍ରସଙ୍ଗକୁ ନେଇ ମୋଦୀ ସରକାରଙ୍କ…

ଆଜି ସମବାୟ ସମିତି ପରିଚାଳନା ପରିଷଦର ପ୍ରଥମ ପର୍ଯ୍ୟାୟ ମତଦାନ । ୭୩୧ ପ୍ରାଥମିକ ସମବାୟ ସମିତିରେ ନିର୍ବାଚନ

କନକ ବ୍ୟୁରୋ: ଆଜି ସମବାୟ ସମିତି ଗୁଡିକରେ ପରିଚାଳନା ପରିଷଦ ଗଠନ ନିମନ୍ତେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ରାଜ୍ୟର ସମବାୟ ସମିତିଗୁଡିକରେ ପରିଚାଳନା ପରିଷଦ ଗଠନ ପାଇଁ ଜୁନ ୧୯ ଓ ଜୁନ ୨୬ ତାରିଖ ଧାର୍ଯ୍ୟ ହୋଇଛି । ଆଜି ନିର୍ବାଚନ ହେବାକୁ ଥିବା ୩୨୫୨ ପ୍ରାଥମିକ ସମବାୟ ସମିତିରୁ ୨୫୨୧…

୩ ଦିନ ପରେ ଉଦ୍ଧାର ହେଲା ଆହତ ହାତୀ । ଚିିକିତ୍ସା ପାଇଁ ଆସିଲେ ବିଶେଷଜ୍ଞ ଦଳ

କନକ ବ୍ୟୁରୋ: ସମ୍ବଲପୁର ସାପଲହରା ଗାଁରେ ପୋଖରୀରେ ୩ ଦିନ ହେବ ଫସରହିଥିବା ଦନ୍ତା ହାତୀକୁ ଶେଷରେ ଉଦ୍ଧାର କରାଯାଇଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ଦଉଡି ଲଗାଇ ହାତୀକୁ ଉଦ୍ଧାର କରାଯାଇଛି । ହାତୀର ଗୋଡରେ କ୍ଷତ ହୋଇଥିବାରୁ ସେ ଠିକ୍ ଭାବେ ଛିଡା ହୋଇପାରୁନି । ହାତୀକୁ ଉଦ୍ଧାର କରିବା ପରେ…