‘ବିଜେପି ସହ ମିଶି କାମ କରୁଛନ୍ତି ରାଜ୍ୟପାଳ’ । ଫ୍ଲୋର ଟେଷ୍ଟ ନିର୍ଦ୍ଦେଶ ପରେ ବର୍ଷିଲେ ସଂଜୟ ରାଉତ ।

କନକ ବ୍ୟୁରୋ: ମହାରାଷ୍ଟ୍ର ରାଜନୈତିକ ସଙ୍କଟ ଜଟିଳ ହୋଇ ଚାଲିଥିବା ବେଳେ ଉଦ୍ଧବ ଠାକ୍‌ରେ ଗୋଷ୍ଠୀର ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ, ରାଜ୍ୟପାଳ ବିଜେପି ସହିତ ମିଶି କାମ କରୁଛନ୍ତି। ‘ଫ୍ଲୋର୍‌ ଟେଷ୍ଟ୍‌’ ବା ସଂଖ୍ୟାଗରିଷ୍ଠାତା ପ୍ରତିପାଦନ ନିମନ୍ତେ ‌ସେ ଦେଇଥିବା ଆଦେଶ…

ଫ୍ଲୋର ଟେଷ୍ଟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଗଲେ ଉଦ୍ଧବ । ଆଜି ସନ୍ଧ୍ୟା ୫ଟାରେ ଶୁଣାଣି ।

କନକ ବ୍ୟୁରୋ: ମହାରାଷ୍ଟ୍ରରେ ରାଜ୍ୟପାଳ ଭଗତ ସିଂହଙ୍କ ଦ୍ୱାରା ଦିଆଯାଇଥିବା ଫ୍ଲୋର ଟେଷ୍ଟ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଦେଇଛନ୍ତି ଉଦ୍ଧବ ଠାକରେ । ଫ୍ଲୋର ଟେଷ୍ଟକୁ ବିରୋଧ କରି ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି । ଏହି ଆବେଦନକୁ ଗ୍ରହଣ କରିବା ପରେ ଆଜି ସନ୍ଧ୍ୟା ୫ଟାରେ ଏହାର ଶୁଣାଣିି…

ଉଦୟପୁର କହ୍ନେୟାଲାଲଙ୍କ ହତ୍ୟା ଘଟଣାରେ ମୁହଁ ଖୋଲିଲେ କ୍ରିକେଟର ଇରଫାନ୍ ପଠାନ୍ । କହିଲେ ଏଭଳି କଥା ।

କନକ ବ୍ୟୁରୋ: ରାଜସ୍ଥାନର ଉଦୟପୁରରେ ହୋଇଥିବା ହିନ୍ଦୁ ଟେଲର କହ୍ନେୟାଲାଲଙ୍କ ବିଭିତ୍ସ ହତ୍ୟା ଘଟଣା ସାରା ଦେଶକୁ ଦୋହଲାଇ ଦେଇଛି । ଏହି ଘଟଣାକୁ ଖେଳ ଜଗତର କିଛି ବରିଷ୍ଠ ଖେଳାଳି ମଧ୍ୟ ନିନ୍ଦା କରିଛନ୍ତି । ଏହାକୁ ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ଇରଫାନ୍ ପଠାନ୍ ମଧ୍ୟ ଘୋର ନିନ୍ଦା…

କହ୍ନେୟାଲାଲଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା । ପରିବାରର ଦୁଇଜଣଙ୍କୁ ଚାକିରୀ ସହ ମିଳିବ ୩୧ ଲକ୍ଷ ଟଙ୍କା । ଆଜି ହେବ…

କନକ ବ୍ୟୁରୋ: ରାଜସ୍ଥାନ ଲେକସିଟି କୁହାଯାଉଥିବା ଉଦୟପୁରରେ ବିଭତ୍ସ ହତ୍ୟାର ଶିକାର ହୋଇଥିବା ଟେଲର କହ୍ନେୟାଲାଲଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର । କହ୍ନେୟାଲାଲଙ୍କ ପରିବାରରୁ ଦୁଇ ଜଣଙ୍କୁ ଚାକିରୀ ଦେବା ସହ ୩୧ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସରକାର…

ବିଜେପିରୁ ନିଲମ୍ବିତ ନବୀନ ଜିନ୍ଦଲଙ୍କୁ ଧମକପୂର୍ଣ୍ଣ ମେଲ୍ । ଦୁର୍ବୃତ୍ତ କହିଲେ ‘କହ୍ନେୟାଲାଲ ପରି ତୁମର ମୁଣ୍ଡ…

କନକ ବ୍ୟୁରୋ: ପୈଗମ୍ବର ମହମ୍ମଦଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିବା ବିଜେପିର ଅନ୍ୟତମ ନେତା ନବୀନ ଜିନ୍ଦଲଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ନବୀନ ଟ୍ୱିଟ୍ କରି ଏହା ଜଣାଇଛନ୍ତି । ତାଙ୍କ କହିବା ମୁତାବକ, ତାଙ୍କୁ ଉଦୟପୁରରେ ଟେଲର କହ୍ନେୟାଲାଲଙ୍କ ମୁଣ୍ଡ କାଟର ଭିଡିଓ ଆଟାଚ୍ କରି…

ଆଜି ମୁମ୍ବାଇ ଆସିପାରନ୍ତି ବିଦ୍ରୋହୀ ବିଧାୟକ । କାଲି ହୋଇପାରେ ଫ୍ଲୋର ଟେଷ୍ଟ । କ’ଣ ଏହି ଫ୍ଲୋର ଟେଷ୍ଟିଙ୍ଗ?

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଏବେ ରାଜନୈତିକ ଡ୍ରାମା ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ବିଜେପି ବରିଷ୍ଠ ନେତା ଦେବେନ୍ଦ୍ର ଫଡନବୀସ ରାଜ୍ୟପାଳଙ୍କୁ ଭେଟି ଫ୍ଲୋର ଟେଷ୍ଟ ପାଇଁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଛନ୍ତି । ମହରାଷ୍ଟ୍ରରେ ଜାରି ରହିଛି ରାଜନୈତିକ ସଙ୍କଟ । ଏହି ସମୟରେ ବିଜେପି…