ଖୋଲୁଛି ଟ୍ରମ୍ପଙ୍କ ଘରେ ଚଢ଼ାଉ ରହସ୍ୟ । ହ୍ୱାଇଟ୍ହାଉସ ଛାଡିବାବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ଅଭିଯୋଗ…

କନକ ବ୍ୟୁରୋ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ଚଢଉର ରହସ୍ୟ ଖୋଲୁଛି । ଆଣବିକ ଅସ୍ତ୍ରଶସ୍ତ୍ର ସଂପର୍କିତ ଦସ୍ତାବିଜ୍ ଏଫ୍ବିଆଇର ଅଧିକାରୀମାନେ ଖୋଜୁଥିଲେ । ସେମାନେ ଏହି ଦସ୍ତାବିଜ୍ ପାଇଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ । ୨୦୨୧ ଜାନୁଆରୀରେ ଟ୍ରମ୍ପ…

ଘରଭଡା ଉପରେ ଦେବାକୁ ପଡିବ ୧୮ପ୍ରତିଶତ ଜିଏସଟି । ୧୮ତାରିଖରୁ ନିୟମ ଲାଗୁ । ଜାଣନ୍ତୁ ପୁରା ବିବରଣୀ

କନକ ବ୍ୟୁରୋ: ଏଣିକି ଘର ଭଡା ଉପରେ ଦେବାକୁ ପଡିବ ଜିଏସଟି । ଅଗଷ୍ଟ ୧୮ ତାରିଖରୁ ଏହି ନିୟମ ଲାଗୁ ହେବ । ଜିଏସଟି ପରିଷଦର ୪୭ ତମ ବୈଠକରେ ଏପରି ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଦିଆଯିବା ପରେ ଲୋକଙ୍କ ମନରେ ଛନକା ପଶିଛି । ହେଲେ ଲୋକଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିବାକୁ ସରକାରଙ୍କ…

ବିହାରରେ ପୁଣି ମଦ ମୃତ୍ୟୁ: ବିଷାକ୍ତ ମଦ ପିଇ ୭ ମୃତ, ଏକାଧିକ ଗୁରୁତର

କନକ ବ୍ୟୁରୋ: ବିହାରରେ ଥରକୁ ଥର ମଦ ମୃତ୍ୟୁ ଘଟଣା ସାମନାକୁ ଆସୁଛି । ଚୋରା ମଦ ଯୋଗୁଁ ମୃତ୍ୟୁ ଘଟଣା ବନ୍ଦ ହେବାର ନାମ ନେଉନାହିଁ । ମଦ ତିଆରି, ବିକ୍ରୟ, ପିଇବା ରାଜ୍ୟରେ ବେଆଇନ ଅଟେ । ତଥାପି, ବିଷାକ୍ତ ମଦ ପିଇ ମୃତ୍ୟୁ ପ୍ରକ୍ରିୟା ବନ୍ଦ ହେଉନାହିଁ । ଏବେ ପୁଣି ଥରେ ସରନ ଜିଲାରେ…

ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଆରମ୍ଭ କରିବ ନୂଆ ବିବାହ ଯୋଜନା: ନବ ବିବାହିତଙ୍କୁ ଦିଆଯିବ ଗିଫ୍ଟ

କନକ ବ୍ୟୁରୋ: ପରିବାର ନିୟୋଜନ ପାଇଁ ରାଜ୍ୟ ସରକାରଙ୍କ ନିଆରା ପଦକ୍ଷେପ । ବିବାହ ବେଳେ ଉପହାର ଦେବେ ସରକାର । ନବଦମ୍ପତିଙ୍କୁ ୱେଡିଂ କିଟ୍ ଦେବ ସ୍ୱାସ୍ଥ୍ୟ ବିଭାଗ । ଏହି କିଟ୍ରେ ରହିବ ଫ୍ୟାମିଲି ପ୍ଲାନିଂ ବା ପରିବାର ନିୟୋଜନ ପାଇଁ ପୁସ୍ତିକା ଏବଂ ଓରାଲ୍ କଂଟ୍ରାସେପ୍ଟିଭ୍ । ଏହା ସହ…

ଘରୋଇ କଳିରୁ ୟୁରୋପର ମଂଟେନେଗ୍ରୋରେ ଘଟିଛି ଭୟାବହ ଗୁଳିକାଣ୍ଡ । ଚାଲିଗଲା ୧୨ ଜୀବନ

କନକ ବ୍ୟୁରା: ୟୁରୋପର ମଂଟେନେଗ୍ରୋରେ ଘଟିଛି ଭୟାବହ ଗୁଳିକାଣ୍ଡ ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ବ୍ୟକ୍ତି ଆଖିବୁଜା ଗୁଳି ଚଳାଇଛନ୍ତି । ଯେଉଁଥିରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ପୋଲିସ୍ ସହ ଗୁଳି ବିନିମୟରେ ଆକ୍ରମଣକାରୀ ନିହତ ହୋଇଛି । ମଂଟେନେଗ୍ରୋ…

ଖୋଲିବ କି ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର! ଏଏସଆଇ ଚିଠି ପରେ ସରକାରଙ୍କ ନିଷ୍ପତିକୁ ଅପେକ୍ଷା

କନକ ବ୍ୟୁରୋ: ଦୀର୍ଘ ଦିନ ହେଲା ଭିତର ରତ୍ନଭଣ୍ଡାର ଖୋଲିବାକୁ ନେଇ ବିବାଦ ରହିଆସିଛି । କେବେ ଚାବି ହଜିଯିବାର ଆଳ ଦେଖାଇ ତ ଆଉ କେବେ ଭିନ୍ନ ବାହାନାରେ ସରକାର ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗଟିକୁ ଟାଳି ଆସୁଛନ୍ତି । ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାରର ସ୍ୱର୍ଣ ଆଭୁଷଣ ଆକଳନ ନେଇ ନିୟମ…