ପାକିସ୍ତାନ ଜେଲରେ ବିତିଗଲା ଯୁବ ଅବସ୍ଥା । ୨୮ ବର୍ଷ ପରେ ଘରକୁ ବାହୁଡିଲେ କୁଲଦୀପ

କନକ ବ୍ୟରୋ: ଗୁଇନ୍ଦା କରିବା ଅଭିଯୋଗରେ ଦୀର୍ଘ ୨୮ ବର୍ଷ ହେବ ପାକିସ୍ତାନ ଜେଲରେ ସଜ୍ଜା କାଟୁଥିଲେ ଗୁଜୁରାଟର କୁଲଦୀପ ଯାଦବ। ଏବେ ସେ ନିଜ ଘରକୁ ଫେରିଛନ୍ତି। ଏହାପରେ ତାଙ୍କ ଘରେ ଖୁସିର ମାହୋଲ । ଘରକୁ ଫେରିବା ପରେ ପାକିସ୍ତାନ ଜେଲରେ ଯନ୍ତ୍ରଣା ସହି ବନ୍ଦୀଥିବା ଅନ୍ୟ ଭାରତୀୟ କଏଦୀଙ୍କୁ…

ଗଣପତିଙ୍କୁ ପୂଜା କଲେ ବୋଲି.. ମହିଳାଙ୍କ ବିରୋଧରେ ଫତୱା ଜାରି  । ପୁରା ପରିବାରକୁ  ଧମକ ।

କନକ ବ୍ୟୁରୋ: ସାରା ଦେଶ ଅଗ୍ରପୂଜ୍ୟ ଗଣପତିଙ୍କ ପୂଜାରେ ମାତିଥିବାବେଳେ ଉତ୍ତରପ୍ରଦେଶ ଆଲିଗଡରେ ଏହାର ବ୍ୟତୀକ୍ରମ ଦେଖାଦେଇଛି । ଆଲିଗଡର ଜଣେ ମହିଳା ରୁବି ଆସିଫ ଖାନ୍ ନିଜ ଘରେ ଶ୍ରୀଗଣେଶଙ୍କ ପୂଜା କଲେ ବୋଲି ତାଙ୍କ ବିରୋଧରେ ଫତୱା ଜାରି କରିଛି ରାଜ୍ୟ ମୁସଲମାନ୍ ସମ୍ପ୍ରଦାୟ । ସୂଚନା…

ମୁସଲିମ ଦେଶରେ ସର୍ବପ୍ରଥମ ଭବ୍ୟ ହିନ୍ଦୁ ମନ୍ଦିର । ନିର୍ମାଣ ଶୈଳୀ ଦେଖି ଭାବବିହ୍ୱଳ ହେଲେ  ବିଦେଶ ମନ୍ତ୍ରୀ ଏସ…

କନକ ବ୍ୟୁରୋ:  କୌଣସି ସ୍ୱପ୍ନରୁ ଊଣା ନୁହେଁ ,କୌଣସି ଚମିକ୍ରାରରୁ କମ୍ ନୁହେଁ । ମୁସିଲିମ ଦେଶରେ ଭାରତର ସାଂସ୍କୃତିକ ଶକ୍ତିର ପରାକାଷ୍ଠା ,ଯାହା ସାରା ବିଶ୍ୱରେ ପ୍ରତିପାଦିତ ହେଉଛି । ସବୁଠାରୁ ଧନୀକ ମୁସଲିମ୍ ଧନୀ ଦେଶ ଭାବେ ଜଣାଶୁଣା ୟୁନାଇଟେଡ୍ ଆରବ ଏମିରେଟରେ ଗଢିଉଠିଛି ସବୁଠାରୁ ବଡ…

ବିମାନବନ୍ଦରର ନିୟମ ଭାଙ୍ଗିଲେ ନେତା । ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରୀଙ୍କ ସହ ୯ଜଣଙ୍କ ନାଁରେ ମାମଲା…

କନକ ବ୍ୟୁରୋ: ଝାଡଖଣ୍ଡ ଦେବଘର ଏୟାରପୋର୍ଟର ସୁରକ୍ଷାରେ ବ୍ୟତୀକ୍ରମ ଘଟଣାରେ ବିଜେପି ସାଂସଦ ନିଶିକାନ୍ତ ଦୁବେ, ମନୋଜ ତିୱାରୀଙ୍କ ସମେତ ୯ଜଣଙ୍କ ନାଁରେ ମାମଲାର ଦାଏର କରିଛି କୋଣ୍ଡା ପୋଲିସ୍ । ଏୟାରପୋର୍ଟ ଡିଏସପି ସୁମନ ଆନନଙ୍କ ଅଭିଯୋଗ କ୍ରମେ ଏହି ମାମଲା ଦାଏର ହୋଇଛି । ଗୋଡ୍ଡା ଲୋକସଭା…

ଦିଲ୍ଲୀ ସରକାରୀ ସ୍କୁଲରେ ୬୦ ପ୍ରତିଶତ ଆଟେଣ୍ଡାନ୍ସ ଅନିବାର୍ଯ୍ୟ । ଅଭିଭାବକଙ୍କୁ ମୋବାଇଲରେ ପଠଯିବ ଉପସ୍ଥିତି ତାଲିକା

କନକ ବ୍ୟୁରୋ: ଦିଲ୍ଲୀର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକ ପାଇଁ କଡା ନିୟମ । ଏଣିକି ଉପସ୍ଥିତି କମ ରହିଲେ ପିଲାମାନେ ଦେଇପାରିବେ ନାହିଁ ବାର୍ଷିକ ପରୀକ୍ଷା । ଉପରାଜ୍ୟପାଳ କିଛି ସ୍କୁଲ ବୁଲି ଛାତ୍ରଛାତ୍ରୀଙ୍କର କମ୍ ଉପସ୍ଥିତି ଥିବା ଅଭିଯୋଗ କରିବା ପରେ ଏହି ନିୟମକୁ…

ସେପ୍ଟେମ୍ୱର ୩ରୁ ସ୍ପେଶାଲ ଓଜେଇଇ, ରାଜ୍ୟର ୨୮ ଟି ସହରରେ ଅନୁଷ୍ଠିତ ହେବ ପରୀକ୍ଷା।

କନକ ବ୍ୟୁରୋ:ସେପ୍ଟେମ୍ୱର ୩ ରୁ ସ୍ପେଶାଲ ଓଜେଇଇ। ଆସନ୍ତା ସେପ୍ଟେମ୍ବର ୩, ୪ ଓ ୭ ତାରିଖରେ ହେବ ପରୀକ୍ଷା। ଏମ ବି ଏ, ବି ଟେକ, ବି ଫାର୍ମା ବିଭାଗର ପରୀକ୍ଷା ହେବ। ସକାଳ ୯ ରୁ ଆରମ୍ଭ ହେବ ପରୀକ୍ଷା। ସନ୍ଧ୍ୟା ୫ ଟାରେ ସରିବ ପରୀକ୍ଷା। ୪ ଟି ସିଫ୍ଟରେ ପରୀକ୍ଷାର୍ଥୀ ଦେବେ ପରୀକ୍ଷା। ମୋଟ…