ସେଓ ମଞ୍ଜି ନେଇପାରେ ଜୀବନ  । ଜାଣନ୍ତୁ କେତେ ମଞ୍ଜି ହୋଇପାରେ ଘାତକ

କନକ ବ୍ୟୁରୋ: ଅପାଣମାନେ ଯଦି ଫିଲ୍ମ ‘ମମ୍’ ଦେଖିଥାନ୍ତି ସେଥିରେ ଶ୍ରୀଦେବୀଙ୍କ ଚରିତ୍ର ଟିକେ ମନେପକାନ୍ତୁ । ଏଥିରେ ଶ୍ରୀଦେବୀ ଜଣେ କ୍ରିମିନାଲ ଠାରୁ ପ୍ରତିଶୋଧ ନେଇଛନ୍ତି  । ତାହା ପୁଣି ସେଓ ମଞ୍ଜକୁ ଅସ୍ତ୍ର କରି । ସେଓ ମଞ୍ଜି ଖୁଆଇ ସେ କ୍ରିମିନାଲକୁ ମାରିଛନ୍ତି । ଯେଉଁ ସେଓ…

ନିଆରା ଏକ ଲଭ୍ ଷ୍ଟୋରୀ । ସଫେଇ କର୍ମଚାରୀଙ୍କୁ ବାହାହେଲେ ମହିଳା ଡାକ୍ତର

କନକ ବ୍ୟୁରୋ: ଚର୍ଚ୍ଚାରେ ପାକିସ୍ତାନ ଦମ୍ପତ୍ତିଙ୍କ ପ୍ରେମ କାହାଣୀ । ସଫେଇ କର୍ମଚାରୀଙ୍କ ବିବାହ କଲେ ଏମବିବିଏସ୍ ମହିଳା ଡାକ୍ତର । ହସ୍ପିଟାଲରୁ ମନ ଦିଆନିଆ ତା ପରେ ବିବାହ । କୁହାଯାଏ ପ୍ରେମର ସଂଜ୍ଞା ନାହିଁ । ଏଥିରେ ନଥାଏ ଉଚ୍ଚନିଚ୍ଚର ବିଚାର । ନା ଧନଦୌଲତର ବାହାସ୍ପୋଟ । ଇଏ ତ ହୃଦୟ…

ଉଦଘାଟନ ଫିତା କାଟୁଥିଲେ । ଭାଙ୍ଗିଗଲା ପୋଲ, କଚାଡି ହୋଇପଡିଲେ ଅଧିକାରୀ ।

କନକ ବ୍ୟୁରୋ: ଉଦଘାଟନୀ ଫିତା କଟାଯାଉଥିଲା । ଠିକ୍ ସେତିକିବେଳେ ଭୁଷୁଡି ପଡିଲା ପୋଲ । କଚାଡି ହୋଇ ପଡିଲେ ଅଧିକାରୀ ଓ ତାଙ୍କ ସହଯୋଗୀ । ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେଉଛି । ଆଫ୍ରିକାର କଙ୍ଗୋ ଗଣରାଜ୍ୟରେ ଦେଖିବାକୁ ମିଳିଛି ଏଭଳି ଘଟଣା । ମୁତୟନ ଥିବା ସୁରକ୍ଷା ଅଧିକାରୀମାନେ…

ଆପାର୍ଟମେଣ୍ଟରୁ ଡେଇଁ ସ୍ତ୍ରୀର ଆତ୍ମହତ୍ୟା ,ପରେ ଝିଅକୁ ଧରି ଡେଇଁପଡିଲେ କନଷ୍ଟେବଳ । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ । 

କନକ ବ୍ୟୁରୋ: ୧୨ ମହଲା କୋଠାରୁ ଡେଇଁ ଆତ୍ମହତ୍ୟା କଲେ ପୋଲିସ କନଷ୍ଟେବଲ । ପ୍ରଥମେ ସ୍ତ୍ରୀ କୋଠାରୁ ଡେଇଁ ପଡିବା ପରେ ପରେ କୁନି ଝିଅକୁ ଧରି ଡେଇଁ ପଡିଲେ କନଷ୍ଟେବଳ କୁଲଦୀପ ସିଂହ ଯାଦବ । ଗୁଜରାଟ ଗୋଟା ଅଞ୍ଚଳର ବସ୍ତ୍ରାପୁରରେ ଘଟିଛି ଏପରି ଅଭାବନୀୟ ଘଟଣା । ଏହି ସମୂହ ଆତ୍ମହତ୍ୟାକୁ ନେଇ…

ବୀର ଶହୀଦଙ୍କୁ ଅସମ୍ମାନ । କୋରିୟରରେ ପଠାହେଲା ‘ଶୌର୍ଯ୍ୟ ଚକ୍ର’ । କ୍ଷୋଭରେ ଫେରାଇ ଦେଲେ ବାପା, ମା’ ।

କନକ ବ୍ୟୁରୋ: ଦେଶକୁ ସୁରକ୍ଷା ଦେବାକୁ ଯାଇ ପ୍ରାଣବଳୀ ଦେଇଥିବା ଜଣେ ବୀର ସହିଦଙ୍କୁ ଭାରତ ସରକାରଙ୍କ ଅସମ୍ମାନ । ଶହୀଦଙ୍କ ବଳିଦାନକୁ ସମ୍ମାନ ଦେବାକୁ ଯାଇ ମରେଣୋତ୍ତର ଭାବେ ଦିଆଯାଇଥିବା ‘ଶୌର୍ଯ୍ୟ ଚକ୍ର’ ସମ୍ମାନକୁ କୋରିୟରରେ ପଠାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ । ୨୦୧୭ ରେ କାଶ୍ମୀରରେ…

ଅମିତ ଶାହାଙ୍କ ସୁରକ୍ଷାରେ ତ୍ରୁଟି । ସନ୍ଦିଗ୍ଧ ବ୍ୟକ୍ତି ଗିରଫ

କନକ ବ୍ୟୁରୋ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ମୁମ୍ବାଇ ଗସ୍ତ ସମୟରେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି । ତାଙ୍କ ପାଖାପାଖି ଜଣେ ବ୍ୟକ୍ତି ସନ୍ଦିଗ୍ଧ ପରିସ୍ଥିତିରେ ବୁଲୁଥିବାବେଳେ ତାଙ୍କୁ ଗିରଫ କରାଯାଇଛି । ନିକଟରେ ଗୃହମନ୍ତ୍ରୀ ଅମିତ ଶାହା ମୁମ୍ବାଇ ଗସ୍ତରେ ଥିବାବେଳେ…