ପୂର୍ବ ସ୍ୱାମୀ ବ୍ରାଡ୍ ପିଟଙ୍କ ବିରୋଧରେ ମାମଲା ଦାଏର କଲେ ଅଭିନେତ୍ରୀ ଆଞ୍ଜେଲିନା ଜୋଲି । ଆଣିଲେ ସମ୍ପତ୍ତି ହଡପ…

କନକ ବ୍ୟୁରୋ: ହଲିଉଡ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ପୂର୍ବତନ ସ୍ୱାମୀ ତଥା ଅଭିନେତା ବ୍ରାଡ ପିଟଙ୍କ ବିରୋଧରେ ଠକେଇ ଏବଂ ଚୋରି ଅଭିଯୋଗ ଆଣିଛନ୍ତି। ଆଞ୍ଜେଲିନାଙ୍କ କମ୍ପାନୀ ବ୍ରାଡ ପିଟଙ୍କ ବିରୋଧରେ ୨୫୦ ନିୟୁତ ଡଲାରରେ ମକଦ୍ଦମା ଦାୟର କରିଛି। ଆଞ୍ଜେଲିନାଙ୍କ ପୂର୍ବତନ କମ୍ପାନୀ ନୋଭେଲ୍ ଏଲ୍…

ସ୍ୱାମୀର ଜୀବନ ପାଇଁ  କାନି ପାତି ଭିକ ମାଗୁଛି ସ୍ତ୍ରୀ  । କର୍କଟ ଯନ୍ତ୍ରଣାରେ ଛଟପଟ ମିଥୁନଙ୍କ ପାଇଁ ମା’ ଆଖିରୁ ଅହରହ…

କନକ ବ୍ୟୁରୋ: ସ୍ୱାମୀର ଜୀବନ ବଞ୍ଚାଇବାକୁ କଇଁକଇଁ ହୋଇ କାନ୍ଦୁଛି , ଆଉ କାନି ପାତି ଭିକ ମାଗୁୁଛି ସ୍ତ୍ରୀ । ଇଏ ହେଉଛି କ୍ୟାନ୍ସର ରୋଗରେ ପଡି ଯନ୍ତ୍ରଣାରେ ଛଟପଟ ହେଉଥିବା ସ୍ୱାମୀର ଜୀବନ ବଞ୍ଚାଇବାକୁ ସ୍ତ୍ରୀର ବିକଳ କାନ୍ଦ । ସ୍ତ୍ରୀ କାନ୍ଦୁଛି, ଜନ୍ମକଲା ମା’ ବି କାନ୍ଦୁଛି । ଆଉ କୋଳରେ…

 ଦେଶର ଗୌରବ ନେତାଜୀଙ୍କ ପ୍ରତିମୂର୍ତ୍ତି  । ବେଶ୍ ରୋଚକ ଏହାର ପ୍ରତିଷ୍ଠା ପଛର କାହାଣୀ

କନକ ବ୍ୟୁରୋ: ୨୮ ଫୁଟର ପ୍ରତିମୂର୍ତ୍ତି, ୨୬ ,୦୦୦ ଘଣ୍ଟାର ପରିଶ୍ରମ, ଦେଶରୁ ହଟାଇ ଦେଇଛି ଦାସତ୍ୱର ଚିହ୍ନ । ପ୍ରତିଟି ଭାରତୀୟଙ୍କ ମନରେ ଶତଗୁଣ କରିଛି ଅଦ୍ୱିତୀୟ ରାଷ୍ଟ୍ରନାୟକଙ୍କ ବଳିଦାନର ସ୍ମୃତି । ଇଣ୍ଡିଆ ଗେଟ୍ ସମ୍ମୁଖରେ ନେତାଜୀ ସୁଭାଷ ବୋଷଙ୍କ ସୁଉଚ୍ଚ ମୂର୍ତ୍ତି ଉନ୍ମୋଚିତ ହେବା…

ଯେଉଁ କର୍ଲି କ୍ଲବରେ ପାର୍ଟି ପରେ ସୋନାଲି ଫୋଗାଟଙ୍କ ମୃତ୍ୟୁ ହୋଇଥିଲା, ତାକୁ ଭାଙ୍ଗିବାକୁ ପହଞ୍ଚିଲା ବୁଲ୍ ଡୋଜର ।

କନକ ବ୍ୟୁରୋ: ଗୋଆର ଯେଉଁ କର୍ଲି କ୍ଲବ ରେଷ୍ଟୁରାଣ୍ଟରେ ପାର୍ଟି ଏବଂ ପରେ ଟିକଟିକ୍ ଷ୍ଟାର ସୋନାଲି ଫୋଗାଟଙ୍କର ମୃତ୍ୟୁ ହୋଇଥିଲା ତା’ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ପ୍ରଶାସନ ପକ୍ଷରୁ କର୍ଲି କ୍ଲବକୁ ଭାଙ୍ଗିବାକୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । କର୍ଲି କ୍ଳବ ଭାଙ୍ଗିବାକୁ ଏହା…

ଦିଲ୍ଲୀ ଆଜାଦ ମାର୍କେଟରେ ଭୁଶୁଡିଲା ୪ ମହଲା କୋଠା । ୩ ଶ୍ରମିକ ମୃତ, ଏବେବି ମାଟିତଳେ ଅନେକ ଶ୍ରମିକ

କନକ ବ୍ୟୁରୋ: ଦିଲ୍ଲୀ ଆଜାଦ ମାର୍କେଟରେ ଅଘଟଣ । ଏଠାରେ ଏକ ନିର୍ମାଣାଧିନ ୪ ମହଲା କୋଠା ଭୁଶୁଡିବାରୁ ୩ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଏବେବି ମାଟିତଳେ ୬ରୁ ୭ଜଣ ଜଣ ଶ୍ରମିକ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି । ସୂଚନା…

ସ୍ୱର୍ଣ୍ଣ ମନ୍ଦିର ନିକଟରେ ତମାଖୁ ଖାଉଥିଲେ ବୋଲି.. ଯୁବକକୁ ନିର୍ମମ ହତ୍ୟା ।

କନକ ବ୍ୟୁରୋ: ଅମୃତସର ସ୍ୱର୍ଣ୍ଣ ମନ୍ଦିର ନିକଟରେ ତମାଖୁ ଖାଉଥିଲେ ବୋଲି ଶିଖ୍ ନିହଙ୍ଗମାନେ ଯୁବକଙ୍କୁ ହତ୍ୟା କରିବା ଘଟଣା ସ୍ଥାନୀୟ ଇଲାକାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ରାତିସାରା ମୃତଦେହ ପଡି ରହିବା ପରେ ସକାଳେ ଆସି ପୋଲିସ ଶବ ଜବତ କରିବା ସହ ଖୁବ୍ ଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ…