ଭୁବନେଶ୍ୱର ପରେ ପୁରୀରେ ‘ସୂର୍ଯ୍ୟକିରଣ’ ଏୟାର ଶୋ’ । ଆସନ୍ତାକାଲି ଘୂର୍ଣ୍ଣିବଳୟ ସୃଷ୍ଟି ହେଉଥିବାରୁ ଆଜି ହୋଇପାରେ ଫୁଲ ଶୋ’ ।

123

କନକ ବ୍ୟୁରୋ: ଭୁବନେଶ୍ୱର ପରେ ପୁରୀରେ ସୋ ଦେଖାଇବ ଭାରତୀୟ ବାୟୁସେନା । ଆଜି ପୁରୀ ବେଳାଭୂମିରେ ବାୟୁସେନାର ବିମାନଗୁଡିକ ରିହର୍ସଲ୍ କରିବାର କାର୍ଯ୍ୟକ୍ରମ ରହିଛି । ହେଲେ ଅ।।ସନ୍ତାକାଲି ଘୂଣ୍ଣିଂବଳୟ ସୃଷ୍ଟି ହେଉଥିବାରୁ ଆଜି ଭାରତୀୟ ବାୟୁସେନା ଫୁଲ ଶୋ’ ଦେଖାଇପାରେ ବୋଲି କୁହାଯାଉଛି ।

ଗତକାଲି ଭୁବନେଶ୍ୱରରେ ଦିନ ୧୦ଟାରୁ ୧୧ ଟା ମଧ୍ୟରେ ସୂର୍ଯ୍ୟକିରଣ ଏୟାର ସୋ ଦେଖାଇଥିଲା ଭାରତୀୟ ବାୟୁସେନା । କୁଆଖାଇ ବାଲିଯାତ୍ରା ପଡ଼ିଆରେ ବାୟୁସେନାର ଶୋ’ ଦେଖିବାକୁ ବଳ ଭିଡ ଜମିଥିଲା । ଭୂମିର ୫୦୦ରୁ ୧ହଜାର ଫୁଟ ଉଚ୍ଚରେ ବାୟୁସେନା ତା’ର କଳା ପ୍ରଦର୍ଶନ କରିଥିଲା ।