Daily Archives

July 5, 2024

୨୨ ତାରିଖରୁ ବିଧାନସଭା ଅଧିବେଶନ । ୨୪ ତାରିଖରେ ଉପ-ବାଚସ୍ପତି ନିର୍ବାଚନ, ୨୫ରେ ଆସିବ ରାଜ୍ୟ ବଜେଟ୍ ।

କନକ ବ୍ୟୁରୋ : ଆସନ୍ତା ୨୨ ତାରିଖରୁ ବସିବ ବିଧାନସଭା ଅଧିବେଶନ । ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଚଳିତ ମାସ ୨୨ ତାରିଖରେ ବସିବାକୁ ଯାଉଛି । ଏଥିସହ ୨୫ ତାରିଖରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍ । ଏନେଇ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ମିଳିଥିବା ସୂଚନା ମୁତାବକ,…

ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ସରକାରଙ୍କ ତରଫରୁ ଜାରି ହେଲା…

କନକ ବ୍ୟୁରୋ : କଟକ , ଭୁବନେଶ୍ବର ସମେତ ସମସ୍ତ ଉନ୍ନୟନ ପ୍ରାଧିକରଣର ଅଧ୍ୟକ୍ଷ ହେଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଏନେଇ ଜୁଲାଇ ୪ ତାରିଖରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ସେହିପରି ପୂର୍ବ ସରକାର ସମୟରେ ହୋଇଥିବା ସମସ୍ତ ରାଜନୀତିକ ନିଯୁକ୍ତି…

କୁଚିଣ୍ଡାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଦୁର୍ଗାମନ୍ଦିରରେ ପୂଜାର୍ଚ୍ଚନା ପରେ, ଆଇଟିଡିଏ ସମ୍ମିଳନୀ…

କନକ ବ୍ୟୁରୋ : କୁଚିଣ୍ଡାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୁଚିଣ୍ଡା ସ୍ଥିତ ଦୁର୍ଗାମନ୍ଦିରରେ ପୂଜାର୍ଚ୍ଚନା ପରେ କୁଚିଣ୍ଡା ଉପଖଣ୍ଡ ସରକାରୀ ଅଧିକାରୀଙ୍କ ସହିତ ଆଇଟିଡିଏ ସମ୍ମିଳନୀ କକ୍ଷରେ ଆଲୋଚନା କରିଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ ସମସ୍ତ ବିଭାଗୀୟ…

ଲାଞ୍ଚ ନେବାବେଳେ ଧରାପଡିଲେ ତହସିଲଦାର । ୧ ଲକ୍ଷ ୧୫ ହଜାର ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ

କନକ ବ୍ୟୁରୋ : ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ରାୟଗଡା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ । ଜମି ପଟ୍ଟା ପାଇଁ ଲକ୍ଷେ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଲା ଭିଜିଲାନ୍ସ । ହନୁମନ୍ତପୁର ପଞ୍ଚାୟତର ପ୍ରାୟ ୩ ଶହ ଲୋକଙ୍କ ଜଙ୍ଗଲ ଜମି ପଟ୍ଟା କରିଦେବାକୁ…

ବ୍ରିଟେନରେ ସରିଲା ସୁନକ ସରକାର । ୧୪ବର୍ଷ ପରେ କ୍ଷମତାକୁ ଫେରିଲା ଲେବର ପାର୍ଟି । କିର ଷ୍ଟାର୍ମର ହୋଇପାରନ୍ତି ନୂଆ…

କନକ ବ୍ୟୁରୋ: ବିଟ୍ରେନରେ ସରିଲା ସୁନକ ରାଜ । କଞ୍ଜରଭେଟିଭ ପାର୍ଟିକୁ ମାତ୍ ଦେଇ ବ୍ରିଟେନରେ ବିଜୟ ଧ୍ୱଜା ଉଡାଇଛି ଲେବର ପାର୍ଟି । ଏହାସହ ଲେବର ପାର୍ଟିର ନେତା କେର୍ ଷ୍ଟାରମର ହେବେ ଏବେ ବ୍ରିଟେନର ପ୍ରଧାନମନ୍ତ୍ରୀ । ବ୍ରିଟେନରେ ସରିଲା ସୁନକ ରାଜ୍ ୪୦୦ ପାର୍ କଲା ବ୍ରିଟେନର…

ଉତ୍ତର-ପୂର୍ବ ଭାରତରେ ବନ୍ୟା ବିତ୍ପାତ । ଆସାମରେ ୫୨ ମୃତ, ୧୬ଲକ୍ଷ ବାସହରା । ମଣିପୁର,ଅରୁଣାଚଳ, ବିହାରରେ ସ୍ଥିତି…

କନକ ବ୍ୟୁରୋ: ଜଳ ବିହୁନେ ସର୍ବନାଶ। ଜଳ ବହୁଳେ ସର୍ବନାଶ । ପ୍ରକୃତି ଯେବେ ରାଗେ ସେତେବେଳେ ସବୁ କିଛି ଅଣାୟତ୍ତ ହୋଇପଡେ । ଦୁନିଆକୁ ଶକ୍ତିଶାଳୀ ଟେକ୍ନୋଲୋଜି ସାହାଯ୍ୟରେ ଚଳାଇବା ପାଇଁ ମଣିଷ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଉଥିଲେ ବି ପ୍ରକୃତିର ରାଗ ଆଗରେ ହାରିବାକୁ ପଡେ । ମୌସୁମୀ ବର୍ଷା…