Daily Archives

July 1, 2024

ସୁସ୍ଥ ହେଉଛନ୍ତି ମହାପ୍ରଭୁ, ଲାଗିହେବ ଦଶମୂଳମୋଦକ । ଅଣସର ଦଶମୀରେ ଦଇତାପତି ସେବାୟତଙ୍କ ଗୁପ୍ତ ଉପଚାର

କନକ ବ୍ୟୁରୋ: ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରୁ ଓହ୍ଲାଉଛି ତାତି । ଅଣସର ପଞ୍ଚମୀ ତିଥିରେ ଫୁଲୁରୀ ତେଲ ଓ ତା ପରଦିନ ଠାରୁ ତିନିଦିନ ଧରି ଓଷ ଲାଗି ପରେ ଆଜି ଦଶମୀ ତିଥିରେ ଚକାବିଜେ କରିବେ ଶ୍ରୀଜୀଉ । ସ୍ନାନପୂର୍ଣ୍ଣିମା ଦିନ ସ୍ନାନ କରି ଅସୁସ୍ଥ ହୋଇପଡିଥିଲେ ଶ୍ରୀବିଗ୍ରହ । ଏବେ ଦଇତାପତିଙ୍କ…

ଭୁବନେଶ୍ୱର ଉପକଣ୍ଠରେ ଅତ୍ୟାଧୁନିକ ଡୁପ୍ଲେକ୍ସ ସୋସାଇଟି “ସାପ୍ ରେସିଡେନ୍ସି”: ୨୪ ଘଣ୍ଟିଆ ସିକ୍ୟୁରିଟି…

କନକ ବ୍ୟୁରୋ: ଭୁବନେଶ୍ୱର ସହର ଉପକଣ୍ଠ ଭିଙ୍ଗାରପୁରରେ ପ୍ରତିଷ୍ଠିତ ରିଅଲ ଇଷ୍ଟେଟ ସଂସ୍ଥା ସାପ୍ ରିଅଲ ଇଷ୍ଟେଟ ଡୁପ୍ଲେକ୍ସ ସୋସାଇଟି ପ୍ରତିଷ୍ଠା କରିବାକୁ ଯାଉଛନ୍ତି । ଅତ୍ୟାଧୁନିକ ଶୈଳୀରେ ପ୍ରସ୍ତୁତ ହେଉଥିବା ଏହି "ସାପ୍ ରେସିଡେନ୍ସି" ରେ ରହିଛି ସୁଇମିଙ୍ଗ ପୁଲ, ଜିମ୍, ପିଲାମାନଙ୍କ…

‘ମାଆ ଭୁଆସୁଣୀଙ୍କୁ ଭୋଗ ନଦେଲେ ପାହାଡରୁ ଫେରିବା ଭାରି ମୁସ୍କିଲ…’ । ଉଦ୍ଧାର ପରେ ଛାତ୍ର କହିଲେ ସପ୍ତଶଯ୍ୟା…

କନକ ବ୍ୟୁରୋ: ସପ୍ତଶଯ୍ୟା ଜଙ୍ଗଲର ଲୋମଟାଙ୍କୁରା କାହାଣୀ । ୫ ଛାତ୍ର ବାଟ ଭୁଲିଥିଲେ ନା କିଏ ଅବାଟରେ ଟାଣି ନେଉଥିଲା ? ଉଦ୍ଧାର ପରେ ଯୁବକ କହିଲେ ଅନ୍ଧାରୀ ରାତିର ସତ । ‘ଫୋନ୍ ସ୍ୱିଚ୍ ଅଫ୍ ହୋଇଯାଇଥିଲା, ଧଳାରଙ୍ଗର କଣ ଗୋଟେ ଆଗରେ ଯାଉଥିଲା, ଯୁଆଡେ ଗଲେ ବି ସେହି ଖାଲକୁ କିଏ ଟାଣିଆଣୁଥିଲା…

ମନଇଚ୍ଛା କାଟି ପାରିବେନି ତାଳଗଛ: ବିନା ଅନୁମତିରେ ଗଛ କାଟିଲେ କାର୍ଯ୍ୟାନୁଷ୍ଠାନ

କନକ ବ୍ୟୁରୋ: ବଜ୍ରପାତକୁ ଅଟକାଇବ ତାଳଗଛ ! ବର୍ଷା ଦିନେ କିମ୍ବା କାଳବୈଶାଖୀ ବେଳେ ବଢୁଥିବା ବଜ୍ରପାତକୁ ଦେଖି ରାଜ୍ୟ ସରକାର ଏବେ ତାଳ ଗଛ ଲଗାଇବା ଉପରେ ଜୋର ଦେଇଛନ୍ତି । ଏପରିକି ନିଜ ଜମିରେ ତାଳଗଛ ଲାଗିଥିଲେ ବି କାଟିବା ଉପରେ କଟକଣା ଲଗାଇଛନ୍ତି ସରକାର । ରାଜ୍ୟରେ ବଜ୍ରପାତ ଜନିତ…

ବୋଲ ମାନୁ ନାହାନ୍ତି ବାର ମାଲିକ: ଖୁଲମ ଖୁଲା ଅବକାରୀ ନିୟମକୁ ଫୁ

କନକ ବ୍ୟୁରୋ: ରାତି ହେଲେ ରାଜଧାନୀରେ ବେଧଡକ ବାର ମାଲିକ ! ଏପରି ଏକ ଅଭିଯୋଗ ଆସିଛି । କେତେ ସମୟ ଖୋଲା ରହିବ । ଖୋଲିବା ସମୟରେ ନିୟମ କଣ ସବୁ ଉଲ୍ଲେଖ ରହିଛି । ଅବକାରୀ ବିଭାଗ ତରଫରୁ ଏଥିପାଇଁ କଟକଣା ରହିଛି । କିନ୍ତୁ ଏବେ ବାର ମାଲିକ ଅବକାରୀ ବିଭାଗର ନିୟମକୁ ଫୁ କରି ଉଡାଇ ଦେଉଥିବା…

ଡ୍ରେନ ସମସ୍ୟା ନେଇ ଅଭିଯୋଗ ପ୍ରକୋଷ୍ଠରେ ଭିଡ: ବିଏମସି କାର୍ଯ୍ୟାଳୟରେ ଭୁବନେଶ୍ୱର ବାସିନ୍ଦା

କନକ ବ୍ୟୁରୋ: ଗୋଟିଏ ପଟେ ରାଜ୍ୟ ସରକାରଙ୍କ ଜନ ଶୁଣାଣି ଚାଲିଛି । ଅନ୍ୟପଟେ ସହରବାସୀଙ୍କ ସମସ୍ୟାର ସମାଧାନ ପାଇଁ ଭୁବନେଶ୍ୱର ମହାନଗର ନିଗମ ଆରମ୍ଭ କରିଛି ଜନଶୁଣାଣି ଶିବିର । ମୁଖ୍ୟତଃ ଡ୍ରେନ ସମସ୍ୟାକୁ ନେଇ ଅଭିଯୋଗ ପ୍ରକୋଷ୍ଠରେ ଭିଡ ଦେଖିବାକୁ ମିଳିଛି । ଯାହାକୁ ନେଇ ଦୀର୍ଘବର୍ଷ ହେବ…