Daily Archives

July 1, 2018

ସ୍ମାର୍ଟ ସିଟିର ବିକଳ ଚିତ୍ର ! ରାଜଧାନୀର କେନ୍ଦ୍ରସ୍ଥଳ ଇସ୍କନ ମନ୍ଦିର ଆଗରେ ବର୍ଷା ପାଣିରେ ଭାସିଲା କାର,…

କନକ ବ୍ୟୁରୋ: କାର ଭାସିଲା ଭୁବନେଶ୍ୱରରେ । ସ୍ମାର୍ଟ ସିଟିର ଦୟନୀୟ ସ୍ଥିତି । ରାଜଧାନୀର ରାଜରାସ୍ତାରେ ବର୍ଷା ପାଣିରେ ବୁଡ଼ିଲା କାର । ଆଜି ଆଉ ସେଠାରେ ପାଣି ନାହିଁ କିନ୍ତୁ ଏହାର ରାଜଧାନୀରେ ବନ୍ୟାର ଭ୍ରମ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି ସ୍ମାର୍ଟସିଟିରେ ଏଭଳି ଅବ୍ୟବସ୍ଥା କାହିଁକି ।…

ଦେଶର ସବୁଠାରୁ ବଡ ଆର୍ଥିକ ସଂସ୍କାରକୁ ପୂରିଲା ବର୍ଷେ: ସରକାର ପାଳିବେ ଜିଏସଟି ଦିବସ, ବିଜେପିର ଦାବି–ଦ୍ରବ୍ୟ ଓ…

ଗତବର୍ଷ ଜୁଲାଇ ୧ ତାରିଖରୁ ଦେଶରେ ଜିଏସଟି କାର୍ଯ୍ୟକାରୀ ହୋଇଛି। ଚଳିତବର୍ଷ ଜୁଲାଇ ୧ରେ ଏହି ନୂଆ ଟିକସ ବ୍ୟବସ୍ଥାକୁ ବର୍ଷେ ପୂରଣ ହେଉଛି। ଏଥିପାଇଁ ସରକାର ଚଳିତବର୍ଷ ଜୁଲାଇ ୧କୁ ଜିଏସଟି ଦିବସ ଭାବେ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅବସରରେ ଆୟୋଜିତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ…

ଅଫିସ୍ ଯିବାରେ ଟ୍ରାଫିକ୍ ସମସ୍ୟା ଦେଖାଯାଉଛି…ତେଣୁ ପ୍ରତିଦିନ ନଈ ପାର କରି ଅଫିସ୍ ଯାଉଛନ୍ତି ଏହି ବ୍ୟକ୍ତି ।

ବଡ଼ ବଡ଼ ସହରର ଲୋକମାନଙ୍କ ଲାଗି ଟ୍ରାଫିକ୍ ସମସ୍ୟା ଏକ ବଡ଼ ସମସ୍ୟା ହୋଇଯାଇଛି । ଅଫିସରେ ପହଁଚିବା ହେଉ ଅବା କୈାଣସି ସ୍ଥାନକୁ ଯାତ୍ରା କରିବା ପାଇଁ ରେଳ ଷ୍ଟେସନ କିମ୍ବା ବିମାନବନ୍ଦରରେ ପହଁଚିବା ହେଉ ,ଟ୍ରାଫିକ୍ ସମସ୍ୟାକୁ ନେଇ ବିଳମ୍ବ ହୋଇଯାଇଥାଏ । କିନ୍ତୁ ଜର୍ମାନୀର ଜଣେ ବ୍ୟକ୍ତି ଏହି…

ସ୍ମାର୍ଟଫୋନ୍ ଜ୍ୟାକେଟ୍ ! ହାତରୁ ପଡିଲେ ମଧ୍ୟ ଭାଙ୍ଗିବାର ଟେନସନ୍ ନାହିଁ । 

ଆଜିକାଲି ସ୍ମାର୍ଟଫୋନ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ପାଲଟି ଯାଇଛି । ଲୋକମାନେ ଦିନର ଏକ ବଡ଼ ସମୟ ସ୍ମାର୍ଟଫୋନ ସହିତ ବିତାଉଛନ୍ତି । ପୁଣି ସ୍ମାର୍ଟଫୋନ ଗୁଡ଼ିକରେ ବ୍ୟକ୍ତିଗତ ଓ ପେଷାଦାର ଜୀବନର ଅନେକ ତଥ୍ୟ ସଂରକ୍ଷିତ ହୋଇ ରହୁଛି । ଏଣୁ ଫୋନଗୁଡ଼ିକ ହାତରୁ ପଡିଭାଙ୍ଗିଗଲେ ଦୁଃଖ ତ…

ବ୍ରହ୍ମପୁରରେ ନୂଆ ବସଷ୍ଟାଣ୍ଡ ସ୍ଥାନାନ୍ତରଣକୁ ନେଇ ବିବାଦ ! ଗମନାଗମନ ସୁବିଧା ନଥିବାରୁ ବସ ମାଲିକ ଯିବାକୁ ଅରାଜି, ବସ…

କନକ ବ୍ୟୁରୋ: ବ୍ରହ୍ମପୁର ଟାଉନ ସ୍ଥିତ ବସଷ୍ଟାଣ୍ଡ ସ୍ଥାନାନ୍ତରଣକୁ ନେଇ ବିବାଦ ଦେଖାଦେଇଛି । ଫଳରେ ଆଜି ଗଞ୍ଜାମ ଜିଲ୍ଲାର ସମସ୍ତ ବସ ଚଳାଚଳ ଠପ ହୋଇଯାଇଛି । ହଳିଆପଦରଠାରେ ୧୨କୋଟି ଟଙ୍କାରେ ନିର୍ମାଣ ହୋଇଛି ଏହି ବସଷ୍ଟାଣ୍ଡ । ତେବେ ନୂଆ ବସଷ୍ଟାଣ୍ଡକୁ ଗମନାଗମନ ସୁବିଧା ନଥିବାରୁ ବସ…

ଜୁଲାଇ ୧ କୁ ଜିଏସଟି ଦିବସ ରୂପେ ପାଳନ କରିବାକୁ କେନ୍ଦ୍ର ସରକାରଙ୍କ ଘୋଷଣା!

କନକ ବ୍ୟୁରୋ: ୨୦୧୭ ମସିହା ଜୁଲାଇ ୧ ତାରିଖରେ କେନ୍ଦ୍ର ସରକାର ସାରା ଦେଶରେ ଏକକ ଟିକସ ବ୍ୟବସ୍ଥା କରିବା ଲାଗି ଘୋଷଣା କଲେ । ଏହାର ଅର୍ଥ ହେଉଛି ସାରା ଦେଶରେ ଗୋଟିଏ ଟିକସ ବ୍ୟବସ୍ଥା । ଜନସାଧାରଣ ବସ୍ତୁ ଓ ସେବା ଉପରେ ଯେପରି ଥରେ ଟ୍ୟାକ୍ସ ଦେବେ ସେଥିଲାଗି ସରକାର ଏପରି ପନ୍ଥା ଆପଣାଇଥିଲେ…