Daily Archives

April 26, 2018

ଚିଟଫଣ୍ଡରେ ଟଙ୍କା ହରାଇଥିବା ଜମାକାରୀଙ୍କ ପାଇଁ ଖୁସି ଖବର ! କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ପାଇଁ ସବୁ…

କନକ ବ୍ୟୁରୋ : ଚିଟଫଣ୍ଡ୍ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ପାଇଁ ଖୁସିଖବର । ଖୁବ୍ ଶୀଘ୍ର ରାଜ୍ୟ ସରକାର ସେମାନଙ୍କୁ ଟଙ୍କା ଫେରାଇବା କାମ ଆରମ୍ଭ କରିବାକୁ ଯାଉଛନ୍ତି । ଏ ନେଇ ଅର୍ଥ ବିଭାଗର ନିର୍ଦ୍ଦେଶକୁ ଜିଲ୍ଲାପାଳ ଓ ତହସିଲଦାରମାନେ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ସମ୍ଭବତଃ…

ପଲଟିଗଲା ଉଷସୀ ମାମଲା! ଅଭିନେତ୍ରୀଙ୍କ ନାଁରେ ପାଲଟା ଅଭିଯୋଗ ଆଣିଲେ ଇନ୍ଦ୍ରମଣୀ ସାହୁ

କନକ ବ୍ୟୁରୋ : ଅନୁଗୁଳ ଡେରେଙ୍ଗରେ ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ ମାମଲାରେ ପାଲଟା ଉଷସୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଇନ୍ଦ୍ରମଣି ସାହୁ, ଉଷସୀଙ୍କ ନାଁରେ ପାଲଟା ଅଭିଯୋଗ କରି କହିଛନ୍ତି, ଘଟଣା ଦିନ ଉଷସୀ ତାଙ୍କୁ ପ୍ରଥମେ ଚପଲରେ ମାଡ ମାରିଥିଲେ । ଏପରିକି…

ସଧବା ରହିବାକୁ ଆଶୀର୍ବାଦ ଦେଇ ସଜାଇ ଦେଲା ବିଧବା ! ରିସେପସନ ପାର୍ଟିକୁ ଯାଇ ଭୋଜି ଖାଇଥିଲା ଷଡଯନ୍ତ୍ରକାରୀ ପୁଞ୍ଜିଲାଲ…

କନକ ବ୍ୟୁରୋ : ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରୁ ଉଠିଛି ପରଦା । ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ ମେହେର ହିଁ ଏହି ଘଟଣାର ମୁଖ୍ୟ ମାଷ୍ଟରମାଇଣ୍ଡ । ତେବେ ଏହି ଘଟଣାରେ ନ ଧରା ପଡିବା ପାଇଁ ବାହାଘରକୁ ମୃତ୍ୟୁର ଉପହାର ପଠାଇଥିବା ଇଂରାଜୀ ଅଧ୍ୟାପକ ପୁଂଜିଲାଲ ମେହେର ଅତି ଚତୁରତାର ସହ…

ବଡ ଠାକୁରଙ୍କ ପାଖରେ ଅଛି ୧୨୮ କେଜି ସୁନା ଓ ୨୨୧ କେଜି ରୂପା ଅଳଙ୍କାର ! ୪୦ ବର୍ଷ ତଳର ହିସାବ ରଖିଲେ ସରକାର

କନକ ବ୍ୟୁରୋ : କୋଟି କୋଟି ଓଡିଆଙ୍କ ଆରାଧ୍ୟ ଦେବତା, ମହାପ୍ରଭୁ ଜଗନ୍ନାଥ, ଅମାପ ସମ୍ପତିର ଅଧିକାରୀ । କାଳିଆ ପାଖରେ କୁବେର ସମ୍ପତି । ବିଶ୍ୱର ଧନୀ ଠାକୁରଙ୍କ ମଧ୍ୟରେ ରହିଛି ପୁରୀ ଶ୍ରୀମନ୍ଦିରର ଜଗନ୍ନାଥଙ୍କ ନାଁ । ହେଲେ ଜାଣିଛନ୍ତି ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଜଗାର ଗହଣା କେତେ? କେତେ…

ଆପଣ ପତଞ୍ଜଳୀ ସାମଗ୍ରୀ କିଣୁଛନ୍ତି କି ? ସାବଧାନ, ବଜାରରେ ବିକ୍ରି ହେଉଛି ପତଞ୍ଜଳୀ ଲେବଲ ଲାଗିଥିବା ନକଲି ସାମଗ୍ରୀ ।

ଯଦି ଆପଣ ପତଞ୍ଜଳୀର ବିଭିନ୍ନ ସାମଗ୍ରୀ ବ୍ୟବହାର କରୁଛନ୍ତି, ତେବେ ସଚେତନ ହୁଅନ୍ତୁ । ବଜାରରେ ନକଲି ସାମଗ୍ରୀ ଉପରେ ପତଞ୍ଜଳୀର ଲେବଲ ଲଗାଇ ବିକ୍ରି କରାଯାଉଛି । ହରିଦ୍ୱାରର ଜଗଜୀତପୁର ସ୍ଥିତ ଏକ ହସ୍ପିଟାଲରେ ଯୋଗ ଗୁରୁ ବାବା ରାମଦେବଙ୍କର ପତଞ୍ଜଳୀ ସମୂହର ଲେବଲ ଲଗାଯାଇ ବିକ୍ରି…

ରାତି ୯ଟା ଯାଏଁ ସର୍ତକ ରୁହନ୍ତୁ ! ଝଡ଼ବର୍ଷା ଓ ଘଡଘଡ଼ିକୁ ନେଇ ୮ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କଲା ପାଣିପାଗ…

କନକ ବ୍ୟୁରୋ : ଝଡ଼ବର୍ଷା ପାଇଁ ପୁଣି ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ । ରାଜ୍ୟର ୮ଟି ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ନେଇ ସର୍ତକ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ରାତି ୯ଟା ଯାଏଁ ୮ଟି ଜିଲ୍ଲାର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି…