Daily Archives

April 24, 2018

ଛାତ୍ରଛାତ୍ରୀ ସାବଧାନ ! ଦେଶରେ ଅଛି ୨୪ଟି ନକଲି ବିଶ୍ୱବିଦ୍ୟାଳୟ, ତାଲିକା ଜାରି କଲା ୟୁଜିସି । ଜାଣନ୍ତୁ ଓଡ଼ିଶାର କେଉଁ…

କନକ ବ୍ୟୁରୋ : ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ବା ୟୁଜିସି ଦେଶର ୨୪ଟି ନକଲି ବିଶ୍ୱବିଦ୍ୟାଳୟର ତାଲିକା ଜାରି କରିଛି । ଯେଉଁ ତାଲିକାରେ ଦିଲ୍ଲୀର ଆଠଟି ବିଶ୍ୱବିଦ୍ୟାଳୟ ରହିଛି । ଏହାଛଡା ଏହି ୨୪ଟି ନକଲି ବିଶ୍ୱବିଦ୍ୟାଳୟ ମଧ୍ୟରେ ଦୁଇଟି ନକଲି ବିଶ୍ୱବିଦ୍ୟାଳୟ ରହିଛି । ରାଉରକେଲା ଓ…

କେବେ ସୁଧୁରିବ ଅଷ୍ଟ୍ରେଲିଆ? କିମ୍ବଦନ୍ତୀ କ୍ରିକେଟର ସଚିନଙ୍କ ଜନ୍ମଦିନରେ କଙ୍ଗାରୁ ଟିମର ବିବାଦୀୟ ଟ୍ୱିଟ୍, ଉତ୍ତର…

ଆଜି ୪୫ତମ ଜନ୍ମଦିନ ପାଳନ କରିଛନ୍ତି କିମ୍ବଦନ୍ତୀ କ୍ରିକେଟର୍ ସଚିନ୍ ତେନ୍ଦୁଲକର୍ ଓ ଦେଶବିଦେଶରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ଏପରିକି ସଚିନ୍ଙ୍କ ଘର ବାହାରେ ତାଙ୍କ ପ୍ରଶଂସକ ଖୁସିରେ କେକ୍ ମଧ୍ୟ କାଟିଛନ୍ତି । ଅନ୍ୟପଟେ ନିଜ ସ୍ୱଭାବସୁଲଭ ଢଙ୍ଗରେ ଖୁସିର ଏହି ଅବସରକୁ ବିଗାଡ଼ିବାରେ…

ବଳାତ୍କାର ବିହୀନ ଭାରତ ପାଇଁ ମୋଦିଙ୍କ ଫର୍ମୁଲା ! ଝିଅଙ୍କୁ ସମ୍ମାନ ଦିଅ, ପୁଅଙ୍କୁ ଉତ୍ତରଦାୟୀ କର

ଉନ୍ନାଓ ଓ କାଠୁଆ ପରି ଲୋମହର୍ଷଣକାରୀ ଦୁଷ୍କର୍ମ ଘଟଣା ମୋଦି ସରକାରଙ୍କୁ କାଠଗଡାରେ ଠିଆ କରିଥିବା ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶର ମଣ୍ଡଲାରେ ଏକ କାର୍ଯ୍ୟକ୍ରମରେ ଏନେଇ ମୁହଁ ଖୋଲିଛନ୍ତି । କହିଛନ୍ତି, ପରିବାରବର୍ଗ ନିଜ ଝିଅକୁ ସମ୍ମାନ ଦିଅନ୍ତୁ ଏବଂ ପୁଅକୁ…

ଏଥର ମାଓବାଦୀଙ୍କ ମରିବା ପାଳି ! ତିନି ଦିନରେ ୩୭ ମାଓବାଦୀଙ୍କୁ ନିପାତ କଲେ ସୁରକ୍ଷାକର୍ମୀ, ଲାଲଗଡ ଭୁଷୁଡିବା ପରେ…

ମହାରାଷ୍ଟ୍ରର ଗଡଚିରୋଲିରେ ସବୁଠାରୁ ବଡ ମାଓବିରୋଧୀ ଅପରେସନ୍ । ଆଜି ସୁଦ୍ଧା ୩୭ ଜଣ ମାଓବାଦୀଙ୍କୁ ନିପାତ କରିଛନ୍ତି ସୁରକ୍ଷାକର୍ମୀ । ନକ୍ସଲ ବିରୋଧୀ ଅପରେସନରେ ଏହା ସବୁଠାରୁ ବଡ ଅପରେସନ୍ ବୋଲି କୁହାଯାଉଛି । ଆଉ ଏହି ଅପରେସନ ପରେ ଖୁସି ମନାଇଛନ୍ତି ଯବାନ । ତିନି ଦିନରେ ୩୭ ମାଓବାଦୀ…

ମହାରଥୀଙ୍କ ସମ୍ବିଧାନ ଜ୍ଞାନ ! ବିଧାନସଭାରେ ସମ୍ବିଧାନର ଧାରା ଭୁଲ କହି ହଟହଟା ହେଲେ ମନ୍ତ୍ରୀ ପ୍ରଦୀପ ମହାରଥୀ

କନକ ବ୍ୟୁରୋ : ସମ୍ବିଧାନର ଧାରାକୁ ଭୁଲ ଭାବରେ ବଖାଣି ଆଜି ବିଧାନସଭାରେ ହଟହଟା ହୋଇଛନ୍ତି ପଂଚାୟତିରାଜ ମନ୍ତ୍ରୀ ପ୍ରଦୀପ ମହାରଥୀ । ଆଦିବାସୀ ଓ ଗ୍ରାମସଭା ସମ୍ପର୍କୀତ ଏକ ପ୍ରଶ୍ନର ଉତରରେ ମନ୍ତ୍ରୀ ମହାରଥୀ ଯେଉଁ ଆଇନ ଓ ବିଧି ବ୍ୟବସ୍ଥାର କଥା କହିଲେ ସେଭଳି କିଛି ଆଇନ୍ ଭାରତୀୟ…