Daily Archives

April 23, 2018

ଆପଣ ଜାଣିଛନ୍ତି କି ? ଦେହରେ ତମ୍ବା ଅଳଙ୍କାର ରହିଲେ ମିଳିଥାଏ ଏହିସବୁ ଫାଇଦା

ତମ୍ବା ଏକ ଲୋକପ୍ରିୟ ଧାତୁ। ଏହି ଧାତୁରେ ନିର୍ମିତ ପାତ୍ରକୁ ଆମେ ରୋଷେଇରେ ବ୍ୟବହାର କରିଥାଉ। ଠିକ୍ ସେହିପରି କେହି କେହି ତମ୍ବାରେ ତିଆରି ମୁଦି ବି ପିନ୍ଧିଥାନ୍ତି । ଆସନ୍ତୁ ଜାଣିବା ତମ୍ବା ଗହଣା ପିନ୍ଧିଲେ କି କି ଲାଭ ମିଳିଥାଏ? • ପ୍ରଥମତଃ ତମ୍ବା ଅଳଙ୍କାର ପିନ୍ଧିଲେ ମୁଣ୍ଡବିନ୍ଧା…

ଶ୍ରୀମନ୍ଦିର ନୀତି ବିଭ୍ରାଟ ପରେ ଏବେ ସବୁକିଛି ସ୍ୱାଭାବିକ । ସମସ୍ତ ନୀତି ଶୃଂଖଳିତ ହେବା ସହ ଗର୍ଭ ଗୃହକୁ ପ୍ରବେଶ କଲେ…

କନକ ବ୍ୟୁରୋ: ନୀତି ସହିତ ସଂପୃକ୍ତ ନଥିବା ପାଳିଆ ସେବକମାନେ ସୋମବାର ଶ୍ରୀମନ୍ଦିର ଗର୍ଭ ଗୃହକୁ ପ୍ରବେଶ କରିଛନ୍ତି। ଶ୍ରୀମନ୍ଦିର ଗର୍ଭଗୃହକୁ ପ୍ରବେଶ ନେଇ ହାଇକୋର୍ଟ ନିକଟରେ ଏକ ରାୟ ଦେଇଥିଲେ। ରାୟରେ ହାଇକୋର୍ଟ କହିଥିଲେ ଯେ, ଶ୍ରୀଜିଉଙ୍କ ସେବା ସହିତ ଜଡ଼ିତ ସେବାୟତମାନେ କେବଳ ଗର୍ଭଗୃହକୁ…

କଟକ ବଡ ମେଡିକାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛି ସାଲେପୁର ଦୁଷ୍କର୍ମ ପୀଡିତା । ସେପଟେ ବିଧାନସଭାରେ ପ୍ରସଙ୍ଗ ଉଠାଇ…

କନକ ବ୍ୟୁରୋ: ସାଲେପୁରର କୁନି ଝିଅକୁ ଦୁଷ୍କର୍ମ ପ୍ରସଙ୍ଗରେ ଆଜି ବିଧାନସଭା ଦୋହଲିଛି । ବିଧାନସଭାରେ ହଙ୍ଗାମା କରିଛନ୍ତି ବିରୋଧୀ । ସବୁ ବ୍ୟବସ୍ଥା ସତ୍ୱେ କିଭଳି ଦୁଷ୍କର୍ମ ହେଉଛି ବୋଲି ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି । ଥାନାରେ ମହିଳା ଡେସ୍କ ଖୋଲିଦେଲେ କଣ ଧର୍ଷଣ…

ନୂଆ ଦାୟିତ୍ୱ ପାଇ ଫେରିବା ପରେ ନିର୍ବାଚନୀ ମୋଡରେ ନିରଞ୍ଜନ । କହିଲେ, ୨୦୧୯ ପାଇଁ କଂଗ୍ରେସର ଟାର୍ଗେଟ ୮୫ ପ୍ଲସ୍ ।…

କନକ ବ୍ୟୁରୋ: ନିର୍ବାଚନୀ ମୁଡରେ କଂଗ୍ରେସ । ୧୯’ରେ ଟାର୍ଗେଟ୍ ୮୫ + । ଏଭଳି କିଛି ପ୍ରତିଫଳିତ ହୋଇଛି ରାଜ୍ୟ କଂଗ୍ରେସରେ । ପିସିସିର ନବନିଯୁକ୍ତ ସଭାପତି ନିରଂଜନ ପଟ୍ଟନାୟକ କହିଛନ୍ତି, ୩ ମାସ ମଧ୍ୟରେ କଂଗ୍ରେସ, ୫୦ ପ୍ରତିଶତ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଦେବ । ଏଥିସହ ନିରଂଜନ…

ଟିସିଏସର ଏକ ବିରଳ ସଫଳତା ! ଯାହା ଏଯାଏଁ କୌଣସି ଭାରତୀୟ କମ୍ପାନୀ ହାସିଲ କରିପାରି ନାହାଁନ୍ତି ।

ଟାଟା କନ୍ସଲଟେନ୍ସି ସର୍ଭିସ, ସେୟାର ମାର୍କେଟରେ ଇତିହାସ ବନାଇବାରେ ସଫଳ ହୋଇପାରିଛି । ଟିସିଏସ ଏପରି ଏକ କମ୍ପାନୀ ହୋଇଯାଇଛି , ଯାହା ୧୦୦ ବିଲିୟନ ଡଲାର ବା ୬.୬୦ ଲକ୍ଷ କୋଟିର ସଫଳତା ହାସଲ କରିବାରେ ସକ୍ଷମ ହୋଇଛି । ମାର୍କେଟ କ୍ୟାପିଟାଲାଇଜେସନର କହିବା ଅନୁଯାୟୀ, ଟିସିଏସ ୧୦୦ ବିଲିୟନ…