Daily Archives

April 20, 2018

୧୦ ବର୍ଷ ପରେ ଜେଲରୁ ବାହାରିବ ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟ! ହାଇକୋର୍ଟରୁ ମିଳିଲା ସର୍ତମୂଳକ ଜାମିନ

କନକ ବ୍ୟୁରୋ : ୧୦ ବର୍ଷ ପରେ ଜେଲରୁ ବାହାରିବ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ । ଜ୍ୟୋତି ମୋଟର୍ସ କର୍ମଚାରୀଙ୍କୁ ଅପହରଣ ଓ ହତ୍ୟା ଧମକ ମାମଲାରେ ହାଇକୋର୍ଟ ଆଜି ରାଜାକୁ ଜାମିନ୍ ପ୍ରଦାନ କରିଛନ୍ତି । ବହୁ ଚର୍ଚ୍ଚିତ ଜୁଡୋ କୋଚ୍ ବିରଂଚି ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଥିବା ରାଜା ଆଚାର୍ଯ୍ୟ…

ଶନିବାର ସ୍ୱାଗତ, ରବିବାର ସମୀକ୍ଷା ! ଟ୍ୱିଟ୍ କରି ନିରଞ୍ଜନ ଦେଲେ ଅଭୟବାଣୀ , କହିଲେ, ନେତା ଓ କର୍ମୀଙ୍କ ପ୍ରତି ହେବ…

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସର ନବକଳେବର ପରେ ଚଳଚଂଚଳ ହୋଇଛି କଂଗ୍ରେସ ଶିବିର । ନୂଆ ମଙ୍ଗୁଆଳଙ୍କୁ ନେଇ ନେତା ଓ କର୍ମୀଙ୍କ ମନରେ ଉତ୍ସାହ । ଆସନ୍ତା କାଲି ଓଡିଶା ଫେରୁଥିବା ପିସିସି ସଭାପତି ନିରଂଜନ ପଟ୍ଟନାୟକ ଓ ନୂଆ ଟିମକୁ ବିରାଟ ପଟୁଆର ସହ ସ୍ୱାଗତ କରିବାକୁ ପ୍ରସ୍ତତି କରୁଛି ଦଳ ।…

ଭାରତୀୟ ନ୍ୟାୟିକ ଇତିହାସରେ ପ୍ରଥମ ! ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଦୀପକ ମିଶ୍ରଙ୍କ ବିରୋଧରେ ମହାଭିଯୋଗ…

କନକ ବ୍ୟୁରୋ : ଦେଶର ଇତିହାସରେ ପ୍ରଥମ ଥର ପାଇଁ ଆଜି ଏପରି ଏକ ଘଟଣା ଘଟିଛି, ଯାହା ନ୍ୟାୟିକ ବ୍ୟବସ୍ଥା ଉପରେ ସାରାଦେଶରେ ଆଲୋଚନା ପାଇଁ ଖୋରାକ ଯୋଗାଇଛି । ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ହଟାଇବା ଲାଗି ଏକାଠି ହୋଇଛନ୍ତି ବିରୋଧୀ । କଂଗ୍ରେସ ନେତୃତ୍ୱରେ ୭ଟି ବିରୋଧୀ ଦଳ ପ୍ରଧାନ…

ପଇସା ମିଳିଲାନି, ମୃତ୍ୟୁ ମିଳିଲା ! ଚିକିତ୍ସା ପାଇଁ ଟଙ୍କା ଆଣିବାକୁ ୪ ଦିନ ବ୍ୟାଙ୍କରେ ଚକ୍କର କାଟିଲେ, ଶେଷରେ…

ପଇସା ମିଳିଲାନି, ମୃତ୍ୟୁ ମିଳିଲା । ଦେଶର ଅଧିକାଂଶ ଏଟିଏମ ଏବେ ଖାଲି ପଡିଥିବା ବେଳେ ଟଙ୍କା ପାଇଁ ଜଣେ ମହିଳାଙ୍କ ଜୀବନ ଚାଲି ଯାଇଥିବା ଘଟଣା ସାମ୍ନାକୁ ଆସିଛି । ବିହାରର ପୂର୍ଣ୍ଣିୟା ଜିଲ୍ଲାରୁ ଏଭଳି ଘଟଣା ସାମ୍ନାକୁ ଆସିଛି । କେନ୍ଦ୍ର ସରକାର ପର୍ଯ୍ୟାପ୍ତ ପଇସା ଥିବା ନେଇ ଆଶ୍ୱସ୍ତ…

ମାଟି ହାଣ୍ଡି କରୁଛି ଭବିଷ୍ୟବାଣୀ ! ଜାଣନ୍ତୁ ଭାରତର କେଉଁଠି ଘଟୁଛି ଏଭଳି ଚମତ୍କାରୀ ଘଟଣା ।

ମହାରାଷ୍ଟ୍ର ବୁଲଦାନା ଜିଲ୍ଲାର ଏକ ଗ୍ରାମରେ ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅକ୍ଷୟ ତୃତୀୟା ଅବସରରେ ଘଟ ରଚନା କରାଯାଇଥିଲା । ଏଥିରେ ଚମତ୍କାରୀ ହାଣ୍ଡି ଜରିଆରେ ଚନ୍ଦ୍ରଭାନ ମହାରାଜଙ୍କର ଉତ୍ତରାଧିକାରୀ ପୂଜାଜୀ ମହାରାଜ ବାଘ ଏବଂ ତାଙ୍କ ସହଯୋଗୀ ସାରଙ୍ଗଘର ପାଟିଲ ମହାରାଜ, ଚାଷୀମାନଙ୍କ…

ଜୟପୁରରୁ ପୁଣି ଉଡିବ ବିମାନ ! ଭିତ୍ତିଭୂମି ଯାଂଚ କଲେ ୨ ଜଣିଆ ଟିମ୍, ଉଡ଼ିବ କେବଳ ୧୮ ସିଟର ବିମାନ

କନକ ବ୍ୟୁରୋ : ଉଡ଼ାନ ଯୋଜନାରେ ସାମିଲ ହେବ ଜୟପୁର । ଭିତ୍ତିଭୂମି ଯାଂଚ କଲେ ୨ ଜଣିଆ ଟିମ୍ । ଲଙ୍ଗ ଟର୍ମ ବଦଳରେ ସର୍ଟରେ ହେଲା କାମ । ଉଡ଼ିବ କେବଳ ୧୮ ସିଟର ବିମାନ । ଏପ୍ରିଲ ଶେଷ ସୁଦ୍ଧା ହସ୍ତାନ୍ତର ହେବ ଏୟାରପୋର୍ଟ । ଜୟପୁରରୁ ପୁଣି ଉଡିବ ବିମାନ । ଏପ୍ରିଲ ଶେଷ ସୁଦ୍ଧା ଏୟାରଷ୍ଟ୍ରିପ୍…