Daily Archives

April 19, 2018

ଫେସବୁକ ଆଣିଲା ନୂଆ ଯୋଜନା ! ଏଣିକି ଘରେ ବସି କରିପାରିବେ ମୋବାଇଲ ରିଚାର୍ଜ, ଜାଣନ୍ତୁ ପୁରା ପ୍ରକ୍ରିୟା । 

ଗତ କିଛି ବର୍ଷ ମଧ୍ୟରେ ସୋସିଆଲ ମିଡିଆ ୱେବସାଇଟରେ, ଫେସବୁକ ବହୁତ ଉନ୍ନତି ଲାଭ କରିଛି । ଫେସବୁକ କେବଳ ସୋସିଆଲ ମିଡିଆରେ ସୀମିତ ହୋଇ ରହିବାକୁ ଚାହୁଁ ନାହିଁ । ଏହାର ଲକ୍ଷ ବଡ ହୋଇଥିବାରୁ ଫେସବୁକ ୱାନ୍ ଷ୍ଟପ୍ ସପ୍ ଭଳି ବଡ ହେବାକୁ ଚେଷ୍ଟା କରୁଛି । ଏହାକୁ ଦୃଷ୍ଟିରେ ରଖି ଫେସବୁକ ଏକ ନୂଆ…

ବଞ୍ଚିବା ପାଇଁ ବୁଢା ବରଗଛ ନେଉଛି ସାଲାଇନ ! ୭୦୦ ବର୍ଷ ପୁରୁଣା ବିଶ୍ୱର ଦ୍ୱିତୀୟ ବୃହତ ବରଗଛକୁ ବଞ୍ଚାଇବା ପାଇଁ…

ବଞ୍ଚିବା ପାଇଁ ବରଗଛ ନେଉଛି ସାଲାଇନ । ଏଭଳି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଯେଉଁଠି ମଣିଷ ଗଛ କାଟି କଂକ୍ରିଟ ଜଙ୍ଗଲ ସୃଷ୍ଟି କରୁଛନ୍ତି । ସେହିଭଳି ସମୟରେ ତେଲଙ୍ଗାନାର ବନ ବିଭାଗ ଗୋଟିଏ ପୁରଣା ବୁଢା ବରଗଛକୁ ବଞ୍ଚାଇ ରଖିବା ପାଇଁ ସାଲାଇନ ଦେଉଛି । ତେଲଙ୍ଗାନାର ମହାବୁବନଗର…

ମିଲିନ୍ଦ୍ ଏବଂ ଗାର୍ଲଫ୍ରେଣ୍ଡ ଅଙ୍କିତାଙ୍କ ପ୍ରେମରେ ପଡିଲା ଭଟ୍ଟା! ବୟଷ୍କ ବୋଲି ବିବାହ କରିବାକୁ ମନାକଲେ ଅଙ୍କିତା ।

ମଡ଼େଲ୍ ତଥା ଆକ୍ଟର ମିଲିନ୍ଦ୍ ସୋମନ୍ ତାଙ୍କ ଠାରୁ ୨୯ ବର୍ଷ ଛୋଟ ଗାର୍ଲଫ୍ରେଣ୍ଡଙ୍କୁ ଅପ୍ରେଲ୍ ୨୧ ତାରିଖରେ ବାହା ହେବା କଥା ବେଶ୍ କିଛି ବର୍ଷ ଧରି ଶୁଣିବାକୁ ମିଳୁଥିଲା । ଦୁହେଁ ଦୁହିଁଙ୍କ ରୋମାଣ୍ଟିକ୍ ତଥା ହଟ୍ ଫଟୋକୁ ସୋସିଆଲ ମିଡିଆରେ ସେଆର୍ କରି ଆସୁଥିଲେ । ତାଙ୍କର ଏହି ପ୍ରେମିକାଙ୍କ…

ହ୍ୟାକର୍ସଙ୍କ ଜାଲରେ ସୁପ୍ରିମକୋର୍ଟ ୱେବସାଇଟ ! ସନ୍ଦେହ ଘେରରେ ବ୍ରାଜିଲ ହ୍ୟାକର ଗ୍ରୁପ ।

ସର୍ବୋଚ୍ଚ ନ୍ୟାୟାଳୟରେ ଆଜି ଦେଖାଦେଇଛି ଏକ ଅଭାବନୀୟ ଘଟଣା । ସୁପ୍ରିମକୋର୍ଟର ୱେବସାଇଟ ହ୍ୟାକ ହୋଇଥିବା ଜଣା ପଡିଛି । ତେବେ ଏହି ଘଟଣା ପଛରେ ବ୍ରାଜିଲର ହ୍ୟାକିଂ ଗ୍ରୁପ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ହ୍ୟାକ ହେବାର କିଛି ସମୟ ପରେ ୱେବସାଇଟ ଡାଉନ ହୋଇଯାଇଥିଲା ।…

ମୁସଲମାନ ଯୁବକଙ୍କ ହନୁମାନ ଚାଳିଷା ପାଠ! ଅନର୍ଗଳ ପାଠ ପାଇଁ ୩ ମାସ ସମୟ ଲାଗିଥିଲା ।

ବିଶିଷ୍ଟ ଉର୍ଦ୍ଦୁ କବି ଅନଓ୍ଵାର୍ ଜଲାଲ ପୁରି ଶ୍ରୀମଦ ଭଗବଦ୍ ଗୀତାର ଅନୁବାଦକ କରିବା ପରେ ଉତ୍ତର ପ୍ରଦେଶର ଜଣେ ମୁସଲମାନ ଯୁବକ ଏବେ ହନୁମାନ ଚାଳିଶାର ଉର୍ଦ୍ଦୁ ଅନୁବାଦ କରିଛନ୍ତି। ଅନୁବାଦକ ଆବିଦ ଅଲଓ୍ଵି କହନ୍ତି: ମୁଁ ଛଅ ଧାଡ଼ିଆ ‘ମୁସାଦ୍ଦାସ’ ଶୈଳୀରେ ହନୁମାନ ଚାଳିଶା ଅନୁବାଦ କରିଛି।…

ରାଜ୍ୟ କଂଗ୍ରେସର ନବକଳେବର ! ନିରଞ୍ଜନ ପଟ୍ଟନାୟକ ହେଲେ ପିସିସି ସଭାପତି, ୩ ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ।…

କନକ ବ୍ୟୁରୋ : ଓଡ଼ିଶା କଂଗ୍ରେସର ହେଲା ନବକଳେବର । ବଦଳିଲେ ପିସିସି ମୁଖିଆ । ନିରଞ୍ଜନ ପଟ୍ଟନାୟକ ହେଲେ ନୂଆ ପିସିସି ସଭାପତି । ନିରଞ୍ଜନଙ୍କ ନାଁରେ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି ମୋହର ମାରିଛନ୍ତି । ନିରଞ୍ଜନଙ୍କ ଛଡା ପିସିସିର ତିନି କାର୍ଯ୍ୟକାରୀ ସଭାପତିଙ୍କ ନାଁରେ ମୋହର…