Daily Archives

April 19, 2018

କଂଗ୍ରେସ ଦଳରେ ‘ବ୍ରହ୍ମ’ ପରିବର୍ତନ ! ନିରଞ୍ଜନ ପଟ୍ଟନାୟକ ହେଲେ ଓଡ଼ିଶା କଂଗ୍ରେସର ନୂଆ ମଙ୍ଗୁଆଳ, ୨୦୧୯ ପାଇଁ ୨୦୦୯…

କନକ ବ୍ୟୁରୋ : ରାଜ୍ୟ କଂଗ୍ରେସକୁ ନେଇ ଚାଲିଥିବା ସବୁଠାରୁ ବଡ ଚର୍ଚ୍ଚାର ଅବସାନ ଘଟିଛି । ଏବଂ କଂଗ୍ରେସର ବ୍ରହ୍ମ ପରିବର୍ତନ ହୋଇଛି । ବଦଳିଛନ୍ତି ପ୍ରସାଦ ହରିଚନ୍ଦନ ଏବଂ ତାଙ୍କ ସ୍ଥାନ ନେଇଛନ୍ତି ନିରଂଜନ ପଟ୍ଟନାୟକ । ମୁଣ୍ଡ ଉପରେ ୨୦୧୯ ସାଧାରଣ ନିର୍ବାଚନ ଥିବା ବେଳେ ଦଳର ଅଧ୍ୟକ୍ଷ…

ବିଧାନସଭାରେ ଏଟିଏମ ତାତି ! ବିଧାୟକ କହିଲେ, ବାଚସ୍ପତି ବ୍ୟବସ୍ଥା କରନ୍ତୁ ନହେଲେ ଧାର ଦିଅନ୍ତୁ । ୨୪ ଘଣ୍ଟା ମଧ୍ୟରେ…

କନକ ବ୍ୟୁରୋ : ଏଟିଏମରୁ ଟଙ୍କା ପାଇବାରେ ଅସୁବିଧା ଦିନକୁ ଦିନ ବଢିବାରେ ଲାଗିଛି । ରାଜ୍ୟର ଅନେକ ସ୍ଥାନରେ ଏଟିଏମ୍ ଆଗରେ ଲମ୍ବା ଲାଇନ୍ ଦେଖିବାକୁ ମିଳିଛି । ତେବେ ଦେଶରେ ସବୁଠାରୁ ବଡ ବ୍ୟାଙ୍କ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଅଧ୍ୟକ୍ଷ କହିଛନ୍ତି, ୨୪ ଘଂଟା ଭିତରେ ସମସ୍ୟାର ସମାଧାନ…

ବାପା ସାଜିଲା ସଇତାନ, ବାପ-ଝିଅ ସମ୍ପର୍କରେ ଲାଗିଲା କଳଙ୍କ ! କନ୍ୟାଦାନ ବଦଳରେ ସାଙ୍ଗମାନଙ୍କ ସହ ମିଶି ନେଲା ଝିଅର…

ହଜିଯାଇଛି ରକ୍ତ ସମ୍ପର୍କ । ମରିଯାଇଛି ମାନବିକତା । ଉତ୍ତରପ୍ରଦେଶରେ ଉନ୍ନାଓ ଗଣଦୁଷ୍କର୍ମ ମାମଲା ଥଣ୍ଡା ପଡିନଥିବା ବେଳେ ଏବେ ଆଉ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସୀତାପୁର ଠାରେ ବାପା ଓ ଝିଅ ମଧ୍ୟରେ ଥିବା ସମ୍ପର୍କରେ ଦାଗ ଲାଗିଛି । ଏଠାରେ ଜଣେ ଅବିବେକି ବାପା ନିଜ ଝିଅକୁ…

ଜଷ୍ଟିସ ଲୋୟା ମୃତ୍ୟୁ ମାମଲାର ହେବ ନାହିଁ ଏସଆଇଟି ତଦନ୍ତ! ସର୍ବୋଚ୍ଚ ନ୍ୟାୟଳୟ କହିଲେ, ନ୍ୟାୟପାଳିକାକୁ ବଦନାମ…

ଆସିଲା ଜଷ୍ଟିସ୍ ଲୋୟା ମାମଲାର ଚୂଡ଼ାନ୍ତ ରାୟ । ଜଷ୍ଟିସ ଲୋୟାଙ୍କ ମୃତ୍ୟୁର ଏସଆଇଟି ତଦନ୍ତ ହେବନାହିଁ ବୋଲି କହିଲେ ସର୍ବୋଚ୍ଚ ଅଦାଲତ୍ । ଏସଆଇଟି ତଦନ୍ତ ନେଇ କରାଯାଇଥିବା ଆବେଦନକୁ ଆଜି ଖାରଜ କରିବା ସହ ସୁପ୍ରିମକୋର୍ଟ ଏହାକୁ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି । ଜଷ୍ଟିସ୍…

କମଳା ପୂଜାରୀଙ୍କ ଉପରେ ପଡିଲା ସରକାରଙ୍କ ଶୁଭ ଦୃଷ୍ଟି ! ମିଳିଲା ସରକାରୀ ଘର ଓ ବାର୍ଦ୍ଧକ୍ୟଭତା, ବିଲୁପ୍ତପ୍ରାୟ ଧାନ…

କନକ ବ୍ୟୁରୋ : ଶେଷରେ ଯୋଜନା ବୋର୍ଡ ସଦସ୍ୟାଙ୍କୁ ମିଳିଲା ସରକାରୀ ଘର । କୋରାପୁଟର କମଳା ପୂଜାରୀ ଯିଏ ଲୋପ ପାଇଥିବା ଅନେକ ଦେଶୀ ଧାନ ବିହନ ସଂରକ୍ଷଣ କରି ପାଇଥିଲେ ଅନ୍ତର୍ଜାତୀୟ ପୁରସ୍କାର, ତାଙ୍କ ଉପରେ ପଡ଼ିଛି ରାଜ୍ୟ ସରକାରଙ୍କର କୃପାଦୃଷ୍ଟି । ବିଳମ୍ବରେ ହେଲେ ବି ମିଳିଛି ଖଣ୍ଡିଏ ଘର ।…

ନିଟ୍ ପରୀକ୍ଷା ପାଇଁ ନୂଆ ୟୁନିଫର୍ମ ! କିଭଳି ଡ୍ରେସ ପିନ୍ଧି ଆସିବେ ଛାତ୍ରଛାତ୍ରୀ, ସିବିଏସଇ ଜାରି କଲା ଗାଇଡଲାଇନ

କନକ ବ୍ୟୁରୋ : ନିଟ୍ ପରୀକ୍ଷା ପାଇଁ ଡ୍ରେସ୍ କୋଡ୍ । ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା, ନିଟ୍ ପାଇଁ ଡ୍ରେସକୋର୍ଡ ଜାରି କରିଛି ସିବିଏସଇ । ଆସନ୍ତା ମେ ୬ ତାରିଖରେ ହେବାକୁ ଥିବା ନିଟ୍ ପରୀକ୍ଷାରେ ପରୀକ୍ଷାର୍ଥୀ ଫିକା ରଙ୍ଗର ହାଫ ସାର୍ଟ ଓ ଟ୍ରାଉଜର ପିନ୍ଧିବେ । ଜୋତା ବଦଳରେ…