Daily Archives

April 18, 2018

ଆବର୍ଜନା ମୁକ୍ତ ହେବ ଦେଶ ! ବାହାରିଲା ପ୍ଲାଷ୍ଟିକକୁ ନଷ୍ଟ କରିବାର ଉପାୟ ।

ପରିବେଶକୁ ଦୂଷିତ କରିବାରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଛି ପ୍ଲାଷ୍ଟିକ । ପ୍ରତିଦିନ କୁଢ କୁଢ ପ୍ଲାଷ୍ଟିକ ଆବର୍ଜନା ଦେଶରେ ଗଦା ହେଉଛି । କେବଳ ଆମ ଦେଶ ଭାରତ ନୁହେଁ ସାରା ବିଶ୍ୱରେ ଏହି ସମସ୍ୟା ଦେଖାଦେଇଛି । ପ୍ଲାଷ୍ଟିକ ଆବର୍ଜନା ଧିରେ ଧିରେ ବୃଦ୍ଧି ହେଉଥିବା ବେଳେ ଏହାର କୁପ୍ରଭାବ…

ମାଲକାନଗିରିରେ ମୃତ୍ୟୁକୁ ବାଛିନେଲେ ବାପ ମାଆ ଛେଉଣ୍ଡ ତିନି ଭଉଣୀ ! ରୋଷେଇ ଗ୍ୟାସରେ ନିଆଁ ଲଗାଇ ଦେଲେ ଆତ୍ମାହୁତି

କନକ ବ୍ୟୁରୋ : ବାପାଙ୍କ ଶୁଦ୍ଧିକ୍ରିୟା ନସରୁଣୁ ଉଠିଲା ଝିଅଙ୍କ କୋକେଇ । ଏକାସଙ୍ଗେ ଜଳିଗଲା ୩ଟି ଜୀବନ । ମାଲକାନଗିରିରେ ଘରୋଇ ଗ୍ୟାସ ସିଲିଣ୍ଡରରୁ ନିଆଁ ଲାଗି ୩ ଭଉଣୀଙ୍କ ଜୀବନ ଚାଲିଯାଇଛି । ବାପା-ମାଆଙ୍କ ମୃତ୍ୟୁ ପରେ ଆର୍ଥିକ ଅନଟନ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ତିନିଭଉଣୀ…

୩୨ ହଜାର ଫୁଟ ଉପରେ ବିମାନ, ଖସି ପଡିଲା ଇଞ୍ଜିନ ! କଣ କଲେ ପାଇଲଟ ?

ଆମେରିକାରେ ଏକ ଯାତ୍ରୀ ବିମାନର ଇଞ୍ଜିନ ୩୨ ହଜାର ଫୁଟ ଉପରୁ ଭାଙ୍ଗି ବିମାନରୁ ଅଲଗା ହୋଇଯାଇଛି । ଆଉ ଏହି କାରଣରୁ ବିମାନଟିକୁ ଫିଲେଡେଲ୍ଫିୟାରେ ଜରୁରୀକାଳୀନ ଅବତରଣ କରାଯାଇଛି । କିନ୍ତୁ ଏହି ପୁରା ଘଟଣାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ପାଇଲଟ ଟାମି ଜୋ, ଯିଏକି ନିଜ ସାହସିକତା,…

ଶ୍ରୀମନ୍ଦିରରେ ଆଜି ବି ବାହାରି ପାରିଲାନି ଅବଢା, ହଜାର ହଜାର ଭକ୍ତ ନିରାଶ ! ଏପଟେ ବିଧାନସଭାରେ ସରକାର କହିଲେ, ଠାକୁର…

କନକ ବ୍ୟୁରୋ : ଆଜିକୁ ତିନି ଦିନ ହେଲା ବାହାରିନି ବରାଦି ମହାପ୍ରସାଦ । ଫଳରେ ହଜାର ହଜାର ଭକ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଛି ଅସନ୍ତୋଷ । ତେବେ ଆଜି କୋଠଭୋଗ ମହାପ୍ରସାଦକୁ କିଛି ଭକ୍ତଙ୍କୁ ବାଂଟିଛନ୍ତି ସେବାୟତ । ଶ୍ରୀମନ୍ଦିର ସିଂହଦ୍ୱାର ଆଗରେ ମହାପ୍ରସାଦ ବାଂଟିଛନ୍ତି ସେବାୟତ । ଆଜି…

ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଜୁଏଲାରୀ ଦୋକାନରେ ଲୋକଙ୍କ ଭିଡ ! ସୁନାର ଦର ଟିକେ ଉଚ୍ଚା ଥିଲେ ମଧ୍ୟ କମିନି ସୁନାର…

କନକ ବ୍ୟୁରୋ : ସୋରୁମରେ ୨୪ କ୍ୟାରେଟ୍ ସୁନାର ସମ୍ଭାର । ଆଖି ଲାଖି ଗଲା ଭଳି ଭଳିକି ଭଳି ଡିଜାଇନର ଅଳଙ୍କାର । ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଲାଗିଛି ଭିଡ । ଦିନ ତମାମ ଗ୍ରାହକଙ୍କ ଗହଳି । ଏଥର ସୁନାର ଦର ଟିକେ ଉଚ୍ଚା ରହିଛି, ତଥାପି କମିନି ସୁନାର ଚମକ । ସୁନା ପ୍ରତି ସବୁଦିନେ…

ଦ୍ୱିତୀୟ ଦିନରେ ବି ଏଟିଏମଗୁଡିକରୁ ବାହାରୁନି ଟଙ୍କା ! ଭାରତୀୟ ଷ୍ଟେଟବ୍ୟାଙ୍କର ରିସର୍ଚ୍ଚର୍ ଟିମ୍ କହିଲା, ଅଭାବ ଅଛି…

କନକ ବ୍ୟୁରୋ : ଏଟିଏମରେ ଟଙ୍କା ନାହିଁ । ଓଡିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ସମାନ ସ୍ଥିତି । ସେପଟେ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ରିସର୍ଚ ଟିମ୍ କହିଛି, ୭୦ ହଜାର କୋଟି ଟଙ୍କାର ନଗଦ ଟଙ୍କା ନିଅଂଟ ରହିଛି । ଏବଂ ୨୪ ଘଂଟା ମଧ୍ୟରେ ଏହି…