Daily Archives

April 16, 2018

ନୀଳଗିରି ନାବାଳିକାକୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଭଦ୍ରକରୁ ଗିରଫ

କନକ ବ୍ୟୁରୋ: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳର ୪ ବର୍ଷର ନାବାଳିକାକୁ ଦୁଷ୍କର୍ମ ଘଟଣାରେ ପୁଲସି ଅଭିଯୁକ୍ତ ନିତ୍ୟାନନ୍ଦ ଜେନାକୁ ସୋମବାର ସନ୍ଧ୍ୟାରେ ଭଦ୍ରକରୁ ଗିରଫ କରିଛି । ନୀଳଗିରି ଥାନା ଆଇଆଇସି ରମେଶ ଚନ୍ଦ୍ର ସିଂହ କହିଛନ୍ତି, ଅଭିଯୁକ୍ତ ନିତ୍ୟାନନ୍ଦ ଏକାକୀ ସହରରେ ବୁଲୁଥିବା…

ଝାରୁସୁଗୁଡାରେ ରେଳ ଧକ୍କାରେ କଟିଗଲେ ୪ ହାତୀ ! ରେଳ ଧାରଣା ପାର ହେବାବେଳେ ଧକ୍କା ଦେଲା ମୁମ୍ବାଇ-ହାୱଡା ମେଲ, ରେଳବାଇ…

କନକ ବ୍ୟୁରୋ: ରାତି ପାହିବା ପୂର୍ବରୁ ରେଳ ଧାରଣା ଉପରେ ଟଳି ପଡିଥିଲେ ବିରାଟକାୟ ଗଜରାଜ । ସେମାନଙ୍କର ବାସ୍ ଭୁଲ୍ ଏତିକି ଯେ, ସେମାନେ ମଣିଷ ଦ୍ୱାରା ବିଛାଯାଇଥିବା ମୃତ୍ୟୁଜାଲକୁ ବୁଝିପାରିନଥିଲେ । ହାତୀର ବାସସ୍ଥାନ ଏହି ଘଂଚ ଜଙ୍ଗଲ ଭିତରେ କମ୍ ବେଗରେ ଟ୍ରେନ୍ ଚଳାଇବାର ନିୟମ ଥିଲେ ମଧ୍ୟ…

ସ୍ୱାମୀ ସ୍ତ୍ରୀଙ୍କୁ ଏକାଠି କରିଦେଲା ସୋସିଆଲ ମିଡିଆ ! ମୁମ୍ବାଇରୁ ଭୁଲରେ ଭୁବନେଶ୍ୱର ପଳାଇ ଆସିଥିଲେ ପତ୍ନୀ, ଫେସବୁକ…

କନକ ବ୍ୟୁରୋ: ପତ୍ନୀଙ୍କୁ ସ୍ୱାମୀଙ୍କ ସହ ଯୋଡ଼ିଲା ଫେସବୁକ୍ । କିଛି ଦିନ ତଳେ ମୁମ୍ବାଇରୁ ହଜି ଯାଇଥିବା ପତ୍ନୀକୁ ଭୁବନେଶ୍ୱରରେ ପାଇଲେ ସ୍ୱାମୀ । ପତି-ପତ୍ନୀଙ୍କ ମିଳନ କରାଇଛି ଫେସବୁକ୍ ଓ ଭିଡିଓ କଲିଂ । ବିବାହର ୧୦ ବର୍ଷ ପରେ ଗତ ସପ୍ତାହରେ ସ୍ୱାମୀଙ୍କୁ ଛାଡି ମୁମ୍ବାଇରୁ ଭୁବନେଶ୍ୱର…

ବନ୍ଦ କୋଠରୀରେ ଇଂଟରଭ୍ୟୁ ଦେଇ ବ୍ଲାକମେଲ କରିବା ଘଟଣାରେ ପ୍ରତିକ୍ରିୟା ରଖିଲେ ଯୁବତୀ । କହିଲେ ଅଶାଳୀନ ବ୍ୟବହାର…

କନକ ବ୍ୟୁରୋ: ବନ୍ଦ କଠୋରୀ ଭିତରେ ଇଂଟରଭ୍ୟୁ ଦେଇ କଲେଜ୍ କର୍ତ୍ତୃପକ୍ଷଙ୍କୁ ବ୍ଲାକମେଲ୍ କରିବା ଘଟଣାରେ ସଂପୃକ୍ତ ଯୁବତୀ ଆଜି ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ଯୁବତୀ ଜଣକ କହିଛନ୍ତି, କଲେଜ୍ କର୍ତ୍ତୃପକ୍ଷ ତାଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ତେବେ ୫ ଲକ୍ଷ ଟଙ୍କା ବ୍ଲାକମେଲ୍…

ସାମ୍ନାକୁ ଆସିଲା ଶୁଖିଲା ମହାନଦୀ ପଛର ସାଂଘାତିକ ସତ । ମହାନଦୀ ପାଣିର ଏକଚାଟିଆ ବ୍ୟବହାର ଲାଗି ଛତିଶଗଡ଼ର ଷଡ଼ଯନ୍ତ୍ର

କନକ ବ୍ୟୁରୋ: ଆଜି ଆମେ ଆପଣଙ୍କୁ  ଏପରି ଖବର ଜଣାଇବୁ, ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମହାନଦୀ ପାଣିର ପ୍ରାକୃତିକ ସ୍ରୋତକୁ ଅଟକାଇବା ପାଇଁ ୨ ହଜାର ୨୬୮ଟି ପ୍ରକଳ୍ପ ନିର୍ମାଣ କରିସାରିଛି ଛତିଶଗଡ଼ । ଆଉ ୪୪୩ଟି ପ୍ରକଳ୍ପ ନିର୍ମାଣଧୀନ ରହିଛି । ସେଥିରେ ରହିଛି ୬ଟି ବଡ଼ ବଡ଼…