Daily Archives

April 15, 2018

ହୀରାକୁଦ ଜଳଭଣ୍ଡାର ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । କମିବ ସମ୍ବଲପୁରରୁ ଝାରସୁଗଡା ମଧ୍ୟରେ ଥିବା ଦୂରତା

କନକ ବ୍ୟୁରୋ: ଦିନିକିଆ ସମ୍ବଲପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହୀରାକୁଦ ଇବ ନଦୀ ଉପରେ ନିର୍ମିତ ସପନେ-ରମ୍ପେଲା ସେତୁର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ସେତୁର ଆପ୍ରୋଚ୍ ରୋଡକୁ ବି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ସେତୁ କାର୍ଯ୍ୟକ୍ଷମ…

କେଉଁ କାରଣରୁ ଖାରଜ ହୋଇପାରେ ଆପଣଙ୍କ ଇନସ୍ୟୁରାନ୍ସ କ୍ଲେମ ? ଜାଣନ୍ତୁ

ସାଧାରଣତଃ ଲୋକେ ଇନସ୍ୟୁରାନ୍ସ ପଲିସି ଏଥିପାଇଁ କରିବାକୁ ବେଶି ପସନ୍ଦ କରନ୍ତି କାହିଁକି ନା ଆବଶ୍ୟକତା ସମୟରେ କୌଣସି ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ଯେପରି ନପଡେ । ଯଦି ଆପଣଙ୍କର କୌଣସି ଦୁର୍ଘଟଣା ଘଟେ ତେବେ ଡାକ୍ତରଖାନାରେ ଚିକିତ୍ସା ସମୟରେ ଆପଣଙ୍କର ଅଧିକାଂଶ ଖର୍ଚ୍ଚ ଇନସ୍ୟୁରାନ୍ସ…

ପୁରୁଷଙ୍କ ପାଇଁ ଏକ ସ୍ୱତନ୍ତ୍ର ଟିପ୍ସ : ଗଂଜାପଣରୁ ତୁରନ୍ତ ମିଳିବ ମୁକ୍ତି

କେଶ ଝଡିବା ଏବେ ଏକ ସାଧାରଣ ସମସ୍ୟା ହୋଇଗଲାଣି । ମହିଳାଙ୍କଠାରୁ ବେଶି ପୁରୁଷମାନେ ଏହାର ଶିକାର ହେଉଥିବାର ନଜୀର ରହିଛି । କିଛି ପୁରୁଷଙ୍କଠାରେ ଏହି ସମସ୍ୟା ଏତେ ମାତ୍ରାରେ ବୃଦ୍ଧିପାଇଯାଇଥାଏ କି, ସେମାନଙ୍କ ମୁଣ୍ଡରୁ ପୂରା କେଶ କୁଆଡେ ଗାଏବ ହୋଇଯାଏ । ତେବେ ଏଭଳି ପରିସ୍ଥିତିରେ ଘରୁ…

୧୫ତମ ଅର୍ଥ କମିସନଙ୍କୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ଲେଖିବା ପ୍ରସଙ୍ଗ । ସରକାରଙ୍କୁ…

କନକ ବ୍ୟୁରୋ: ପଂଚଦଶ ଅର୍ଥକମିଶନଙ୍କ ଟର୍ମ୍ସ ଅଫ୍ ରେଫରେନ୍ସ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ନବୀନଙ୍କ ଚିଠି ଦେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଧର୍ମେନ୍ଦ୍ର ପଚାରିଛନ୍ତି, ଯଦି ନବୀନ ସରକାର ସବୁ କ୍ଷେତ୍ରରେ…

କଠୁଆ ଗଣଦୁଷ୍କର୍ମ ମାମଲାରେ ମୁହଁ ଖୋଲିବାରୁ ଚାଲିଗଲା ଚାକିରି । ଜାଣନ୍ତୁ କାହିଁକି

କଠୁଆ-ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଦେଶବ୍ୟାପୀ ଅସନ୍ତୋଷର ନିଆଁ ବ୍ୟାପୁଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ସମସ୍ତେ ଚେଷ୍ଟା ଆରମ୍ଭ କରିଛନ୍ତି । ଅଭିଯୁକ୍ତମାନଙ୍କୁ କିପରି ଉଚିତ୍ ଦଣ୍ଡ ମଳିବ ସେ ନେଇ ଦେଶର ପ୍ରତି କୋଣରେ ଆନ୍ଦୋଳନ ଜାରି ରହିଛି । ଗତ ଜାନୁଆରି ୧୦,…

କୂଅ ଭିତରେ ୨ ଘଂଟାର ସଂଘର୍ଷ ! ବ୍ରହ୍ମପୁରରେ ୨୫ ଫୁଟ କୂଅରୁ ୫୫ ବର୍ଷୀୟ ବୃଦ୍ଧଙ୍କୁ ଉଦ୍ଧାର କଲା ଅଗ୍ନଶିମ ବିଭାଗ

କନକ ବ୍ୟୁରୋ: କୂଅ ଭିତରେ ୨ ଘଂଟା ପଡିରହିଲେ ବୃଦ୍ଧ । ପାଖାପାଖି ୨ ଘଂଟା ଧରି କୂଅରେ ପଡିରହିବା ପରେ ଅଗ୍ନିଶମ ବିଭାଗ ବୃଦ୍ଧଙ୍କୁ ଉଦ୍ଧାର କରିଛି । ବ୍ରହ୍ମପୁର ଲୋଚାପଡାରେ ଏଭଳି ଘଟଣା ଘଟିଛି । ୫୫ ବର୍ଷୀୟ ବୃଦ୍ଧ ୨୫ ଫୁଟ କୂଅ ଭିତରେ ସକାଳ ୬ଟା ୧୫ରେ ପଡିଯାଇଥିଲେ । ଏହା ପରେ ପାଖାପାଖି ୨…