Daily Archives

April 15, 2018

ବ୍ରହ୍ମପୁର ପୋଲିସର ଗୁଣ୍ଡା ପରେଡ ! ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବା ପାଇଁ ୮୬ ଜଣ ଅପରାଧୀଙ୍କୁ ଡାକି କଲେ ସଚେତନ

କନକ ବ୍ୟୁରୋ : ଅପରାଧୀଙ୍କୁ ଅପରାଧ ରାସ୍ତାରୁ ଫେରାଇ ଆଣିବା ପାଇଁ ବ୍ରହ୍ମପୁର ପୋଲିସର ନିଆରା ଉଦ୍ୟମ । ଅପରାଧରୁ ଦୂରେଇ ରହି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ପୁଲିସ ଆରମ୍ଭ କରିଛି ଏହି ପ୍ରୟାସ । ବ୍ରହ୍ମପୁର ସହରର ସମସ୍ତ ଥାନାରେ ଗୁଣ୍ଡା ପରେଡର ଆୟୋଜନ କରିଥିଲା ପୁଲିସ । ଯେଉଁ…

ପୁଣି ଦୁଷ୍କର୍ମ ଚିତ୍କାରରେ ଚିହିଁକି ଉଠିଲା ଭାରତ ! ନୀଳଗିରିରେ ଚକୋଲେଟ ଦେଇ ୪ ବର୍ଷର ଶିଶୁକୁ ଦୁଷ୍କର୍ମ, ସୁରଟରେ ୧୧…

କନକ ବ୍ୟୁରୋ : ଆଜି ପୁଣି ଦୁଇ ଦୁଇଟି ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ସୁରଟରେ ଜଣେ ୧୧ ବର୍ଷର ନାବାଳିକାକୁ ଦୁଷ୍କର୍ମ କରାଯିବା ସହ ଅତି ବିଭତ୍ସ ଭାବେ ତଂଟି ଚିପି ହତ୍ୟା କରାଯାଇଛି । କେବଳ ସେତିକି ନୁହେଁ ନାବାଳିକାର ଦେହରେ ୮୬ଟି ଗଭୀର କ୍ଷତ ଥିବା ଦର୍ଶାଇଛି ପୋଷ୍ଟମର୍ଟମ ରିପୋର୍ଟ ।…

ଜିମ ବାପି କରୁଛି ବ୍ଲାକମେଲ ! ଫିଲ୍ମ ଷ୍ଟାଇଲରେ ଯୁବତୀଙ୍କୁ ମୋହରା କରି କଲେଜ ମାଲିକଙ୍କୁ କରୁଥିଲା ବ୍ଲାକମେଲ

କନକ ବ୍ୟୁରୋ : ଜିମ୍ ବାପି ଗିରଫ ପରେ ଖୋଲୁଛି ବ୍ଲାକମେଲର ଗୁମର । ବାପି କିଭଳି ଫିଲ୍ମ ଷ୍ଟାଇଲରେ ଜଣେ ଯୁବତୀଙ୍କୁ ମୋହରା କରି କଲେଜ ମାଲିକଙ୍କୁ ବ୍ଲାକ୍ମେଲ୍ କରି ଟଙ୍କା ଆଦାୟ କରୁଥିଲା ତାହା ସାମନାକୁ ଆସିଛି । ଚାକିରି ପାଇଁ ଆବେଦନ କରିବାକୁ ଭୁବନେଶ୍ୱରର ଏକ ପ୍ରତିଷ୍ଠିତ…

ଖୋଲିବ ଜଗମୋହନ, ଦେଖିବି ଚକାନୟନ ! ଭକ୍ତ ଓ ଭଗବାନଙ୍କ ମଧ୍ୟରେ କମିଲା ଦୂରତା, ୨ ବର୍ଷ ପରେ ମହାପ୍ରଭୁ ଜଗନ୍ନାଥଙ୍କୁ…

କନକ ବ୍ୟୁରୋ ; ୨ ବର୍ଷ ପରେ ଆସନ୍ତାକାଲି ସକାଳୁ ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କୁ ଆପଣ ଅତି ନିକଟରୁ ଦର୍ଶନ କରିପାରିବେ । ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ, ଖୋଲିବ ଜଗମୋହନ । ମରାମତି ପାଇଁ ବନ୍ଦ ରହିବା ପରେ ରଥଯାତ୍ରା ଉଦେଶ୍ୟରେ ଜଗମୋହନ ଖୋଲିବାକୁ ବିଳମ୍ବିତ କରିବାକୁ ଚାହୁଁଥିଲେ…

ତିଆରି ହେଲା ଦୁନିଆର ପ୍ରଥମ ଇଲେକ୍ଟ୍ରିକ ରାସ୍ତା ! ଏଣିକି ରାସ୍ତାରେ ଚାଲୁଥିବା ସମୟରେ ଚାର୍ଜ ହେବ ଗାଡି ।

ଦୁନିଆର ପ୍ରଥମ ଇଲେକ୍ଟ୍ରିକାଲ ରାସ୍ତା ସ୍ୱିଡେନ ଠାରେ ତିଆରି ହୋଇସାରିଛି । ଏହି ରାସ୍ତାରେ ଇଲେକ୍ଟ୍ରିକ ଟ୍ରାକ ବିଛାଯାଇଛି । ଯାହାଦ୍ୱାରା ଏହା ଉପରେ ଅତିକ୍ରମ କଲେ ଇଲେକ୍ଟ୍ରିକ କାର ଏବଂ ଟ୍ରକର ବ୍ୟାଟେରୀ ଗୁଡିକ ଚାର୍ଜ ହୋଇପାରିବ । ଏହି ରାସ୍ତାକୁ ସ୍ୱିଡେନ ର ଷ୍ଟଲହୋମ୍ ର ପାଖାପାଖି…

ଗୋଟିଏ ସ୍କୁଲରେ ଏକାଠି ପଢ଼ନ୍ତି ବଲିଉଡ ଷ୍ଟାର ଓ କ୍ରିକେଟ ଷ୍ଟାରଙ୍କ ପିଲା : ଜାଣନ୍ତୁ ସ୍କୁଲର ନାଁ, ଫିସ ଓ ପଢୁଥିବା…

ଫିଲ୍ମଷ୍ଟାରଙ୍କ ପିଲା ସବୁବେଳେ ଚର୍ଚ୍ଚାରେ ଥାନ୍ତି , କାହିଁକିନା ସେମାନେ ଷ୍ଟାରଙ୍କ ପିଲା । ସାଧାରଣ ପିଲାଙ୍କ ଭଳି ଷ୍ଟାରଙ୍କ ପିଲା ବି ସ୍କୁଲ ଯାନ୍ତି । କିନ୍ତୁ ସେମାନଙ୍କ ସ୍କୁଲ ସେମିତି ନଥାଏ, ଯେଉଁଠି ସାଧାରଣ ପିଲା ପଢନ୍ତି । ତାଙ୍କ କଲରର ବଟନ ବନ୍ଦ କରାଯାଏ ନାହିଁ ଓ ଚୁଟିରେ ଫିତା…