Daily Archives

April 14, 2018

ଯୋଗୀଙ୍କ ବିଧାୟକଙ୍କୁ ରାତି ସାରା ଶୁଆଇ ଦେଲେନି ସିବିଆଇ ଅଧିକାରୀ ! କାନ୍ଦି ପକାଇଲେ ବିଧାୟକ କୁଳଦୀପ, ଅନ୍ୟପଟେ କାଠୁଆ…

କାଶ୍ମୀରର କାଠୁଆରେ ୮ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶ ପାଇଁ ବଡ ଲଜ୍ଜା ଆଣିଛି । ଘଟଣାକୁ ଅତ୍ୟନ୍ତ ଭୟାନକ ବୋଲି କହିଛି ଜାତିସଂଘ । ସେପଟେ ଫାଷ୍ଟ ଟ୍ରାକ୍ କୋର୍ଟରେ ୯୦ ଦିନ ଭିତରେ ବିଚାର ପ୍ରକ୍ରିୟା ଶେଷ ହେବ ବୋଲି ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି କହିଛନ୍ତି । ଦେଶ ପାଇଁ…

ପଣା ସଂକ୍ରାନ୍ତିରେ ଝାମୁଯାତ୍ରାର ଚମକ! ନିଆଁରେ ଚାଲିଲେ, ଜିଭରେ କଂଟା ଫୋଡିଲେ, ଧୁଳିରେ ଗଡ଼ିଲେ ମାନସିକଧାରୀ

କନକ ବ୍ୟୁରୋ : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ପାଳିତ ହୋଇଛି ଝାମୁଯାତ୍ରା । ମାସକର ଉପବାସ ପରେ ପାଟୁଆ ନିଆଁ ଉପରେ ଚାଲିଛନ୍ତି । ସେହିପରି ଗଂଜାମରେ ଏହାକୁ ମେରୁଯାତ୍ରା ଭାବେ ପାଳନ କରାଯାଇଛି । ଶରୀରକୁ କଷ୍ଟଦେଇ ଦୈବୀକୃପା ପାଇବାର ଧର୍ମବିଶ୍ୱାସ ଏହି ପୂଜାପଦ୍ଧତିର ଆଧାର । ବିଜ୍ଞାନର…

ଭୁବନେଶ୍ୱରରୁ ଗିରଫ ହେଲା ଜିମ ବାପି ଗ୍ୟାଙ୍ଗ! ଝିଅଙ୍କ ଜରିଆରେ ମାଲିକଙ୍କୁ କରୁଥିଲା ବ୍ଲାକମେଲ, ମାଗୁଥିଲା ୧୦ ଲକ୍ଷ…

କନକ ବ୍ୟୁରୋ : ଭୁବନେଶ୍ୱରରୁ ଗିରଫ ହେଲା ଜିମ୍ ବାପି ଗ୍ୟାଙ୍ଗ । ଏକ ପ୍ରତିଷ୍ଠିତ କଲେଜ ମାଲିକଙ୍କୁ ବ୍ଲାକମେଲ କରି ଗିରଫ ହୋଇଛନ୍ତି ଏହି ଗ୍ୟାଙ୍ଗ । ଏକ ଝିଅ ଜରିଆରେ ମାଲିକଙ୍କୁ ବ୍ଲାକମେଲ କରିବା ନେଇ ଚନ୍ଦ୍ରେଶଖରପୁର ଥାନାରେ ଅଭିଯୋଗ ହୋଇଥିଲା । ତେବେ ପୁଲିସ ଠାରୁ ମିଳିଥିବା…

ସରକାରୀ ଅଫିସରଙ୍କୁ ଓଡିଆ ଭୟ! ଓଡ଼ିଆ ବଦଳରେ ଇଂରାଜୀ ଭାଷାକୁ ନେଇ କଲେ ଅଜବ ଯୁକ୍ତି , ପଚାରିଲେ କମ୍ପ୍ୟୁଟରର ଓଡ଼ିଆ ଅର୍ଥ…

କନକ ବ୍ୟୁରୋ : ଓଡ଼ିଆ ଶିଖିବାକୁ ସରକାରୀ ବାବୁ ଅମଙ୍ଗ । ଓଡ଼ିଆ ଭାଷାରେ ସରକାରୀ କାମ କରିବାକୁ ଆମ ସରକାରୀ ବାବୁ କେତେ ଆଗ୍ରହୀ ତାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି । ସମସ୍ତ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ଭୁବନେଶ୍ୱରରେ ‘ଓଡ଼ିଆରେ ନଥି’ ପ୍ରତିଯୋଗିତା ହୋଇଥିଲା । ସରକାରୀ…

ଶିକ୍ଷକ ସାଜିଲେ ରାକ୍ଷସ ! ସାମାନ୍ୟ ଅଙ୍କ ଭୁଲ କରିବାରୁ ଦ୍ୱିତୀୟ ଶ୍ରେଣୀ ଛାତ୍ରର ଗଳାରେ ପୁରାଇଲେ କାଠଖଣ୍ଡ ।

ପୁଣେରେ ଦ୍ୱିତୀୟ ଶ୍ରେଣୀରେ ପଢୁଥିବା ଜଣେ ଛାତ୍ରଙ୍କୁ ଶିକ୍ଷକଙ୍କ ଦ୍ୱାରା ନୃଂଶସ ଭାବେ ଅତ୍ୟାଚାର କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ଶିକ୍ଷକଜଣଙ୍କ ଛାତ୍ରଙ୍କ ଗଳାରେ କାଠଖଣ୍ଡ ପୁରାଇ ତାଙ୍କୁ ଲହୁଲୁହାଣ କରିଦେଇଥିବା ଜଣାପଡିଛି । ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲର ଆଇସିଇୟୁରେ…