Daily Archives

April 13, 2018

ଓଡିଶା ପରମ୍ପରାରେ ପଣା ! ଜାଣନ୍ତୁ ୫ ପ୍ରକାର ପଣାର ପ୍ରସ୍ତୁତି

ପବିତ୍ର ପଣାସଂକ୍ରାନ୍ତି ଅବସରରେ ଘରେ ଘରେ ତିଆରି ହୋଇଥାଏ ପଣା । କେବଳ ଘରେ ନୁହଁ ବିଭିନ୍ନ ମନ୍ଦିରରେ ମଧ୍ୟ ପଣାଛତ୍ର ଖୋଲାଯାଏ । କାରଣ ଓଡିଶା ପରମ୍ପରାରେ ପଣାର ଏକ ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ପଣାସଂକ୍ରାନ୍ତିରେ କେତେ ପ୍ରକାର ପଣା ତିଆରି କରିପାରିବେ ଜାଣନ୍ତୁ ! ୧.ବେଲପଣା-…

ପୋଲିସ ବାବୁଙ୍କୁ ମୁଖିଆଙ୍କ ଫତୱା ! ଗଣମାଧ୍ୟମ ଠାରୁ ଦୂରେଇ ରୁହ ନହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

ଗଣମାଧ୍ୟମ ଠାରୁ ଦୂରେଇ ରୁହ ନହେଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ । ପୋଲିସ କର୍ମଚାରୀଙ୍କୁ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ମଧ୍ୟପ୍ରଦେଶ ଡିଜିପି ଋଷି କୁମାର ଶୁକ୍ଳା । ପୋଲିସ ଅଫିସର ଓ କର୍ମଚାରୀଙ୍କୁ ମିଡିଆ ଠାରୁ ଦୂରେଇ ରହିବା ପାଇଁ ଫତୱା ଜାରି କରିଛନ୍ତି ଖୋଦ ପୋଲିସ ମୁଖିଆ । ଯଦି ବିନା…

ସ୍କୁଲରେ ଆରମ୍ଭ ହେବ ସେକ୍ସ ଏଜୁକେସନ ! ପ୍ରଧାନମନ୍ତ୍ରୀ ମୋଦିଙ୍କ ଗ୍ରୀନ ସିଗନାଲ ।

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ସେକ୍ସ ଏଜୁକେସନ । ଦେଶର ସମସ୍ତ ସ୍କୁଲର ପାଠ୍ୟକ୍ରମରେ ସେକ୍ସ ଏଜୁକେସନ ଏକ ଅଂଶ ହେବାକୁ ଯାଉଛି । ଏହି ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରୀନ ସିଗନାଲ ଦେଇଛନ୍ତି । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା…

ଆସିଲା ରେଡିଓ ଚକଲେଟର ନୂଆ ସଙ୍ଗ : ମନ ଜିଣିଲା ପ୍ରିୟା ମୋରର ନୂଆ ଭର୍ସନ

ଓଡିଆ ସ୍ରୋତାଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇବା ପାଇଁ ରେଡିଓ ଚକଲେଟ୍ ଭେଟିଦେଇଛି କ୍ଲାସିକ୍ ଓଡିଆ ଗୀତ ପ୍ରିୟା ମୋରର ଏକ ନୂଆ ଭର୍ସନ । ଲୋକପ୍ରିୟ କଣ୍ଠଶିଳ୍ପୀ ରତିକାନ୍ତ ଶତପଥୀଙ୍କ ସ୍ୱରରେ ଏହି ଗୀତଟି ହୋଇପାରିଛି ବେଶ ମନଛୁଆଁ । ଗୀତଟି ଆଜିର ମ୍ୟୁଜିକକୁ ନଜର ରଖି ପ୍ରସ୍ତୁତ କରାଯାଇଛି ।…

ଜେଲଗଲେ ବ୍ରହ୍ମପୁରରୁ ଗିରଫ ଆଇପିଏଲ ସଟ୍ଟାବାଜ୍ ! ରାଜ୍ୟ ବାହାରୁ ଅନଲାଇନରେ ଆଇପିଏଲ ବେଟିଂକୁ କଂଟ୍ରୋଲ କରୁଛି…

କନକ ବ୍ୟୁରୋ : ଆଇପିଏଲ ସିଜିନ୍ ୧୧ ଖେଳ ଚାଲିଥିବା ବେଳେ ବ୍ରହ୍ମପୁର ସହରରେ ସଟ୍ଟାବାଜିଙ୍କ ଦୌରାତ୍ମ୍ୟ ବଢିଛି । ସହରର ବିଭିନ୍ନ ସ୍ଥାନରେ ଭଡା ଘର ନେଇ ଆଇପିଏଲ କ୍ରିକେଟ୍ ମ୍ୟାଚରେ ଲକ୍ଷ ଲକ୍ଷ ଟଙ୍କାର ବେଟିଂ କରୁଛନ୍ତି ସଟ୍ଟାବାଜ୍ । ଏମାନଙ୍କୁ ଧରିବା ପାଇଁ ସଜାଗ ରହିଛି ବ୍ରହ୍ମପୁର…

ମାଲକାନଗିରିର କୋତାମାଟେରୁ ଅଂଚଳରେ ସିମେଣ୍ଟ କାରଖାନା ସ୍ଥାପନା ପାଇଁ ପ୍ରସ୍ତାବ ! କାରଖାନା ଆରମ୍ଭ ପୂର୍ବରୁ…

କନକ ବ୍ୟୁରୋ : ସର୍ଭେ ଆରମ୍ଭ ନ ହୋଉଣୁ ବିରୋଧ ଆରମ୍ଭ । ଶିଳ୍ପବିହୀନ ମାଲକାନଗିରି ଜିଲ୍ଲାରେ ପୋଡିଆ ବ୍ଲକ ଅନ୍ତର୍ଗତ କୋତାମାଟେରୁ ଅଂଚଳରେ ଏକ ସିମେନ୍ଟ କାରଖାନା ସ୍ଥାପନ କରିବା ନେଇ ପ୍ରସ୍ତାବ ରହି ଥିବା ବେଳେ ଏଥିପାଇଁ ସର୍ଭେ କାମ ଆରମ୍ଭ ହୋଇଛି । ଏଯାଏଁ କୌଣସି ସ୍ଥାୟୀ ନିଷ୍ପତି କିମ୍ବା…