Daily Archives

April 13, 2018

ଓଡିଶାରେ ବିରଳ! ଗୁଣୁପୁର ଟ୍ରିପଲ ମର୍ଡର ଘଟଣାରେ ୯ଜଣଙ୍କୁ ଫାଶୀ ଦଣ୍ଡାଦେଶ, ୨୦୧୬ ରେ ବାପା, ମା ଓ ଝିଅଙ୍କୁ ନୃଶଂସ…

କନକ ବ୍ୟୁରୋ : ଗୁଣପୁର ଟ୍ରିପଲ ମର୍ଡର ମାମଲାରେ ଆଜି ଏକ ବିରଳ ରାୟ ଶୁଣାଇଛନ୍ତି କୋର୍ଟ । ସମସ୍ତ ୯ଜଣ ଅଭିଯୁକ୍ତଙ୍କୁ ଗୁଣପୁର ଏଡିଜେ କୋର୍ଟ ଫାଶୀ ଦଣ୍ଡାଦେଶ ଦେଇଛନ୍ତି । ଅଭିଯୁକ୍ତମାନେ ଘଟାଇଥିବା ହତ୍ୟାକାଣ୍ଡ, ବିରଳରୁ ଅତି ବିରଳ ହୋଇଥିବାରୁ କୋର୍ଟ ସେମାନଙ୍କୁ କଡା ଶାସ୍ତି ଦେବାକୁ ଯାଇ…

ଏମିତି ବି ହୁଏ ପ୍ରେମ ! ୫୦ ବର୍ଷ ବୟସରେ ନିଜ ପ୍ରେମିକାକୁ ବିବାହ କଲେ ଏହି ବିଧବା ମହିଳା । ଭାଇରାଲ ହେଲା ଲଭ ଷ୍ଟୋରୀ…

ପ୍ରେମ କୌଣସି ବନ୍ଧନ କୁ ମାନି ନଥାଏ । ପ୍ରେମ ନା ବୟସ ଦେଖିଥାଏ ନା ଲୋକମାନଙ୍କର ଟାହିଟାପରାକୁ ଖାତିର କରିଥାଏ । ପ୍ରେମ ତ କେବଳ ହେଇଯାଇଥାଏ । ଏମିତି ହିଁ କିଛି ହୋଇଛି ଜଣେ ମହିଳାଙ୍କ ସହ । ଯିଏକି ନିଜ ପରିବାର, ସମାଜ ଏପରିକି ନିଜ ପିଲାମାନଙ୍କ ବିରୋଧ ପରେ ମଧ୍ୟ ୫୦ବର୍ଷ ବୟସରେ ଦ୍ୱିତୀୟ…

କାଶ୍ମୀରର ୮ ବର୍ଷର ଆସିଫାକୁ ନ୍ୟାୟ ଦେବେ ସୁପ୍ରିମକୋର୍ଟ ! ଅନ୍ୟପଟେ ଉନ୍ନାଓ ଦୁଷ୍କର୍ମ ମାମଲାରେ ଯୋଗୀଙ୍କ…

କନକ ବ୍ୟୁରୋ : ଦେଶକୁ ଥରାଇ ଦେଇଛି ଦୁଇଟି ଦୁଷ୍କର୍ମ ଖବର । ଆଉ ଏହା ଭିତରେ କାଶ୍ମୀରର କାଠୁଆରେ ଜଣେ ୮ ବର୍ଷର ଝିଅକୁ ଗଣବଳାକ୍ରାର ଘଟଣାକୁ ଗମ୍ଭୀରତାର ସହ ନେଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ । ଦୁଷ୍କର୍ମ ଘଟଣାରେ ଚାର୍ଜସିଟ୍ ଦାଖଲ କରିବାରେ ବାଧା ସୃଷ୍ଟି କରୁଥିବା ଜିଲ୍ଲା ବାର୍…

ଲେମ୍ବୁ ପାଣି ପିଉଛନ୍ତି କି ? ସାବଧାନ, ଶରୀରରେ ଦେଖା ଦେଇପାରେ ବିଭିନ୍ନ ସମସ୍ୟା

ଖରାଦିନେ ଗରମରୁ ରକ୍ଷା ପାଇବା ପାଇଁ ଅଧିକାଂଶ ଲୋକ ଲେମ୍ବୁ ପାଣି ପିଇ ଶୋଷ ମେଣ୍ଟାଇଥାନ୍ତି । ଲେମ୍ବୁ ପାଣି ପିଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ କିନ୍ତୁ ସ୍ୱାସ୍ଥ୍ୟ ଉପରେ ପଡୁଥିବା ଏହାର କୁପ୍ରଭାବ ଉପରେ ବହୁତ କମ ଲୋକ ଜାଣିଛନ୍ତି । କାରଣ ଲେମ୍ବୁରେ ପ୍ରବଳ ମାତ୍ରାରେ ଅମ୍ଳ ରହିଥାଏ ।…

ଜାଣନ୍ତୁ ମଧୁମେହ ରୋଗକୁ କିପରି କରିବେ ନିୟନ୍ତ୍ରଣ ?

ମଧୁମେହ ଏବେ ସବୁଠାରୁ ଅଧିକ ବିସ୍ତାରିତ ହୋଇଥିବା ରୋଗ । ଏହି ରୋଗ ସେତେବେଳ ହୁଏ ଯେତେବେଳ ଶରୀର ଇନସୁଲିନ ଉତ୍ପାଦନ କରି ପାରେ ନାହିଁ ଯାହଦ୍ୱରା ଶରୀରରେ ବ୍ଲଡ ସୁଗାରର ପରିମାଣ ବଡିଯାଏ । ଏହି ରୋଗ ସଂମ୍ପୂର୍ଣ୍ଣ ଭଲ ହେବା ପାଇଁ କୌଣସି ଚିକିତ୍ସା ନାହିଁ ଏବଂ ଏଥିପାଇଁ ରୋଗୀଙ୍କୁ ଜୀବନସାରା…

ଓଡିଶାରେ ବିରଳ ! ଗୁଣୁପୁର ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶୀ ଦଣ୍ଡାଦେଶ

କନକ ବ୍ୟୁରୋ : ଗୁଣୁପୁର ଟ୍ରିପଲ ମର୍ଡର ମାମଲାରେ ୯ଜଣଙ୍କୁ ଫାଶି ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଆଜି ଏଭଳି ବିରଳ ରାୟ ଦେଇଛନ୍ତି ଗୁଣପୁର ଏଡିଜେ କୋର୍ଟ । ୧୭ ସେପ୍ଟେମ୍ବର ୨୦୧୬ରେ ପୁଟାସିଂ ଥାନା କିପୁମ ଗାଁର ଟ୍ରିପିଲ୍ ମର୍ଡର ମାମଲାର ବିଚାର କରି ଏହି ରାୟ ଶୁଣାଇଛନ୍ତି କୋର୍ଟ । ଗୁଣିଆ…