ଜାଣନ୍ତୁ ମଧୁମେହ ରୋଗକୁ କିପରି କରିବେ ନିୟନ୍ତ୍ରଣ ?

235

ମଧୁମେହ ଏବେ ସବୁଠାରୁ ଅଧିକ ବିସ୍ତାରିତ ହୋଇଥିବା ରୋଗ । ଏହି ରୋଗ ସେତେବେଳ ହୁଏ ଯେତେବେଳ ଶରୀର ଇନସୁଲିନ ଉତ୍ପାଦନ କରି ପାରେ ନାହିଁ ଯାହଦ୍ୱରା ଶରୀରରେ ବ୍ଲଡ ସୁଗାରର ପରିମାଣ ବଡିଯାଏ । ଏହି ରୋଗ ସଂମ୍ପୂର୍ଣ୍ଣ ଭଲ ହେବା ପାଇଁ କୌଣସି ଚିକିତ୍ସା ନାହିଁ ଏବଂ ଏଥିପାଇଁ ରୋଗୀଙ୍କୁ ଜୀବନସାରା ଇନସୁଲିନ ନେବାକୁ ପଡେ ।

ମଧୁମେହ ଦୁଇ ପ୍ରକାର ହୋଇଥାଏ । ପ୍ରଥମ ପ୍ରକାରରେ ଶରୀର ଇନସୁଲିନ ପର୍ଯ୍ୟାପ୍ତ ପରିମାଣରେ ଉତ୍ପାଦନ କରିପାରେ ନାହିଁ ଏବଂ ଦ୍ୱିତୀୟ ପ୍ରକାରରେ ମହଜୁଦ ଇନସୁଲିନକୁ ଶରୀର ଠିକ ଭାବରେ ଉପଯୋଗ କରିପାରେ ନାହିଁ । ଇନସୁଲଇନ ଏକ ଏମିତ ହରମୋନ ଯାହାର ଆବଶ୍ୟକତା ଶରୀରର କୋଷକୁ ଗ୍ଲୁକୋଜ ପ୍ରଦାନ କରିଥାଏ ।

ମଧୁମେୟ ରୋକିବା ପାଇଁ ଘରୋଇ ଉପାୟ –

୨ ଟି ଗାଜର ଓ ଗୋଟିଏ ସେଓକୁ ଭଲରେ ଧୋଇ ଚୋପା ଛଡାଇ ଦିଅନ୍ତୁ ଏବଂ ଗ୍ରାଇଣ୍ଡ କରି ନିଅନ୍ତୁ, ତା’ ପରେ କିଛି ପାଳଙ୍ଗ ପତ୍ର ଓ କିଛି ଜୁଆଣି ମିଶାନ୍ତୁ । ଏହି ମିଶ୍ରଣକୁ ପ୍ରତ୍ୟହ ସକାଳୁ ଗୋଟିଏ ଗ୍ଲାସ ସେବନ କରନ୍ତୁ ।