Daily Archives

April 13, 2018

ଆସନ୍ତାକାଲି ଓଡ଼ିଆ ନବବର୍ଷ! ଜାଣନ୍ତୁ ଓଡ଼ିଆ ନବବର୍ଷରେ କଣ କରିଥାନ୍ତି ଓଡ଼ିଶାବାସୀ

କନକ ବ୍ୟୁରୋ : ନବ ବର୍ଷ କହିଲେ ସାଧାରଣତଃ ଜାନୁୟାରୀ ୧ ତାରିଖକୁ ସମସ୍ତେ ବୁଝନ୍ତି । କିନ୍ତୁ ବାସ୍ତବରେ ଆମ ଓଡ଼ିଆ ନବ ବର୍ଷ ହେଉଛି ମହା ବିଷୁବ ସଂକ୍ରାନ୍ତି, ଯାହା ପଣା ସଂକ୍ରାନ୍ତି ନାମରେ ମଧ୍ୟ ବେଶ ପରିଚିତ । ଏହା ବୁଦ୍ଧ ଏବଂ ଓଡ଼ିଆ ମାନଙ୍କର ଏକ ପାରମ୍ପରିକ ପର୍ବ । ଏହା ପ୍ରାୟତଃ…

ଜାତୀୟ ଫିଲ୍ମ ପୁରସ୍କାରରେ ‘ହ୍ୟାଲୋ ଆର୍ସି’ର ହଲ୍ଲାବୋଲ! ବିନୋଦ ଖାନାଙ୍କୁ ଦାଦା ସାହେବ ଫାଲକେ ସମ୍ମାନ

କନକ ବ୍ୟୁରୋ : ଘୋଷଣା ହୋଇଛି ଜାତୀୟ ଚଳଚ୍ଚିତ୍ର ପୁରସ୍କାର । ମମ୍ ଚଳଚ୍ଚିତ୍ର ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଶ୍ରୀଦେବୀଙ୍କ ନାଁ ଘୋଷଣା କରାଯାଇଛି । ହିନ୍ଦୀ ଭାଷାରେ ଶ୍ରେଷ୍ଠ ଫିଲ୍ମପାଇଁ ନିଉଟନ୍ ପୁରସ୍କୃତ ହେବ । ଶ୍ରେଷ୍ଠ ଲୋକପ୍ରିୟ, ଆକ୍ସନଧର୍ମୀ ଫିଲ୍ମ ଓ ସ୍ପେଶାଲ ଇଫେକ୍ଟ ପାଇଁ…

ଦୁଷ୍କର୍ମ ଘଟଣାରେ ଦୁଇଦିନର ତୁମ୍ବିତୋଫାନ ପରେ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି ! ଦୋଷୀଙ୍କୁ ଦଣ୍ଡ ମିଳିବ ବୋଲି…

ଉତର ପ୍ରଦେଶର ଉନାଓ ଏବଂ ଜାମ୍ମୁ-କାଶ୍ମୀରର କାଠୁଆରେ ଦୁଇଟି ବଳାକ୍ରାର ଘଟଣାରେ ଦୁଇ ଦିନର ତମ୍ବିତୋଫାନ ପରେ ପ୍ରଥମଥର ଲାଗି ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଦୋଷୀ ଦଣ୍ଡ ପାଇବେ ବୋଲି ସେ ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଏଥିସହ ଦେଶର ମହିଳାଙ୍କ ଉପରେ ବଢୁଥିବା ହିଂସାକୁ…

ଘରକୁ ଫେରିଲେ ପାର୍ସଲ ବୋମା ପୀଡିତା ରିମା ସାହୁ ! କହିଲେ, କେମିତି ଥିଲା ବିସ୍ଫୋରଣ ଦିନର ଘଟଣା

କନକ ବ୍ୟୁରୋ : ପାର୍ସଲ ବୋମା ବିସ୍ଫୋରଣର ଆଜି ପୁରା କାହାଣୀ କହିଛନ୍ତି ପୀଡିତା ରିମା ସାହୁ । କଟକ ବଡ ଡାକ୍ତର ଖାନାରେ ୫୦ ଦିନ ଧରି ଚିକିତ୍ସିତ ହେବା ପରେ ଘରକୁ ଫେରିଛନ୍ତି ରିମା । ଆଉ କହିଛନ୍ତି, ସେହି କଳାଦିନର କଥା । ଯାହା ତାଙ୍କ ପୂରା ଜୀବନକୁ ଅନ୍ଧାରକୁ ଠେଲି ଦେଇଥିଲା । ୫୦ ଦିନ…

ବିଧାନସଭାରେ ଓଡିଶାର ଜୀବନରେଖାକୁ ନେଇ ବିତର୍କ ! ମହାନଦୀରେ ଜଳପ୍ରବାହ କମିବା କାରଣରୁ ଚିଲିକାକୁ ବନ୍ଦ ହୋଇଛି ମଧୁର ଜଳ…

କନକ ବ୍ୟୁରୋ : ମହାନଦୀକୁ ନେଇ ଚିନ୍ତା ବଢୁଥିବା ବେଳେ ଆଜି ବିଧାନସଭାରେ ଚିନ୍ତା ବଢାଇଦେବା ଭଳି ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଜଳସମ୍ପଦ ମନ୍ତ୍ରୀ ନିରଂଜନ ପୂଜାରୀ କହିଛନ୍ତି, ମହାନଦୀରେ ଜଳ ପ୍ରବାହ କମିବା କାରଣରୁ ଭାର୍ଗବୀ ଓ କୁଆଖାଇ ନଦୀ ଶୁଖିଯାଇଛି । ଏହାର ପ୍ରଭାବରେ ଚିଲିକାକୁ…