Daily Archives

April 11, 2018

ଏମିତି ବି ନୃଶଂସ ହୋଇପାରେ ମଣିଷ ! ପ୍ରଥମେ ଲୁଟ କଲେ, ପରେ ବୁଢୀ ମା’ର ତଣ୍ଟି କାଟି ହତ୍ୟା କଲେ ।

ରାଜଧାନୀ ଦିଲ୍ଲୀରେ ବୟସ୍କ ଲୋକମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଥମିବାର ନାଁ ନେଉନାହିଁ । ଗୋଟିଏ ପରେ ଗୋଟିଏ ଅପରାଧ ହୋଇ ଚାଲିଥିବା ବେଳେ ଏଥର ବଳି ପଡିଯାଇଛନ୍ତି ଜଣେ ବୃଦ୍ଧା । ଏହି ୭୪ ବର୍ଷୀୟ ବୃଦ୍ଧାଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ଏହି ହତ୍ୟା ପଛରେ ଚୋରି ଡକାୟତି ଉଦ୍ଦେଶ୍ୟ…

ଜୁନିଅର ମାଧବନଙ୍କ ଜିତରେ ଗର୍ବିତ ବାପାଙ୍କ ପୋଷ୍ଟ ! ପୁଅ ବାପାଙ୍କୁ ସଫଳତାର ଶ୍ରେୟ ଜ୍ଞାପନ କଲେ । 

ବଲିଉଡର ଜଣାଶୁଣା ଅଭିନେତା ଆର୍.ମାଧବନଙ୍କ ପୁଅ ବର୍ତ୍ତମାନ ଭାରତ ପାଇଁ ଗର୍ବର ବିଷୟ ପାଲଟିଛନ୍ତି । ମାଧବନଙ୍କ ପୁଅ ବେଦାନ୍ତ ମାଧବନ୍ ୧୫୦୦ ମିଟର ଅନ୍ତର୍ଜାତୀୟ ସନ୍ତରଣ ଚାମ୍ପିୟନସିପ୍ ୨୦୧୮ରେ ବ୍ରୋଞ୍ଜ ମେଡ଼ାଲ ହାସଲ କରିଛନ୍ତି । ମାଧବନ୍ ଖୋଦ ଏହି ଖବର ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ କରି…

ଦବିଲା ଗୁରୁପ୍ରୀୟା ସେତୁ । ବ୍ରିଜର ୧୬ନମ୍ବର ପିଲାର ତଳେ ୨ଟି ପାଇଲ ଦବିଥିବା ସୂଚନା । ପୂର୍ତ୍ତବିଭାଗ କହିଲା, ପଡିବ…

କନକ ବ୍ୟୁରୋ: ଦବିଲା ଗୁରୁପ୍ରିୟା ସେତୁ । ସେତୁର ୧୬ ନମ୍ବର ପିଲାର ତଳେ ଦୁଇଟି ପାଇଲ ଦବିଥିବା ଦେଖିବାକୁ ମିଳିଛି । ତେବେ ଏଥିରେ କୌଣସି ଅସୁବିଧା ନ ଥିବା କହିଛନ୍ତି ପୂର୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଅରୁଣ ସାହୁ । ପାଣି ତଳେ ଏହାର ନିର୍ମାଣ ଏପରି ହିଁ ହୋଇଥିବା ସେ କହିଛନ୍ତି ।…

ବଲାଙ୍ଗୀର ବିସ୍ଫୋରକ ଲୁଟ୍ ମାମଲା : ଦୁର୍ବୃତ୍ତଙ୍କ ଠାରୁ ବ୍ୟାପକ ପରିମାଣର ବିସ୍ଫୋରକ ଜବତ

କନକ ବ୍ୟୁରୋ : ବିସ୍ଫୋରକ ଲୁଟ୍ ମାମଲାର ଖୁଲାସା । ପୁଲିସ ହାତରେ ଧରାପଡ଼ିଲେ ୫ ଡକାଏତ୍ । ଗିରଫଦାରୀ ପରେ ଡକାଏତଙ୍କ ନିକଟରୁ ବ୍ୟାପକ ପରିମାଣର ବିସ୍ଫୋରକ ଜବତ କରିଛି ବଲାଙ୍ଗୀର ପୁଲିସ୍ । ଗତ ଦୁଇ ତାରିଖରେ ବେଲପଡ଼ା ଥାନା ଡୁଙ୍ଗୁରିପାଲିରେ ବିସ୍ଫୋରକ ଲୁଟ୍ ହୋଇଥିଲା । ବିସ୍ଫୋରକ ସମେତ…

କଳାହାଣ୍ଡି: ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଲାଂଚୁଆ ପୋଲିସ୍

କନକ ବ୍ୟୁରୋ: ଭିଜିଲାନ୍ସ ହାତରେ ଧରାପଡିଲେ ଲାଂଚୁଆ ପୋଲିସ୍ । କର୍ଲାମୁଣ୍ଡା ଫାଣ୍ଡିର ପୁଲିସ୍ ଏଏସଆଇ ଗୟା କୁମାର ସେନାପତି ଏକ ମାମଲାର ସମାଧାନ ପାଇଁ ୩ ହଜାର ଟଙ୍କା ଲାଂଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ଲାଂଚ ଟଙ୍କାକୁ ଜବତ କରିବା ସହ ଏଏସଆଇଙ୍କୁ ପଚରା ଉଚରା କରିଛି…

ରେଳ ବିଭାଗରେ ଚାକିରି ପାଇଁ ଆବେଦନ କରିଛନ୍ତି କି ? ତେବେ ଜାଣିରଖନ୍ତୁ ଏଥରକ କିଭଳି ରହିଛି ରେଲୱେ ପରୀକ୍ଷାର ଢାଂଚା

ରେଳ ବିଭାଗରେ ୯୦ ହଜାରରୁ ଅଧିକ ପଦବୀରେ ଭର୍ତ୍ତି ନେଇ ନିକଟରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ଲକ୍ଷାଧିକ ଆଶାୟୀପ୍ରାର୍ଥୀ ଚାକିରି ପାଇଁ ଆବେଦନ କରିଥିଲେ । ତେବେ ଯଦି ଆପଣ ମଧ୍ୟ ଏଥିପାଇଁ ଆବେଦନ କରିଛନ୍ତି ତେବେ ଏହାର ପରୀକ୍ଷା ଢାଂଚା ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ । •…