Daily Archives

April 10, 2018

୮୧ ପ୍ରତିଶତ ବଢିଲା ବିଜେପି ପାଣ୍ଠି,୧୪ ପ୍ରତିଶତ କମିଛି କଂଗ୍ରେସର ପାଣ୍ଠି ! ଜାତୀୟ ରାଜନୈତିକ ଦଳର ଆୟକୁ ନେଇ ଆସିଲା…

କନକ ବ୍ୟୁରୋ : ଧନ ବର୍ଷା ହୋଇଛି ବିଜେପି ପାଖରେ । ହେଲେ ସେହି ତୁଳନାରେ କଂଗ୍ରେସକୁ କିନ୍ତୁ ଝଟକା ଲାଗିଛି । ଏଭଳି କିଛି ତଥ୍ୟ ଏଡିଆର ରିପୋର୍ଟରୁ ସାମ୍ନାକୁ ଆସିଛି । ୨୦୧୬-୧୭ ଆର୍ଥିକ ବର୍ଷରେ ବିଜେପିର ଆୟ ୧ ହଜାର ୩୪ କୋଟି ଟପିଥିବା ବେଳେ କଂଗ୍ରେସର ଆୟ ଥିଲା ୨୨୫ କୋଟି । ରିପୋର୍ଟ…

ପାରିବେନି କେହି ଅଲଗା କରି. . .ବର୍ଷା-ଅନୁଭବ ସୋସିଆଲ ମିଡିଆ ପୋଷ୍ଟରେ ଟ୍ୱିଷ୍ଟ । ପ୍ରେମଭରା ଲେଖାକୁ ନେଇ ପୁଣି…

କନକ ବ୍ୟୁରୋ: ଅନୁଭବ-ବର୍ଷା, ଓଡ଼ିଆ ଫିଲ୍ମର ସବଠୁ ସଫଳ ଯୋଡ଼ି । ଏହି ଯୋଡ଼ିକୁ ନେଇ ସବୁ ବେଳେ ଚର୍ଚ୍ଚା । କେତେବେଳେ ନିଖୁଣ ଅଭିନୟ ପାଇଁ, ତ ଆଉ କେତେବେଳେ ଫିଲ୍ମର ସଫଳତା ପାଇଁ । ସଫଳତାର ଶୀର୍ଷରେ ପହଂଚିଥିବା ଏହି ଯୋଡ଼ି, ନିଜ ନିଜ ସୋସିଆଲ ସାଇଟରେ ବି ବେଶ ତତ୍ପର । ଆଉ ତିନି ଦିନ ତଳେ…

ମନରେ ଆସୁଥିବା ଶବ୍ଦକୁ ପଢ଼ିନେବ କମ୍ପ୍ୟୁଟର ! ଚେହେରା ପଢ଼ି ମଧ୍ୟ ଲେଖିପାରିବ ସବୁକିଛି

ଚାଲିଛି ଆଡ଼ଭାନ୍ସ କମ୍ପ୍ୟୁଟର ଯୁଗ । ବୈଜ୍ଞାନିକମାନେ ଅଧିକ ବିକଶିତ କମ୍ପ୍ୟୁଟର ତିଆରି କିରବା ପାଇଁ ଏବେ ବି ଚେଷ୍ଟା ଚଳାଇଛନ୍ତି । ନିମୟିତ ବ୍ୟବଧାନରେ ଚାଲିଛି ପରୀକ୍ଷା ନିରୀକ୍ଷା । ତେବେ ଏବେ ଦୁନିଆକୁ ପୁରା କମ୍ପ୍ୟୁଟର ଯୁଗ କହିଲେ ଅତ୍ୟୁକ୍ତ ହେବ ନାହିଁ । କିଛି ନା କିଛି ନୂଆ ଯନ୍ତ୍ର…

ଗଂଜାମରେ ଦଣ୍ଡଯାତ୍ରାର ଧୂମ୍ ! ଇଶ୍ୱରଙ୍କ ଆଶିଷ ପାଇଁ ଶରୀରକୁ କଷ୍ଟ ଦେଉଛନ୍ତି ମାନସିକଧାରୀ

କନକ ବ୍ୟୁରୋ: ହଜାର ହଜାର ବର୍ଷଧରି ଗଞ୍ଜାମ ଜିଲ୍ଳାରେ ପାଳିତ ହୋଇଆସୁଛି ଦଣ୍ଡଯାତ୍ରା । ମାନସିକଧାରୀମାନେ ଶରୀରକୁ କଷ୍ଟ ଦେଇ ଇଶ୍ୱର ପ୍ରାପ୍ତି ପାଇଁ ଏହି ଦଣ୍ଡଯାତ୍ରାରେ ସାମିଲ ହୋଇଥାନ୍ତି । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛନ୍ତି ଦଣ୍ଡୁଆ । ଦଣ୍ଡ ଯାତ୍ରାର ଅରମ୍ଭରୁ ଶେଷ ଯାଏଁ…

ବସ୍ତି ବାସିନ୍ଦାଙ୍କ ନିଆରା ପ୍ରୟାସ । ବାରମ୍ବାର ଅଭିଯୋଗ ସତ୍ୱେ ପ୍ରଶାସନ ନଶୁଣିବାରୁ ନିଜେ ସଫାକଲେ ଅଳିଆ ଆବର୍ଜନା

କନକ ବ୍ୟୁରୋ: ଗୁହାରି କରି କରି ଥକିଗଲେ । ନା ଶୁଣିଲା ପ୍ରଶାସନ, ନା ଶୁଣିଲେ ଖଣି କର୍ତ୍ତୃପକ୍ଷ । ଶେଷରେ ବାଧ୍ୟ ହୋଇ ଶହେ ବର୍ଷର ପୂରୁଣା ନାଳକୁ ପୁନରୁଦ୍ଧାର ପାଇଁ ଅଂଟା ଭିଡିଲେ ଗ୍ରାମବାସୀ । ଏଭଳି ଏକ ଘଟଣା ଘଟିଛି କନ୍ଦୁଝର ଜିଲ୍ଲା ଯୋଡା ଖଣି ଅଂଚଳରେ । କୋଡି କୋଦାଳ ଧରି ମାଟି…

ଆପଣଙ୍କ ଗାଡି ଚୋରି ହୋଇଯାଇଛି କି ? ତେବେ ଚିନ୍ତା ନକରି ତୁରନ୍ତ କରନ୍ତୁ ଏହି କାମ, ଶୀଘ୍ର ପାଇବେ ଆପଣଙ୍କ ଗାଡି !

ଯଦି ଆପଣଙ୍କ ଗାଡି ଚୋରି ହୋଇଯାଇଛି, ତେବେ ଆପଣ ଚିନ୍ତା ନକରି ବିବେକର ସହ କାମ ନିଅନ୍ତୁ । ଠିକ ସମୟରେ ଠିକ ନିର୍ଣ୍ଣୟ ନେଲେ ଆପଣ ଏହି ସ୍ଥିତିରୁ ସହଜରେ ମୁକୁଳି ପାରିବେ । ନିଜ ଘର, ନିଜ ଗାଡି କରିବା ସମସ୍ତଙ୍କ ସ୍ୱପ୍ନ ଥାଏ । ଏଥିପାଇଁ ଆମେ ବହୁତ ପରିଶ୍ରମ ବି କରିଥାଉଁ , ଯାହାଙ୍କୁ…