Daily Archives

April 10, 2018

ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା ! ଅଭିଯୁକ୍ତକୁ ଗିରଫ କରିଛି…

କନକ ବ୍ୟୁରୋ : ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ନର୍ସିଂ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତକୁ ଗିରଫ କରିଛି ପୁଲିସ । ଅଭିଯୁକ୍ତ ଜଣକ ସେହି କଲେଜର କ୍ୟାଂଟିନ ବୟ ଲକ୍ଷ୍ମଣ ବଳ । ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ତାଙ୍କୁ ପୁଲିସ ଗିରଫ କରିଛି । ଅନ୍ୟପଟେ…

ପ୍ୟାନକାର୍ଡ଼ରେ କିନ୍ନରଙ୍କ ପାଇଁ ରହିବ ସ୍ୱତନ୍ତ୍ର ବର୍ଗ ! ସରକାରଙ୍କ ନୂଆ ନିୟମ

କିନ୍ନରମାନେ ଏବେ ସ୍ୱତନ୍ତ୍ର ବର୍ଗରେ ପ୍ୟାନ କାର୍ଡ଼କୁ ପ୍ରାପ୍ତ କରି ପାରିବେ । ସରକାର ଏ ନେଇ ଆୟକର ନିୟମକୁ ସଂଶୋଧନ କରିଥିବା ଜଣାପଡ଼ିଛି । ଏବେ କର ସମ୍ବନ୍ଧୀୟ ନେଣଦେଣ ପାଇଁ ସ୍ୱତନ୍ତ୍ର ବର୍ଗରେ କିନ୍ନରମାନେ ପ୍ୟାନ୍‌ କାର୍ଡ଼ ପାଇଁ ଆବେଦନ କରି ପାରିବେ । ସେମାନଙ୍କ ପାଇଁ ଅବେଦନ ପତ୍ରରେ…

ମହାକାଶକୁ ଇସ୍ରୋ ପଠାଇବ ଆଉ ଏକ ଉପଗ୍ରହ ! ଅବସ୍ଥାପିତ ହେବ ନୂଆ ନାଭିଗେସନ ସାଟେଲାଇଟ୍

କନକ ବ୍ୟୁରୋ : ଆସନ୍ତା ଗୁରୁବାର ଦିନ ମହାକାଶକୁ ଇସ୍ରୋ ପଠାଇବ ଏକ ନୂଆ ନାଭିଗେସନ ସାଟେଲାଇଟ୍ । ଆଇଆରଏନଏସଏସ-୧ ସିରିଜର ଏହି ନବମ ଉପଗ୍ରହ ନାଭିଗେସନ ଦିଗରେ ବେଶ୍ ସହାୟକ ହେବ ବୋଲି ଆଶା ରଖିଛନ୍ତି ବିଜ୍ଞାନୀ । ଅନ୍ୟପଟେ ଏହି ଉପଗ୍ରହ ଅଚଳ ହୋଇପଡିଥିବା ଆଇଆରଏନଏସଏସ-୧ଏର ସ୍ଥାନ ନେବ ।…

ବୈଜୟନ୍ତଙ୍କ ପରିବାର ଓ ବିଜେଡି ମଧ୍ୟରେ ବଢିଲା ବିବାଦ ! ମେକ୍ ଇନ୍ ଓଡିଶା କନକ୍ଲେଭରୁ ସିଆଇଆଇ ଓହରିଯିବା ନେଇ…

କନକ ବ୍ୟୁରୋ : ବିଜେଡି ଓ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ପରିବାର ମଧ୍ୟରେ ବଢିଲା ବିବାଦ । ମେକ୍ ଇନ୍ ଓଡିଶା କନକ୍ଲେଭ୍ ୨୦୧୮ର ଆୟୋଜନରୁ ସିଆଇଆଇ ଓହରିବା ପରେ ଏହି ବିବାଦ ତେଜିଛି । ଏଥିପାଇଁ କନଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରୀ- ସିଆଇଆଇର ପୂର୍ବାଂଚଳ ଅଧ୍ୟକ୍ଷ ଜାଗି ମଙ୍ଗତ ପଣ୍ଡାଙ୍କୁ…

ସୋସିଆଲ ମିଡିଆରେ ପରସ୍ପରକୁ କଡା ମେସେଜ ପରେ ଅନୁଭବ ଓ ବର୍ଷାଙ୍କ ପ୍ରେମଭରା ପ୍ରତିକ୍ରିୟା ! ଅନୁଭବ ଲେଖିଲେ, ସବୁଦିନ…

ଓଡିଆ ଚଳଚିତ୍ର ଜଗତର ସବୁଠାରୁ ହିଟ୍ ଯୋଡି ଅନୁଭବ ଓ ବର୍ଷା । ସୋସିଆଲ୍ ମିଡିଆ ଇନଷ୍ଟାଗ୍ରାମରେ ଉଭୟ ଅନୁଭବ ଓ ବର୍ଷା ପରସ୍ପର ପ୍ରତି ତିକ୍ତତାପୂର୍ଣ୍ଣ ମେସେଜ୍ ଦେବା ପରେ ଆଜି ଉଭୟ ପରସ୍ପର ପ୍ରତି ବେଶ୍ ପ୍ରେମଭରା ବାର୍ତ୍ତା ଦେଇଛନ୍ତି । ବର୍ଷା ଲେଖିଛନ୍ତି, ସେ ତାଙ୍କ ଅନୁଭବଙ୍କୁ ଖୁବ୍…