Daily Archives

April 6, 2018

କଟକକୁ କବଜା କଲାଣି ଟିଟୋ ଗ୍ୟାଙ୍ଗ୍ ! ଧଳସାମନ୍ତ ଭାଇର ସ୍ଥାନ ନେଉଛି କେନ୍ଦ୍ରାପଡ଼ାର କୁଖ୍ୟାତ ଅଣ୍ଡରୱାର୍ଲ୍ଡ

କନକ ବ୍ୟୁରୋ : ଡି-ବଦର୍ସଙ୍କ ପତନ ପରେ ଏବେ ଅପରାଧରେ କାୟା ବଢାଉଛି ଟିଟୋ ଗ୍ୟାଙ୍ଗ । କଟକ ଜଗତପୁର ଗୁଳିକାଣ୍ଡର ତଦନ୍ତ ବେଳେ ଏହି ସିଦ୍ଧାନ୍ତରେ ପହଁଚିଛି କମିସନରେଟ୍ ପୋଲିସ । ଟେଣ୍ଡର ଫିକ୍ସିଂ ଭଳି ବଡ଼ ବଡ଼ ଅପରାଧ ପଛରେ ରହିଛି ଟିଟୋ ଗ୍ୟାଙ୍ଗ୍ର ହାତ । ହେଲେ ଟିଟୋ କେଉଁଠି ରହି ତା’ର ପୂରା…

ନୟାଗଡ ଗ୍ରାମ୍ୟ ବ୍ୟାଙ୍କରୁ ୨୬୬ ପ୍ୟାକେଟ ସୁନା ଲୁଟି ନେଲେ ଲୁଟେରା ! ସୁରାକ ପାଉନି ପୋଲିସ

କନକ ବ୍ୟୁରୋ : ନୟାଗଡ ଓଡିଶା ଗ୍ରାମ୍ୟ ବ୍ୟାଙ୍କରୁ କୋଟିଏ ଟଙ୍କାର ସୁନା ଲୁଟି ନେଇଛନ୍ତି ଲୁଟେରା । ଦିନ ପ୍ରାୟ ସାଢେ ଗୋଟାଏ ବେଳେ ଦୁଇଟି ବାଇକରେ ୬ଜଣ ଲୁଟେରା ବ୍ୟାଙ୍କ ଭିତରେ ପଶିଥିଲେ । ମୁଣ୍ଡରେ ହେଲମେଟ୍ ଲଗାଇଥିବା ବେଳେ ହାତରେ ବନ୍ଧୁକ ଧରି ବ୍ୟାଙ୍କ ଭିତରକୁ ପଶିଥିଲେ । ବ୍ୟାଙ୍କରେ…

ରାସ୍ତାରେ ଓଲଟିଲା ୫୦କୋଟି ଟଙ୍କା ନେଇ ଯାଉଥିବା ଗାଡି ! ଲୁଟିବା ପାଇଁ ପହଞ୍ଚିଲେ ସ୍ଥାନୀୟବାସୀ । 

୫୦ କୋଟି ଟଙ୍କା ନେଇ ଯାଉଥିବା ଏକ ଭ୍ୟାନ ଏବଂ ଏହାର ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ ଗାଡି ମଧ୍ୟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ଛତିଶଗଡର ରାଜଧାନୀ ରାୟପୁର ଠାରେ ।  ସାମ୍ନାରୁ ନିୟନ୍ତ୍ରଣ ହରାଇ ଆସୁଥିବା ଏକ ଗାଡିକୁ ବଞ୍ଚାଇବାକୁ ଯାଇ ଟଙ୍କା ଭର୍ତ୍ତି ଥିବା…

ଉଦ୍ଧାର ହେଲା ୧୨ ଫୁଟ ଲମ୍ବର କିଙ୍ଗ୍ କୋବ୍ରା ! ବନବିଭାଗ ଉଦ୍ଧାର କରି ଅଭୟାରଣ୍ୟରେ ଛାଡ଼ିଲା

କନକ ବ୍ୟୁରୋ : ଉଦ୍ଧାର ହେଲା ୧୨ ଫୁଟ୍ ଲମ୍ବର କିଙ୍ଗ କୋବ୍ରା । ରାତି ସାରା ଜାଲରେ ପଡିବା ପରେ ସକାଳୁ ଉଦ୍ଧାର କଲେ ଗ୍ରାମବାସୀ । ନୀଳଗିରି ଉପଖଣ୍ଡର କୁଲଡିହା ଅଭୟାରଣ୍ୟ ପାଦଦେଶରୁ ଏକ ଅହିରାଜ ସାପକୁ ଉଦ୍ଧାର କରାଯାଇଛି । ନୀଳଗିରି ବ୍ଲକ୍ ଅଧିନସ୍ଥ ଗରିଡି ପଂଚାୟତ ଅସନବଣି ଗାଁ ମୁଣ୍ଡ ବିଲ…

ଭାରତ ଉପରେ ଚୀନର ସାଇବର ଆକ୍ରମଣ ! ସବୁଠୁ ସୁରକ୍ଷିତ ପ୍ରତିରକ୍ଷା ବିଭାଗର ୱେବସାଇଟରେ ହ୍ୟାକର୍ସ ଲେଖିଲେ ଚୀନ ଭାଷା

ଭାରତ ଉପର ଚୀନର ସାଇବର ଆକ୍ରମଣ । ଗୋଟିଏ ପଟେ ସୀମା ବିବାଦକୁ ନେଇ ଭାରତ ସହ ଚୀନ ସର୍ମ୍ପକ ହେଉଥିବା ବେଳେ ଏକ ନୂଆ ଉପାୟରେ ଭାରତ ଉପରେ ଆକ୍ରମଣ କରିଛି ଚୀନ୍ । ଯାହା ଭାରତର ଚିନ୍ତା ବଢାଇଦେଇଛି । ଭାରତର ପ୍ରତିରକ୍ଷା ବିଭାଗର ୱେବସାଇଟକୁ ଚାଇନିଜ ହ୍ୟାକର ମାନେ ହ୍ୟାକ କରିଥିବା ଖବର…

କୋର୍ଟର କଡା ନିର୍ଦ୍ଦେଶ ! ଏଣିକି ଗର୍ଭବତୀ ପତ୍ନୀଙ୍କୁ ଘରୁ ତଡିଲେ ସ୍ୱାମୀଙ୍କୁ ହେବ ୨୨ ବର୍ଷ ଜେଲ । ଜାଣନ୍ତୁ…

ଏଭଳି ଏକ କଠୋର ଦଣ୍ଡାଦେଶ ଶୁଣାଇଛି ଗୁଜରାଟର ଅହମଦାବାଦ ଜିଲ୍ଲାରେ ଥିବା ଏକ ପାରିବାରିକ ଅଦାଲତ । ଯେଉଁଠି ଜଣେ ୫୫ବର୍ଷୀୟ ଯୁବକଙ୍କୁ କୋର୍ଟ ୨୨ ବର୍ଷ ଜେଲଦଣ୍ଡାଦେଶ ଶୁଣାଇଛି ଏବଂ ଉକ୍ତ ବ୍ୟକ୍ତି ଜଣଙ୍କରୁ ଦୋଷ ଏହା ଥିଲା କି ସେ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ସବୁବେଳେ ନିର୍ଯାତନା ଦେଉଥିଲେ ଓ…