Daily Archives

April 6, 2018

ମୈଦାନକୁ ଓହ୍ଲାଇବାକୁ ଆହ୍ୱାନ ଦେଲେ ତାରା! କହିଲେ, ଦମ୍ ଅଛି ତ ନବୀନଙ୍କ ବିରୋଧରେ ନିର୍ବାଚନ ଲଢ଼ନ୍ତୁ ପ୍ରସାଦ

କନକ ବ୍ୟୁରୋ : ରୋଚକ ମୋଡ ନେଉଛି କଂଗ୍ରେସ ବାକଯୁଦ୍ଧ । ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କୁ କଟାକ୍ଷ କରି ତାରା ବାହୀନିପତି କହିଥିଲେ, ହିଂଜିଳିରେ ନବୀନ ପଟ୍ଟନାୟକଙ୍କ ବିରୋଧରେ ନିର୍ବାଚନ ଲଢନ୍ତୁ ପ୍ରସାଦ ହରିଚନ୍ଦନ । ଏପରିକି ତାରା କହିଥିଲେ, ପ୍ରସାଦ ୪୦ ହଜାର ଭୋଟରେ ଜିତି…

ଅମିତ ଶାହାଙ୍କ ମିଶନ ୧୨୦କୁ ହସରେ ଉଡ଼଼ାଇଦେଲେ ନବୀନ ! ବିଜେଡ଼ି ସୁପ୍ରିମୋ କହିଲେ, ଅମିତଙ୍କ ଦୃଢୋକ୍ତିର କୌଣସି ଭିତ୍ତି…

କନକ ବ୍ୟୁରୋ : ବିଜେପି ରଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମିଶନ ୧୨୦କୁ ନେଇ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପୁଣି ପ୍ରତିକ୍ରିୟା ରଖିଛନ୍ତି । ଜଣେ ସାମ୍ବାଦିକଙ୍କ ପ୍ରଶ୍ନର ଉତର ଦେଇ ହସିପକାଇଛନ୍ତି ନବୀନ । ସାମ୍ବାଦିକ ଜଣକ ପ୍ରଶ୍ନ କରିଥିଲେ ଅମିତ ଶାହାଙ୍କ ଦୃଢୋକ୍ତିରେ କୌଣସି…

କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର ! ପ୍ରଥମଥର ପାଇଁ ଦୂରଦର୍ଶନରେ ପ୍ରସାରଣ ହେବ ଆଇପିଏଲ ମ୍ୟାଚ । 

ଭାରତରେ କ୍ରିକେଟ ପର୍ବ କୁହାଯାଉଥିବା ଆଇପିଏଲରୁ ଏକ ବଡ ଖବର ସାମନାକୁ ଆସିଛି । ଯେଉଁ ଖବର ଆଇପିଏଲ ପ୍ରେମୀଙ୍କ ମଧ୍ୟରେ ଭରିଦେବ ଖୁସିର ସମ୍ଭାର । ଆଇପିଏଲର ୧୧ତମ ସଂସ୍କରଣର ପ୍ରତିଟି ମ୍ୟାଚର ସିଧାପ୍ରସାରଣ ଏବେ ଆପଣ ଦେଖିପାରିବେ ଦୂରଦର୍ଶନରେ । ପ୍ରଥମ ଥର ପାଇଁ ଏଭଳି ପ୍ରସାରଣ କରିବାକୁ…

ଆରାମରେ ଆସିଲେ ଫିଲ୍ମି ଷ୍ଟାଇଲରେ କୋଟି କୋଟି ଟଙ୍କା ଲୁଟି ନେଇ ଚାଲିଗଲେ ! ବନ୍ଧୁକ ଦେଖାଇ ଆନ୍ଧ୍ର ବ୍ୟାଙ୍କରେ କଳାକନା…

କନକ ବ୍ୟୁରୋ : ଦିନ ଦିପହରେ ସମସ୍ତଙ୍କ ସାମ୍ନାରେ ବ୍ୟାଙ୍କ ଲୁଟ୍ । ବନ୍ଧୁକ ମୁନରେ ଅନୁଗୁଳ ଆନ୍ଧ୍ର ବ୍ୟାଙ୍କରେ କଳାକନା ବୁଲାଇଦେଇଛନ୍ତି ଲୁଟେରା । ଦୁଇଟି ବାଇକରେ ୫ ଜଣ ଲୁଟେରା ଆସି ଅତି ସହଜରେ ଟଙ୍କା ଓ ସୁନା ଲୁଟି ଫେରାର ହୋଇଯାଇଛନ୍ତି । ଯାହାର ଟେର୍ ପାଇନି ପୋଲିସ । ସମୟ ଦିନ ୧୧ଟା…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ପ୍ରଶାସନର ନିଷ୍ପତି ସପକ୍ଷରେ ମତ ଦେଲେ ବିଜେଡିର ଦୁଇ ମନ୍ତ୍ରୀ ! ଅନ୍ୟପଟେ ଭିତର…

କନକ ବ୍ୟୁରୋ : ପ୍ରଥମ ଥର ପାଇଁ ବିଜେଡିର ଦୁଇ ବରିଷ୍ଠ ମନ୍ତ୍ରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲାଯିବା ସପକ୍ଷରେ ଖୋଲାଖୋଲି ମନ୍ତବ୍ୟ ରଖିଛନ୍ତି । ରତ୍ନଭଣ୍ଡାରରେ ଫାଟ ରହିଛି, ମରାମତି ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ପ୍ରଫୁଲ୍ଲ ସାମଲ । ସେପଟେ ଭିତର ଭଣ୍ଡାରର ଚାବି…