Daily Archives

April 3, 2018

ମହିଳା ବନ କର୍ମଚାରୀଙ୍କ ମହାନତା ! ନିଜେ ଚେଷ୍ଟା କରି ଆଦିବାସୀ ଅଂଚଳରେ ତିଆରି କରାଇଲେ ୫୦୦ ଶୌଚାଳୟ

ଆମ ଦେଶ ଭାରତରେ ଶୌଚାଳୟ ଏକ ପ୍ରମୁଖ ସମସ୍ୟା । ରିପୋର୍ଟ ଅନୁସାରେ ଦେଶରେ ଆଜି ବି ଜନସଂଖ୍ୟାର ଏକ ବଡ଼ ଅଂଶ ଶୌଚାଳୟ ବ୍ୟବହାର କରନ୍ତି ନାହିଁ । ଏଥିପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ଅନେକ ଏନଜିଓ , ସଂଗଠନ ମଧ୍ୟ କାମ କରୁଛନ୍ତି । କିନ୍ତୁ ସୁଧୁରିପାରୁନି ସ୍ଥିତି । ଲୋକେ ଏବେ ବି ସଚେତନ…

ଜୀବନ ବଞ୍ଚାଇବା ପାଇଁ ପାଣି ଚୋରି ! ଜଳକଷ୍ଟ ଦୂର କରିବା ପାଇଁ ପାଇପ ଲାଇନରୁ ପାଣି ଚୋରି କରୁଛନ୍ତି ମହିଳା

କନକ ବ୍ୟୁରୋ : ଜୀବନ ପାଇଁ ପାଣି ଚୋରୀ । ଏଭଳି ଘଟଣା ଦେଖିବାକୁ ମିଳଛି ବଲାଙ୍ଗୀର ଜିଲ୍ଲାରେ । ଖରା ଉତାପ ବଢ଼ିବା ସାଙ୍ଗକୁ ଲୋକଙ୍କ ଚିନ୍ତା ବଢ଼ାଉଛି ଜଳକଷ୍ଟ । ଗାଁର ନଳକୂପ ଅଚଳ ହୋଇପଡିଥିବା ବେଳେ ରଲେୱେ ପାଇପ ଲାଇନରୁ ପାଣି ଚାଲୁଛନ୍ତି ଲୋକେ । ବଢ଼ୁଛି ଖରା । ତା ସାଙ୍ଗକୁ ତାଳ ଦେଇ…

ପୋଲିସ ବାବୁଙ୍କ ଦାଦାଗିରି ! ଇଂରାଜୀ କହିବାରୁ ଯୁକ୍ତ ଦୁଇ ଛାତ୍ରକୁ ନିର୍ଦ୍ଧୁମ ମାଡ଼, ଜାଣନ୍ତୁ କେଉଁଠି ଘଟିଛି ଏହି…

ବିହାର ପୋଲିସର ଦାଦାଗରି । ଇଂରାଜୀ କହିବାରୁ ଛାତ୍ରଙ୍କୁ ନିର୍ଦ୍ଧୁମ ମାଡ଼ ମାରିଛି ପୋଲିସ୍ । ଘଟଣାଟି ଅବିଶ୍ୱସନୀୟ ମନେହେଲେ ମଧ୍ୟ ସତ । ସୂଚନା ଅନୁସାରେ ଛାତ୍ର ଜଣଙ୍କ ପୋଲିସ ସହ ଇରାଂଜୀରେ କଥା ହେବାରୁ ତାକୁ ପ୍ରବଳ ମାଡ଼ ମାରିଛନ୍ତି ବିହାର ପୋଲିସ୍ । ଏହି ଘଟଣା ବିହାରର ଖଗାଡ଼ିଆ ଜିଲ୍ଲାର…

ଆସନ୍ତାକାଲି ୨ଟାରେ ଖୋଲିପାରେ ରତ୍ନଭଣ୍ଡାର ! ସେବାୟତଙ୍କ ଦାବି, ପ୍ରତିନିଧି ନୁହେଁ, ଗଜପତି ଯାଆନ୍ତୁ ।

କନକ ବ୍ୟୁରୋ : ଆସନ୍ତାକାଲି ଅର୍ଥାତ ଏପ୍ରିଲ ୪ ତାରିଖରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ ପ୍ରଶାସନ ପ୍ରସ୍ତୁତ ହେଉଛି । ଏନେଇ ପୁରୀ ଏସିପି ସାର୍ଥକ ଷଡଙ୍ଗୀ ସୂଚନା ଦେଇଛନ୍ତି । ଭଣ୍ଡାର ଘର ସ୍ଥିତି ଯାଞ୍ଚ ପାଇଁ ୧୦ ଜଣିଆ ଟିମ୍ ରତ୍ନଭଣ୍ଡାର ଘର ଭିତରକୁ ଯିବେ ।…

ଦୃଷ୍ଟିହୀନ ବି ପଢ଼ିପାରିବେ ଖବରକାଗଜ ! ଆସିଲା ସ୍ୱତନ୍ତ୍ର ଚଷମା, ଜାଣନ୍ତୁ ଭାରତୀୟ ବଜାରରେ କେତେ ରହିଛି ଏହାର ମୂଲ୍ୟ ?

ଦୃଷ୍ଟିହୀନମାନେ ଯିବାଆସିବା ଠାରୁ ଆରମ୍ଭ କରି ନିତ୍ୟକର୍ମ କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହୁଅନ୍ତି । କିଛି ବି କରିବା ପାଇଁ ତାଙ୍କୁ ଅନ୍ୟର ସାହାରା ନେବାକୁ ପଡ଼େ । ତେବେ ସବୁବେଳେ ସେମାନଙ୍କ ପାଖରେ କେହି ରହିବା ସମ୍ଭବପର ହୋଇପାରେ ନାହିଁ । ଆଉ ସେଥିପାଇଁ ସେମାନେ ଅବହେଳିତ ଅନୁଭବ…

ଏସସି/ଏସଟି ଆକ୍ଟ ବାବଦରେ କଣ କହିଲେ ସୁପ୍ରିମକୋର୍ଟ ! ନିଆଁ ଜଳିଲା ହେଲେ, ରିହାତିଦେଶ ମିଳିଲାନି

କନକ ବ୍ୟୁରୋ : ଏସସି/ଏସଟି ଆକ୍ଟ ରାୟ ଉପରେ ରୋକ ଲାଗିବ ନାହିଁ । ଆଜି ଏସସି/ଏସଟି ଆଇନ ପ୍ରସଙ୍ଗରେ ଦିଆଯାଇଥିବା ରାୟ ଉପରେ ରୋକ ଲଗାଇବାକୁ ମନାକଲେ ସୁପ୍ରିମକୋର୍ଟ । ଏହି ଆଇନ ଉପରେ ଆସିଥିବା ରାୟର ପୁନଃ ବିଚାର କରିବା ପାଇଁ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ରିଭ୍ୟୁ ପିଟିସନ ଦାଖଲ…