Daily Archives

April 3, 2018

ରେଡମି ସ୍ମାର୍ଟଫୋନର ଫେଷ୍ଟିଭାଲ ଆରମ୍ଭ ! ଫୋନ୍ କିଣନ୍ତୁ, ଅନେକ ସ୍ୱତନ୍ତ୍ର ଅଫରର ଲାଭ ଉଠାନ୍ତୁ

ରେଡମି ସ୍ମାର୍ଟଫୋନ୍‌ର ଫେଷ୍ଟିଭାଲ ଆରମ୍ଭ ହୋଇଯାଇଛି। ଭାରତରେ ଏହି ଫେଷ୍ଟିଭାଲ ଏପ୍ରିଲ ୫ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଫେଷ୍ଟିଭାଲରେ କମ୍ପାନି ବିଭିନ୍ନ ପ୍ରକାର ଅଫର ଦେବ ବୋଲି ଘୋଷଣା କରିଛି । ଏଥରକ ଏହି ସେଲରେ ଗ୍ରାହକଙ୍କ ପାଇଁ ରହିଛି କିଛି ସ୍ୱତନ୍ତ୍ର ଅଫର । ରେଡମି ନୋଟ ୫…

ଥଣ୍ଡାପାନୀୟ ପିଉଥିଲେ ସାବଧାନ ! କୋକାକୋଲା ବୋତଲରୁ ମିଳିଲା ପଚାମୂଷା

ଆଜିକାଲି ଦେଶର ଅଧାରୁ ଅଧିକ ଲୋକ ମୃଦୁ ପାନୀୟ ପିଇବା ପାଇଁ ପସନ୍ଦ କରୁଛନ୍ତି । କିନ୍ତୁ ବେଳେ ବେଳେ ମୃଦୁ ପାନୀୟ ତିଆରି କରୁଥିବା କମ୍ପାନୀମାନଙ୍କର ଅବହେଳା ପାଇଁ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ପୂର୍ବରୁ ଅନେକ ଥର ମୃଦୁ ପାନୀୟରେ ପୋକ ଥିବା ବା ମରି ଯାଇଥିବା ଅସରପା…

ନବରଙ୍ଗପୁରରେ ଫେଲ ମାରିଛି ନିରାମୟ ଯୋଜନା ! ଔଷଧ ଲେଖୁଛନ୍ତି ଡାକ୍ତର ହେଲେ ରୋଗୀଙ୍କୁ ମିଳୁନି ଔଷଧ

କନକ ବ୍ୟୁରୋ : ସରକାର କହୁଛନ୍ତି ରାଜ୍ୟରେ ନିରାମୟ ଯୋଜନା ଶତ ପ୍ରତିଶତ ସଫଳ । ସବୁ ହସ୍ପିଟାଲରେ ମାଗଣାରେ ରୋଗୀଙ୍କୁ ଔଷଧ ଦିଆଯାଉଛି । ରୋଗୀ ଆଉ ବାହାରୁ ମେଡିସିନ୍ କିଣୁନାହାନ୍ତି । ହେଲେ ଏହା କଣ ସତ? ଉପାନ୍ତ ଅଂଚଳରେ କେମିତି କାମ କରୁଛି ସରକାରଙ୍କ ଏହି ଯୋଜନା ? ସରଳ ନିରୀହ…

୯ ପୁଅ ହେଲେ ପର, ଟ୍ରାଫିକ ପୋଲିସ ହେଲେ ନିଜର ! ରାସ୍ତାକଡରେ ତିନି ଦିନ ଧରି ଭୋକିଲା ଥିବା ବୃଦ୍ଧାଙ୍କୁ ନିଜ ହାତରେ…

ଆଜିର ଶିକ୍ଷିତ ସମାଜରେ ମା’କୁ ପୁଅ ପର କରି ଦେଉଥିବାର ଅନେକ ନଜିର ରହିଛି । କେତେବେଳେ ଜନ୍ମଦାତ୍ରୀ ମା’କୁ ପୁଅ ବୃଦ୍ଧାଶ୍ରମରେ ଛାଡି ଦେଉଛି ତ ପୁଣି କେତେବେଳେ ବୟସ ଗଡିଯିବା ପରେ ମା’ ଉପରେ ପୁଅର ଅତ୍ୟାଚାର ଭଳି ବିଭିନ୍ନ ଘଟଣା ସାମ୍ନାକୁ ଆସୁଛି । କିନ୍ତୁ ଏବେ ବି ମାନବିକତା ବଞ୍ଚି…