Daily Archives

April 2, 2018

ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ କଳାହାଣ୍ଡି ଜିଲ୍ଲାର ଗୁଡହାଣ୍ଡି ଡୋକରିଚଂଚରା ! ଦର୍ଶକଙ୍କୁ ବାନ୍ଧି ରଖୁଛି…

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ପର୍ଯ୍ୟଟନ ମାନଚିତ୍ରରେ ଗୁଡହାଣ୍ଡି ଡୋକରିଚଂଚରାର ସ୍ୱତନ୍ତ୍ର ସ୍ଥାନ ରହିଛି । ଏଠାରେ ପାଳିତ ହେଉଥିବା ଗୁଡହାଣ୍ଡି ମହୋତ୍ସବ ସବୁଠାରୁ ଟିକେ ଭିନ୍ନ । ରାମନବମୀ ଠାରୁ ପୂର୍ଣ୍ଣିମା ଯାଏଁ କରାଯାଉଥିବା ମହୋତ୍ସବରେ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ପାଇଁ ଏକ…

ମୌଳିକ ସୁବିଧାରୁ ବଂଚିତ ବଡଚଣା ବ୍ଳକ ଓଲର ଆଦିବାସୀ । ହେଲେ ବିକାଶର ବାର୍ତ୍ତା ବାଂଟିବା ପାଇଁ ରୌପ୍ୟ ଜୟନ୍ତୀ ପାଳନ…

କନକ ବ୍ୟୁରୋ: ମୌଳିକ ସୁଖ ସୁବିଧାରୁ ବଂଚିତ ଯାଜପୁର ବଡଚଣା ବ୍ଳକ ଓଲର ଆଦିବାସୀ । ଜିଲ୍ଲା ବିକାଶର ବାର୍ତା ବାଂଟିବା ପାଇଁ ଜିଲ୍ଲା ମୁଖ୍ୟାଳୟରେ ରୌପ୍ୟ ଜୟନ୍ତି ପାଳନ କରି ବାହାବାହା ନେଉଛନ୍ତି ସ୍ଥାନୀୟ ଲୋକ ପ୍ରତିନିଧି ଓ ଜିଲ୍ଲା ପ୍ରଶାସନ । ହେଲେ ଏ ଗାଁର ସ୍ଥିତି ଦେଖିଲେ ସ୍ପଷ୍ଟ…

ପରମ୍ପରା ଆଳରେ ଅବୈଧ ପଶୁ ଶିକାର ! ଆଦିବାସୀଙ୍କ ଆଗରେ ନାଚାର ବନ ବିଭାଗ । ସବୁ ଦେଖିବି ନୀରବ୍

କନକ ବ୍ୟୁରୋ: ଆଦିବାସୀ ଅଚଂଳର ନିଆରା ବେଂଟ ପର୍ବ । ପରମ୍ପରା ନାଁରେ ଚାଲିଛି ଅବୈଧ ଶିକାର । ଲୋପ ପାଉଛି ବିଲୁପ୍ତ ଜାତିର ପଶୁ ଓ ପକ୍ଷୀ । କାମ ଦେଉନି ବନ ବିଭାଗର ତପ୍ତରତା । ପରିବେଶ ପାଇଁ ସୃଷ୍ଟି କରିଛି ବଡ ବିପଦ । ଗୋଟିଏ ପଟେ ପରମ୍ପରା, ଅନ୍ୟପଟେ ଅବୈଧ ଶିକାର । ଏମିତି କିଛି…

ପେଟ ଚାଖଣ୍ଡକ ପାଇଁ ନାଟ । କମ୍ପାନୀ ପାଖରେ ବନ୍ଧା ପଡିଛି ଜୀବନ । ଦାଦନ ଶ୍ରମିକର କରୁଣ କାହାଣୀ…

କନକ ବ୍ୟୁରୋ: ଦାଦାନ ଘଟିବାକୁ ଯାଇ ପଣବନ୍ଦୀ । କଂପାନୀରେ ଅଜସ୍ର ଖଟୁଥିବା ବେଳେ ପେଟକୁ ଦାନା ମିଳୁନଥିବା ଅଭିଯୋଗ । ଘରକୁ ଫେରିବାକୁ କହିଲେ ଠିକାଦାର ଦେଉଛି ନିର୍ଯ୍ୟାତନ । ଏଭଳି ପଣବନ୍ଦୀ ଜୀବନ ଜିଉଁଛନ୍ତି ଭବାନୀପାଟଣାର ଦାଦନ ଶ୍ରମିକ । କୌଶଳକ୍ରମେ ଜଣେ ଶ୍ରମିକ ଦଲାଲ କବଳରୁ ଖସି ଆସି…

ଆଗୁଆ ଇଲାକାର ଅନ୍ଧାରୀ ଚିକିତ୍ସା ! ଯେଉଁଠି ଆଲୁଅ ଗଲେ ଅଚଳ ହୋଇପଡ଼େ ହସ୍ପିଟାଲ୍

କନକ ବ୍ୟୁରୋ: ମୋବାଇଲ୍ ଲାଇଟ୍ ଓ ମହମବତୀ ଆଲୁଅରେ ଚାଲିଛି ଚିକିତ୍ସା । ମୋବାଇଲରେ ଲାଇଟରେ ରୋଗୀଙ୍କୁ ନର୍ସ ଦେଉଛନ୍ତି ଇଞ୍ଜେକସନ । ଆଉ ଅନ୍ଧାରରେ ଚାଲିଛି ରୋଗୀ ସେବା । ଏଭଳି ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ୱରର ମୁଖ୍ୟ ଚିକିତ୍ସାଳୟରେ । ସ୍ଥାନ - ବାଲେଶ୍ୱର ଜିଲ୍ଲା ମୁଖ୍ୟ…

ପ୍ରଥମେ ନିୟମ ଭାଙ୍ଗିଲେ, ପରେ କ୍ଷମା ମାଗିଲେ ମୋଦିଙ୍କ ମନ୍ତ୍ରୀ ! ଲିଙ୍ଗରାଜ ମନ୍ଦିର ଗର୍ଭଗୃହର ଫଟୋ ଭାଇରାଲ ପରେ…

କନକ ବ୍ୟୁରୋ : ଭୂଲ ମାନିଲେ ମୋଦିଙ୍କ ମନ୍ତ୍ରୀ । ପ୍ରଥମେ ନିୟମ ଭାଙ୍ଗିଲେ ଓ ପରେ କ୍ଷମା ପ୍ରାର୍ଥନା କଲେ । କେନ୍ଦ୍ରମନ୍ତ୍ରୀ ବିଜୟ ଗୋଏଲ ଲିଙ୍ଗରାଜ ମନ୍ଦିରର ଗର୍ଭଗୃହର ଫଟୋ ଟ୍ୱିଟର ପେଜରେ ଛାଡିବା ପରେ ଓଡ଼ିଶାରେ ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏହାପରେ ଆଜି ଗୋଏଲ ଟ୍ୱିଟ୍ କରି ଭୂଲ…