Daily Archives

April 2, 2018

କେବିସିରେ ଯିବାକୁ ଚାହୁଁଛନ୍ତି ! ଜାଣନ୍ତୁ କିଭଳି କରିବେ ଆବେଦନ ।

ଇଣ୍ଡିଆ ଟିଭି ଇଣ୍ଡଷ୍ଟ୍ରିଜର ସବୁଠାରୁ ବଡ ଟିଭି କୁଇଜ କୋନ ବନେଗା କରୋଡପତି ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । କେବିସିର ୧୦ମ ସିଜିନ ଆରମ୍ଭ ହେବା ନେଇ ଘୋଷଣା ଖୁବ ଶୀଘ୍ର କରାଯିବ । କିନ୍ତୁ ଏହା ପୂର୍ବରୁ କେବିସିର ଫ୍ୟାନ୍ସ “ଘର ବେଠେ ଜିତୋ ଜ୍ୟାକପଟ୍” ପ୍ରଶ୍ନରେ ପ୍ରତିଦିନ ଘରେ ବସି ୧…

ପକେଟରେ ନିଆଁ ଲଗାଇଲା ପେଟ୍ରୋଲ ଦର ! ୪ ବର୍ଷରେ ସବୁଠୁ ଅଧିକ, ଓଡ଼ିଶାରେ ଟପିଲା ୭୨ ।

କନକ ବ୍ୟୁରୋ : ପକେଟ୍ ଉପରେ ପୁଣି ମାଡ କରିଛି ପେଟ୍ରୋଲ । ଓଡିଶାର ବିଭିନ୍ନ ସହର ଗୁଡିକରେ ପେଟ୍ରୋଲ ଦର ୭୨ ଟପିଯାଇଛି । ୪ ବର୍ଷ ପରେ ପୁଣିଥରେ ପେଟ୍ରୋଲ ମାଡ ସାଧାରଣ ଜନତାଙ୍କୁ ଅସୁବିଧାରେ ପକାଇଦେଇଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି କାରଣରୁ ପେଟ୍ରୋଲ ଓ ଡିଜେଲ୍ ମହଙ୍ଗା…

ରତ୍ନଭଣ୍ଡାରରେ ଅଛି କ’ଣ ? ସାମ୍ନାକୁ ଆସିଲା ୧୧୩ ବର୍ଷ ତଳର ତଥ୍ୟ, ୫ଟି ସିନ୍ଦୁକରେ ରହିଛି ରତ୍ନ ଅଳଙ୍କାର । ଜାଣନ୍ତୁ…

କନକ ବ୍ୟୁରୋ : ଆଉ ୨ ଦିନ ପରେ ଅଥାର୍ତ ଆସନ୍ତା ୪ ତାରିଖ ଦିନ , ଖୋଲାହେବ ଶ୍ରୀମନ୍ଦିରର ରତ୍ନଭଣ୍ଡାର । ବର୍ଷ ବର୍ଷ ଧରି ରତ୍ନ ଭଣ୍ଡାରକୁ ନେଇ ରହସ୍ୟ ଉପରୁ ପରଦା ହଟିବ ବୋଲି ଆଶା କରାଯାଉଛି । ସୁନା ଅଳଙ୍କାରର ଆକଳନ ହେବ ନାହିଁ ବୋଲି ପ୍ରଶାସନ କହିଥିଲେ ମଧ୍ୟ ଶ୍ରୀମନ୍ଦିରର ଏହି ଅଲୌକିକ…

ଅଭୁଲା ଏପ୍ରିଲ ୨ ! ୭ ବର୍ଷ ପୂର୍ବେ ଆଜିର ଦିନରେ ବିଶ୍ୱକପ ଜିତିଥିଲା ଭାରତ, ଏବେ ବି ରେକର୍ଡ ହୋଇ ରହିଛି ଧୋନିଙ୍କ…

ଏପ୍ରିଲ ୨, ୨୦୧୧ । ଏହି ତାରିଖକୁ ଅଧିକାଂଶ ଭାରତୀୟ କ୍ରିକେଟ ପ୍ରେମୀ କେବେ ଭୁଲିବେ ନାହିଁ । କାରଣ ୭ ବର୍ଷ ପୂର୍ବେ ଆଜିର ଦିନରେ ଭାରତୀୟ କ୍ରିକେଟ ଟିମ୍ ଶ୍ରୀଲଙ୍କାକୁ ମାତ ଦେଇ ଦ୍ୱିତୀୟ ବିଶ୍ୱକପ ହାସଲ କରିଥିଲା । ଆଉ ଦୀର୍ଘ ୨୮ ବର୍ଷ ଅପେକ୍ଷାର ଅନ୍ତ ଘଟିଥିଲା । କିନ୍ତୁ ସବୁଠୁ ଅଧିକ…

ବିଜେଡ଼ିରୁ ବୈଜୟନ୍ତ ହେବେ କି ବହିଷ୍କୃତ ? ମୁଖିଆଙ୍କ ନିକଟରେ ଦାବି ଜଣାଇଲେ କେନ୍ଦ୍ରାପଡା ଜିଲ୍ଲା ସଭାପତି

କନକ ବ୍ୟୁରୋ : ବୈଜୟନ୍ତଙ୍କୁ ଶୀଘ୍ର ଦଳରୁ ବହିଷ୍କାର କର । ବିଜେଡି ସୁପ୍ରିମୋ ନବୀନଙ୍କୁ ଭେଟି ଆଜି ଏଭଳି କହିଛନ୍ତି କେନ୍ଦ୍ରାପଡା ଜିଲ୍ଲା ବିଜେଡି ସଭାପତି ଧ୍ରୁବ ସାହୁ । ବୈଜୟନ୍ତଙ୍କୁ ନେଇ କେନ୍ଦ୍ରାପଡା ବିଜେଡି କର୍ମୀଙ୍କ ମନରେ ଅସନ୍ତୋଷ ଲାଗି ରହିଛି ତେଣୁ ତାଙ୍କୁ ଶୀଘ୍ର ଦଳରୁ ନବୀନ…

ପେଟ୍ରୋଲ ଦରବୃଦ୍ଧି ! ମୋଦି କହିଥିଲେ କଣ, କରୁଛନ୍ତି କଣ ?

ପେଟ୍ରୋଲ ଏବଂ ଡିଜେଲର ବର୍ଦ୍ଧିତ ମୂଲ୍ୟ ମନମୋହନ ସିଂହଙ୍କର ୟୁପିଏ ସରକାରଙ୍କୁ ମହଙ୍ଗା ପଡିଥିଲା । ଏପରିକି ଏହି କାରଣ ଯୋଗୁଁ ୟୁପିଏ ସରକାର ଗାଦିଚ୍ୟୁତ ହୋଇଥିଲା । ସେତେବେଳେ ଏହି କାରଣକୁ ନେଇ ସ୍ୱର ଉତ୍ତୋଳନ କରିଥିଲେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ନରେନ୍ଦ୍ର ମୋଦି । ଯିଏକି ସେତେବେଳେ…